• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

କେନାଲ ମରାମତି ନାମରେ କାଡା ଜରିଆରେ କୋଟି କୋଟି ଟଙ୍କା ଆତ୍ମସାତ – ପଦ୍ମପୁର

Proprietor Abhimanyu Maharana by Proprietor Abhimanyu Maharana
December 5, 2020
in ଓଡ଼ିଶା, ବରଗଡ଼, ହୋମ୍
0
କେନାଲ ମରାମତି ନାମରେ କାଡା ଜରିଆରେ କୋଟି କୋଟି ଟଙ୍କା ଆତ୍ମସାତ – ପଦ୍ମପୁର
Share on FacebookShare on TwitterWhatsapp

ଓଡ଼ିଶା ତାଜା ନ୍ୟୁଜ (୫ ଡିସେମ୍ବର ଶନିବାର ) ପଦ୍ମପୁର :- ବିଭିନ୍ନ ଜଳ ସେଚନ ପ୍ରକଳ୍ପରୁ ଗାଁ ମାନଙ୍କୁ ଯାଇଥିବା କେନାଲ ମରାମତି କାର୍ଯ୍ୟ କାଡା ( Command Area Devlopment Authority ) ତତ୍ତ୍ୱାବଧାନରେ ପାଣି ପଞ୍ଚାୟତ ଜରିଆରେ କୋଟି କୋଟି ଟଙ୍କାର ଆସୁଥିବା ଅନୁଦାନ ରୁ ୭୦ ଭାଗ ଅର୍ଥ ବାଟମାରଣା ହୋଇ ଯାଉଥିବାର ଅଭିଯୋଗ ହୋଇଛି । ଆର୍:ଡି:ସି ଏହାର ଅଧ୍ୟକ୍ଷ ଥିବା ବେଳେ ଏହି କାର୍ଯ୍ଯ ପରିଚାଳନ ପାଇଁ ହୀରାକୁଦ ଠାରେ ପଶ୍ଚିମାଚଳ ପିଡିଙ୍କ କାର୍ଯ୍ୟାଳୟ ରହିଛି । ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ତ ଝାରବନ୍ଦ ବ୍ଲକର ଲେରଖାଁ ଗ୍ରାମର ୧୨ଜଣ ପାଣି ପଞ୍ଚାୟତ ର ସଦସ୍ୟ ଲେରଖାଁ ଗ୍ରାମ କେନାଲ ମରାମତି ପାଇଁ ଆସିଥିବା ୧କୋଟି ୨୦ଲକ୍ଷ ଟଙ୍କା ଅତି ନିମ୍ନ ମାନର କରାଯାଇ ୭୦ ଭାଗ ଅର୍ଥ କାଡାର ଅଧିକାରୀ ଓ ପାଣି ପଞ୍ଚାୟତ ସଭାପତି ଓ ସଂପାଦକ ମିଶି ଆତ୍ମସାତ କରିଥିବାର ଏକ ଗୁରୁତର ଅଭିଯୋଗ କରିଛନ୍ତି ।

ସଂପର୍କରେ ନୁଆଁପଡା ଜଳ ସେଚନ ବିଭାଗର କାଯ୍ଯ ନିର୍ବାହୀ ଇଂଜିନିୟର,ହୀରାକୁଦ କାଡା ପ୍ରୋଜେକ୍ଟ ଡାଇରେକ୍ଟର ଙ୍କୁ ୨ମାସ ତଳୁ ଲିଖିତ ଅଭିଯୋଗ କରିଥିବା ସତ୍ତ୍ୱେ ଏହାର ତଦନ୍ତ ହେଉ ନାହିଁ । ସମ୍ବଲପୁର ଆର:ଡି:ସି ଯଦିଓ ଏହାର ଅଧ୍ୟକ୍ଷ ଅଛନ୍ତି ତାଙ୍କ ଅଜାଣତରେ କୋଟି କୋଟି ଟଙ୍କାର କାରବାର ଏ ସଂସ୍ଥାରୁ ଚାଲିଛି । ଲେରଗାଁ ଗ୍ରାମ ବ୍ୟତିତ ଭୁତମୁଣ୍ତା ଓ ଚାକଧରା ଜଳ ସେଚନ ପ୍ରକଳ୍ପ ରେ କାଡା ସଂସ୍ଥା କୋଟି କୋଟି ଟଙ୍କାର କେନାଲ ମରାମତି କାର୍ଯ୍ୟ ଅତି ନିମ୍ନ ମାନର ହୋଇଥିବା ର ମଧ୍ୟ ଅଭିଯୋଗ ହୋଇଛି । ଲେରଗାଁ ପାଣି ପଞ୍ଚାୟତର ସଦସ୍ୟ ସର୍ବ ଶ୍ରୀକିଶୋର ଚନ୍ଦ୍ର ସାହୁ, ରେବତୀ ସାହୁ,ପଦମନ କୁମାର ସାହୁ,କେଶରାମ ସାହୁ,ନୃପତି ଧରୁଆ, ଦେବେନ୍ଦ୍ର ସାହୁ,ଅନ୍ତର୍ଯ୍ୟାମୀ ସାହୁ,ସୁଲୋଚନା ସାହୁ,ଲକ୍ଷ୍ମୀ ସାହୁ,ଚକ୍ରଧର ବନଛୋରଙ୍କ ସମେତ କୁମୀରି ଗ୍ରାମ ପଞ୍ଚାୟତ ସରପଞ୍ଚ ଶ୍ରୀ କ୍ଷୀରସିନ୍ଧୁ ସାହୁ ଓ ନାଏକ ସରପଞ୍ଚ ଶ୍ରୀମତୀ ମହେନ୍ଦ୍ରୀ ସାହୁ ମଧ୍ୟ କେନାଲ ମରାମତିରେ ଦୁର୍ନୀତି ତଦନ୍ତ ପାଇଁ ଉଚ୍ଚ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି ।(ରିପୋର୍ଟ – ନିରୋଜ କୁମାର ପାଣୀ)

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ମହିଳା ଦିବସ ଉପଲକ୍ଷେ ସମାଜ ସେବା କ୍ଷେତ୍ରରେ ପ୍ରଭାସିନୀ

ମହିଳା ଦିବସ ଉପଲକ୍ଷେ ସମାଜ ସେବା କ୍ଷେତ୍ରରେ ପ୍ରଭାସିନୀ

March 10, 2026
କାଲିମେଳା ବ୍ଲକ ଭୁବନପାଲ୍ଲୀ ଗ୍ରାମ ପଞ୍ଚାୟତ ଠାରେ ଜିଲ୍ଲାପାଳଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର

କାଲିମେଳା ବ୍ଲକ ଭୁବନପାଲ୍ଲୀ ଗ୍ରାମ ପଞ୍ଚାୟତ ଠାରେ ଜିଲ୍ଲାପାଳଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର

March 10, 2026
ରାଜ୍ୟସଭା ନିର୍ବାଚନ : ନବୀନଙ୍କ ପାଇଁ ପ୍ରତିଶୋଧ – ଦିଲ୍ଲୀପଙ୍କ ପାଇଁ କ୍ଷମତା !

ରାଜ୍ୟସଭା ନିର୍ବାଚନ : ନବୀନଙ୍କ ପାଇଁ ପ୍ରତିଶୋଧ – ଦିଲ୍ଲୀପଙ୍କ ପାଇଁ କ୍ଷମତା !

March 10, 2026
ମେଳଣ ମଣ୍ଡପାରୁଢ଼ ହେଲେ ପଶ୍ଚିମାସମ୍ଭୁ ଶ୍ରୀ ସୋମନାଥ ଦେବଙ୍କ ସହ ପାଞ୍ଚ ଠାକୁର : ଆତସବାଜି ପ୍ରଦର୍ଶନରେ ଜମିଲା ହରିରାଜପୁର ପଞ୍ଚୁଦୋଳ ମେଳଣ

ଆଜିଠୁ ହରିରାଜପୁର ପଞ୍ଚୁ୍‌ଦୋଳ ଆତସବାଜିରେ କମ୍ପିବ ମେଳଣ ପଡିଆ

March 10, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ମହିଳା ଦିବସ ଉପଲକ୍ଷେ ସମାଜ ସେବା କ୍ଷେତ୍ରରେ ପ୍ରଭାସିନୀ

ମହିଳା ଦିବସ ଉପଲକ୍ଷେ ସମାଜ ସେବା କ୍ଷେତ୍ରରେ ପ୍ରଭାସିନୀ

March 10, 2026
କାଲିମେଳା ବ୍ଲକ ଭୁବନପାଲ୍ଲୀ ଗ୍ରାମ ପଞ୍ଚାୟତ ଠାରେ ଜିଲ୍ଲାପାଳଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର

କାଲିମେଳା ବ୍ଲକ ଭୁବନପାଲ୍ଲୀ ଗ୍ରାମ ପଞ୍ଚାୟତ ଠାରେ ଜିଲ୍ଲାପାଳଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର

March 10, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version