• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

‘ପରୀ’ ମୃତ୍ୟୁକୁ ନେଇ ଗର୍ଜିଲା ବିଜେପି ମହିଳା ମୋର୍ଚ୍ଚା – ସିବିଆଇ ତଦନ୍ତ

Proprietor Abhimanyu Maharana by Proprietor Abhimanyu Maharana
December 5, 2020
in ଓଡ଼ିଶା, ଖୋର୍ଦ୍ଧା, ହୋମ୍
0
‘ପରୀ’ ମୃତ୍ୟୁକୁ ନେଇ ଗର୍ଜିଲା ବିଜେପି ମହିଳା ମୋର୍ଚ୍ଚା – ସିବିଆଇ ତଦନ୍ତ
Share on FacebookShare on TwitterWhatsapp

1. ବିଶିଷ୍ଟ ନେଫ୍ରୋଲୋଜିଷ୍ଟ ସୁବୋଧ ଦାସ କହିଛନ୍ତି ଯେ ଏକ ଶିଶୁର କିଡନୀ ନେଇ କାହା ଦେହରେ ଲଗାଇବା ଏକ ଅସମ୍ଭବ ବ୍ୟାପାର ।

2. କିଡନୀ ଦାନ କରିବା ପାଇଁ ଅନ୍ୟୁନ ୧୮ ବର୍ଷ ଦରକାର। ୧୮ ବର୍ଷ ପୂର୍ବରୁ କିଡନୀ ମ୍ୟାଚୁଅର ବା ପାକଳ ହୋଇ ନ ଥାଏ ।

3. ବିଜେପି ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର କହିଛନ୍ତି ଯେ, ଗୋଟେ ୫ ବର୍ଷର ଝିଅର ଆଖି, କିଡନୀ ତାଡ଼ି ନେଇ ତାକୁ ହତ୍ୟା କରାଯାଇଛି ।

ଓଡ଼ିଶା ତାଜା ନ୍ୟୁଜ (୫ ଡିସେମ୍ବର ଶନିବାର ) ଭୁବନେଶ୍ୱର :- ନୟାଗଡ଼ ‘ପରୀ’ ମୃତ୍ୟୁକୁ ନେଇ ମନ୍ତ୍ରୀ ଅରୁଣ ସାହୁଙ୍କ ଘର ଆଗରେ ଗର୍ଜିଛି ବିଜେପି ମହିଳା ମୋର୍ଚ୍ଚା । ଶହ ଶହ ମହିଳା ବିଜେପି କର୍ମୀମାନେ ମନ୍ତ୍ରୀଙ୍କ ବାସଭବନ ଆଗରେ ନାରାବାଜି କରିବା ସହ ତାଙ୍କର ଇସ୍ତଫା ଦାବି କରିଛନ୍ତି । “ରାଜ୍ୟ ସରକାର ଜାଣିଶୁଣି ପରୀ ମୃତ୍ୟୁକୁ ଚାପି ଦେବାକୁ ଚାହୁଁଛନ୍ତି । ଏଥିପାଇଁ ଏସ୍ଆଇଟି ଗଢ଼ି ତଦନ୍ତ ଚଳାଇଛନ୍ତି। ଏ ରାଜ୍ୟରେ କେବଳ ନେତା,ମନ୍ତ୍ରୀମାନଙ୍କୁ ସୁରକ୍ଷା ମିଳୁଛି । ତେଣୁ ପରୀ ମାମଲାର ଆମେ ସିବିଆଇ ତଦନ୍ତ ଚାହୁଁଛୁ ।

ମନ୍ତ୍ରୀ ଅରୁଣ ସାହୁ ଇସ୍ତଫା ମଧ୍ୟ ଆମର ଦାବି”, କହିଛନ୍ତି ବିଜେପି ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର। ତା’ସହ ସେ ଆହୁରି ମଧ୍ୟ କହିଛନ୍ତି ଯେ, ଗୋଟେ ୫ ବର୍ଷର ଝିଅର ଆଖି, କିଡନୀ ତାଡ଼ି ନେଇ ତାକୁ ହତ୍ୟା କରାଯାଇଛି । ରାଜ୍ୟ ସରକାର କିନ୍ତୁ ଏହି ଘଟଣାର ତଦନ୍ତ ଠିକ୍ ଭାବେ କରୁନାହାନ୍ତି । ଏଥିରେ ମନ୍ତ୍ରୀଙ୍କ ସଂପୃକ୍ତି ଥିବା ଜାଣି ମଧ୍ୟ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ କାହିଁକି ନିଆଯାଉନି ବୋଲି ସେ କହିଛନ୍ତି ।

ଅନ୍ୟପଟେ ବିଜେପି ମହିଳା ମୋର୍ଚ୍ଚାର ସଭାପତି ସ୍ମୃତି ପଟ୍ଟନାୟକ କହିଛନ୍ତି, “ଚାରି ମାସ ତଳେ ଯଦି ସେ କୁନି ଝିଅର ପରିବାରକୁ ନ୍ୟାୟ ମିଳିଥାନ୍ତା ତେବେ ଆଜି ଏପରି କିଛି ହୋଇନଥାନ୍ତା । ରାଜ୍ୟ ସରକାର ତଦନ୍ତକୁ ବାଟମାରଣା କରିବାକୁ ଚାହୁଁଛନ୍ତି । ତେଣୁ ଆମେ ସିବିଆଇ ତଦନ୍ତ ଦାବି କରୁଛୁ।”ସେହିପରି ଆଉ ଜଣେ ବିକ୍ଷୋଭକାରୀ କହିଛନ୍ତି ଯେ, ରାଜ୍ୟ ସରକାର ଏବେ ମହିଷାସୁରମାନଙ୍କୁ ସୁରକ୍ଷା ଦେବାରେ ଲାଗିଛନ୍ତି । ରାଜ୍ୟର ଝିଅ ବୋହୁମାନେ ଆଜି ଅସୁରକ୍ଷିତ ହୋଇପଡିଲେଣି ।

ଯଦି ପରୀକୁ ନ୍ୟାୟ ନମିଳେ ତେବେ ବିଜେପି ଆଗକୁ ଆହୁରି ତୀବ୍ର ଆନ୍ଦୋଳନ ଚଳେଇବ ବୋଲି ସେ କହିଛନ୍ତି । ବିଜେପି ଏହାକୁ ପ୍ରସଙ୍ଗ କରି ଶାସକ ଦଳକୁ ଘେରିବା ସହିତ ସିବିଆଇ ତଦନ୍ତ ଦାବି କରିଛି । ଏଣେ ରାଜ୍ୟ ସରକାର ଏସଆଇଟି ଗଠନ କରି ଏହି ମାମଲାର ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଏସ୍ଆଇଟି ମଧ୍ୟ ନୟାଗଡ଼ ପହଞ୍ଚି ତଦନ୍ତ ପ୍ରକ୍ରିୟା ଆଗକୁ ବଢ଼େଇଛି । ପ୍ରଥମ ପର୍ଯ୍ୟାୟରେ ଏସ୍ଆଟି ବାବୁଲି ନାୟକକୁ ଆଣି ପଚରାଉଚୁରା କରିବା ସହିତ ଯଦୁପୁର ଗାଁକୁ ଯାଇ ଛାନଭିନ୍ ଚଳାଇଛି ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ମଦ ରାନ୍ଧିବା ସମୟରେ ପହଞ୍ଚିଗଲା ଅବକାରୀ ଦଳ,୨୩୧୦ ଲିଟର ମଦ ଜବତ

September 14, 2026
ବିଧାୟକ ରୁପେଶ ପାଣିଗ୍ରାହି, ଗଜପତି ଜିଲ୍ଲାର ୯୦ ବର୍ଷର ବହୁ ପୁରାତନ ଭବାନୀ ହୋଟେଲ ପରିଦର୍ଶନ କରି ସହଯୋଗର ପ୍ରତିଶ୍ରୁତି ଦେଲେ

ଏଜି ଆମ୍ବୁଲାନ୍ସ ପକ୍ଷରୁ ବିଶ୍ୱ ପ୍ରାଥମିକ ଚିକିତ୍ସା ଦିବସ ପାଳିତ

ଆଇନ ମନ୍ତ୍ରି, ସାଂସଦ ଓ ବିଧାୟକଙ୍କ ଦ୍ୱାରା ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ   ଭାପୁର,୧୨/୦୯(ଓଡିଶା ତାଜା ନ୍ୟୂଜ ) ଖଣ୍ଡପଡ଼ା ନିର୍ବାଚନ ମଣ୍ଡଳୀର ବିକାଶ ପାଇଁ ସ୍ଥାନୀୟ ବିଧାୟକ ଇଂ. ଦୁଷ୍ମନ୍ତ କୁମାର ସ୍ୱାଇଁ ଅହରହ ପ୍ରଚେଷ୍ଟା ଜାରି ରଖିଛନ୍ତି. ବିଧାୟକଙ୍କ ପ୍ରଚେଷ୍ଟା ଯୋଗୁଁ ଭାପୁର ବ୍ଲକର ୫ ଗୋଟି ପ୍ରକଳ୍ପ ପାଇଁ ୭୪ କୋଟି ଟଙ୍କା ମଞ୍ଜୁର ହୋଇଛି. ଅଞ୍ଚଳବାସୀଙ୍କୁ ପ୍ରତିଶୃତି ଦେଇ ଦୀର୍ଘ ଦିନର ଦାବି ବାସ୍ତବରେ ପୂରଣ  କରି ପ୍ରତିଶୃତି ରକ୍ଷାକଲେ ବିଧାୟକ ଦୁଷ୍ମନ୍ତ କୁମାର ସ୍ୱାଇଁ  ! ଶନିବାର ଦିନ ପୂର୍ତ୍ତବିଭାଗ ତରଫରୁ କଳାପଥର-ଭାପୁର ବାଇପାସ ରାସ୍ତାର କାଳୀଗିରି ନଦୀ ଉପରେ ସୁଉଚ୍ଚ ସେତୁ ପାଇଁ ୧୭.୬୮ କୋଟି, କଳାପଥର-ଭାପୁର ବାଇପାସ ରାସ୍ତା ୧୦.୬ କି.ମି ରାସ୍ତାର ପ୍ରଶସ୍ତିକରଣ ଏବଂ ଉନ୍ନତି କରଣ ପାଇଁ ୧୮.୩୩ କୋଟି, ବିଜିପୁର-କରବର ରାସ୍ତା ୭.୧ କି.ମି ରାସ୍ତାର ଉନ୍ନତି କରଣ ପାଇଁ ୭.୪୬ କୋଟି, ବିଜିପୁର-କରବର ରାସ୍ତାର କାଳୀଗିରି ନଦୀ ଉପରେ ସୁଉଚ୍ଚ ସେତୁ ପାଇଁ ୩୪ କୋଟି ଓ ମାରଡ଼ା-ପଦ୍ମାବତୀ ୮.୧ କି.ମି ରାସ୍ତାର ଉନ୍ନତି କରଣ ପାଇଁ ୬.୫୨ କୋଟି ଟଙ୍କାର ଶୁଭଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି. ସ୍ଥାପକ ଭାବେ ପୂର୍ତ୍ତ, ଆଇନ ଓ ଅବକାରୀ ମନ୍ତ୍ରୀ ପୃଥ୍ଵୀରାଜ ହରିଚନ୍ଦନ ଓ ମୂଖ୍ୟ ଅତିଥି ଭାବେ କଟକ ଲୋକସଭା ସାଂସଦ ଭର୍ତ୍ତୃହରି ମହତାବ ଯୋଗଦେଇଥିଲେ. ସମ୍ମାନୀତ ଅତିଥି ଭାବେ ସ୍ଥାନୀୟ ବିଧାୟକ ଇଂ. ଦୁଷ୍ମନ୍ତ କୁମାର ସ୍ୱାଇଁ, ନୟାଗଡ଼ ଜିଲ୍ଲାପାଳ ମଧୁମିତା ରଥ, ୧୯ ନମ୍ବର ଜୋନ ଜିଲ୍ଲା ପରିଷଦ ସଭ୍ୟ ସୁଶାନ୍ତ କୁମାର ସାହୁ, ଭାପୁର ତହସିଲଦାର ମୋନାଲିସା ରଥ, ବିଡ଼ିଓ ସାରଦା ପ୍ରସନ୍ନ ପଣ୍ଡା, ଖଣ୍ଡପଡ଼ା ବିଡ଼ିଓ ଅଙ୍କୁର ଅଭିଳାଷ, ସାଂସଦଙ୍କ ଜିଲ୍ଲା ପ୍ରତିନିଧି ଗୟାଧର ପରିଡ଼ା, ବ୍ଲକ ପ୍ରତିନିଧି ତୋଫାନ କୁମାର ପ୍ରଧାନ, ୨୦ ନମ୍ବର ଜୋନ ଜିଲ୍ଲା ପରିଷଦ ସଭ୍ୟ ବିଜୟ କୁମାର ସାମନ୍ତରାୟ ଯୋଗଦେଇଥିବା ବେଳେ ଅନ୍ୟ ମାନଙ୍କ ମଧ୍ୟରେ ବଡ଼ସହରା ସରପଞ୍ଚ ବ୍ରଜକିଶୋର ଆଳୁକ, ଗୋଳାପୋଖରୀ ସରପଞ୍ଚଙ୍କ ପ୍ରତିନିଧି ଅନିଲ କୁମାର ବୈରୀଗଞ୍ଜନ, କରବର ସରପଞ୍ଚଙ୍କ ପ୍ରତିନିଧି ପ୍ରମୋଦ କୁମାର ସାହୁ, ଆତ୍ମାର ଅଧ୍ୟକ୍ଷ ଶଶୀଭୂଷଣ ରାଉତରାୟ, କେନ୍ଦୁପଲ୍ଲୀ ସରପଞ୍ଚ ତାରେଶ୍ୱର ମାଝୀ, ସମିତି ସଭ୍ୟ ଦୀପକ କୁମାର ଜେନା,ସମାଜସେବୀ ତଥା ବରିଷ୍ଠ ଭାଜପା ନେତା ବିମ୍ବାଧର ବାରିକ ପ୍ରମୁଖ ଉପସ୍ଥିତ ଥିଲେ. ପ୍ରତ୍ୟେକ ପ୍ରକଳ୍ପ ଉଦଘାଟନ ସମୟରେ ଶହ ଶହ ଜନସାଧାରଣ ଓ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନେ ଉପସ୍ଥିତ ରହି ଅତିଥିମାନଙ୍କୁ ପୁଷ୍ପଗୁଚ୍ଛ ଉତ୍ତରୀୟ ଦେଇ ବାଜା ବଜାଇ ସ୍ୱାଗତ କରି ଭିତ୍ତିପ୍ରସ୍ତର ସ୍ଥାନକୁ ପାଛୋଟି ନେଇଥିଲେ. ଶିଳାନ୍ୟାସ ଅବସରରେ ଆୟୋଜିତ ସଭାରେ ମନ୍ତ୍ରୀ ଶ୍ରୀ ହରିଚନ୍ଦନ କହିଥିଲେ ଡବଲ ଇଞ୍ଜିନ ସରକାର କଥାରେ ନୁହେଁ କାମରେ ବିଶ୍ୱାସ କରେ. ଭାପୁର ବ୍ଳକ ଅଞ୍ଚଳର ରାସ୍ତା ଘାଟକୁ ଦେଖିଲେ ୨୪ ବର୍ଷର ସରକାର କିପରି ବିକାଶ କରିଛି ତାହା ଜଳଜଳ ହୋଇ ଦେଖାଯାଉଛି. ରାସ୍ତା ଘାଟର ଅବସ୍ଥା ଶୋଚନୀୟ ହୋଇପଡିଛି. ଯାହାଫଳରେ ଗମନା ଗମନ ସୁଗମ ହୋଇପାରୁନି. ଆଜିର ଏହି ୫ଟି ପ୍ରକଳ୍ପ ଉଦଘାଟନ ଦ୍ଵାରା ଖଣ୍ଡପଡ଼ା ନିର୍ବାଚନ ମଣ୍ଡଳୀର ଜନସାଧାରଣମାନଙ୍କର ଆର୍ଥିକ, ଶିକ୍ଷା, ସ୍ୱାସ୍ଥ୍ୟ ଓ ବାଣିଜ୍ୟ ବ୍ୟବସ୍ଥା ସୃଦୃଢ଼ ହେବା ସହ ଗମନାଗମନ ସୁଗମ ଏବଂ ସାମଗ୍ରିକ ବିକାଶ ତ୍ୱରାନ୍ୱିତ ହେବ. ଏଥିସହ ନିର୍ବାଚନ ମଣ୍ଡଳୀର ବିକାଶ ପାଇଁ ସ୍ଥାନୀୟ ବିଧାୟକ ଓ ସାଂସଦଙ୍କ ଉଦ୍ୟମକୁ  ଖଣ୍ଡପଡ଼ା ଓ ଭାପୁର ଅଞ୍ଚଳବାସୀ ଭୁୟସୀ ପ୍ରଶଂସା  କରିଅଛନ୍ତି  !.  କେନ୍ଦ୍ର ଓ ରାଜ୍ୟ ସରକାର ମିଳିତ ଉଦ୍ୟମରେ ବିକାଶର ଧାରା ଆଗେଇଚାଲିଛି. ଭାପୁର ବ୍ଲକ ଅଞ୍ଚଳର ଜନସାଧାରଣମାନଙ୍କର ବହୁଦିନର ପ୍ରତୀକ୍ଷା ଓ ଦାବି ପୂରଣ ହୋଇବ ବୋଲି ସାଂସଦ ଶ୍ରୀ ମହତାବ ତାଙ୍କ ବକ୍ତବ୍ୟରେ କହିଥିଲେ  !  !

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ମଦ ରାନ୍ଧିବା ସମୟରେ ପହଞ୍ଚିଗଲା ଅବକାରୀ ଦଳ,୨୩୧୦ ଲିଟର ମଦ ଜବତ

ମଦ ରାନ୍ଧିବା ସମୟରେ ପହଞ୍ଚିଗଲା ଅବକାରୀ ଦଳ,୨୩୧୦ ଲିଟର ମଦ ଜବତ

September 14, 2026
ବିଧାୟକ ରୁପେଶ ପାଣିଗ୍ରାହି, ଗଜପତି ଜିଲ୍ଲାର ୯୦ ବର୍ଷର ବହୁ ପୁରାତନ ଭବାନୀ ହୋଟେଲ ପରିଦର୍ଶନ କରି ସହଯୋଗର ପ୍ରତିଶ୍ରୁତି ଦେଲେ

ବିଧାୟକ ରୁପେଶ ପାଣିଗ୍ରାହି, ଗଜପତି ଜିଲ୍ଲାର ୯୦ ବର୍ଷର ବହୁ ପୁରାତନ ଭବାନୀ ହୋଟେଲ ପରିଦର୍ଶନ କରି ସହଯୋଗର ପ୍ରତିଶ୍ରୁତି ଦେଲେ

September 14, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version