• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ପ୍ରଥମ ପପ୍‌-ଅପ୍ କ୍ୟାମେରା ସ୍ମାର୍ଟଫୋନ୍ ‘ଅନର ୯ଏକ୍ସ’ ବଜାର ପ୍ରବେଶ କରାଇଲା

Proprietor Abhimanyu Maharana by Proprietor Abhimanyu Maharana
January 16, 2020
in ଓଡ଼ିଶା, ବାଣିଜ୍ୟ, ହୋମ୍
0
ପ୍ରଥମ ପପ୍‌-ଅପ୍ କ୍ୟାମେରା ସ୍ମାର୍ଟଫୋନ୍ ‘ଅନର ୯ଏକ୍ସ’ ବଜାର ପ୍ରବେଶ କରାଇଲା
Share on FacebookShare on TwitterWhatsapp

ଭୁବନେଶ୍ୱର (ଓଡିଶା ତାଜା ନିଉଜ୍) ଭୁବନେଶ୍ୱର ୧୬ ଜାନୁଆରୀ୨୦୨୦ :- ଭୁବନେଶ୍ୱର, ଅନର, ଏକ ପ୍ରମୁଖ ଗ୍ଲୋବାଲ ସ୍ମାର୍ଟଫୋନ୍ ଇ-ବ୍ରାଣ୍ଡ, ଆଜି ଏହାର ସଦ୍ୟତମ ଫ୍ଲାଗସିପ୍ ସ୍ମାର୍ଟଫୋନ ଅନର ୯ଏକ୍ସର ବଜାର ପ୍ରବେଶ ବିଷୟ ଘୋଷଣା କରିଛି । ଏଥିରେ ପ୍ରଥମ ଥର ପାଇଁ ବ୍ରାଣ୍ଡ ଭାରତରେ ପପ୍‌-ଅପ୍ କ୍ୟାମେରାର ପ୍ରଚଳନ କରିଛି । ଅନର ୯ଏକ୍ସ ବ୍ୟତୀତ ବ୍ରାଣ୍ଡ ଅନର ମ୍ୟାଜିକ୍ ୱାଚ୍‌୨ ଓ ଅନର ବ୍ୟାଣ୍ଡ ୫ଆଇ ଭଳି ପରବର୍ତି ପିଢ଼ିର ଡିଭାଇସର ବଜାର ପ୍ରବେଶ କରାଇ ନିଜର ୱେରେବଲ ପୋର୍ଟଫୋଲିଓକୁ ସୁଦୃଢ଼ କରିଛି । ଗ୍ରାହକଙ୍କ ଜୀବନକୁ ଉତ ଓ ସହଜ କରିବା ପାଇଁ ଭାରତରେ ଡିଭାଇସ୍ ଇକୋସିଷ୍ଟମ ବିକାଶ ଓ ପ୍ରଚଳନ ପାଇଁ ଅନରର ପ୍ରତିଶୃତିବଦ୍ଧତାର ଏହା ପ୍ରମାଣ । ସ୍ମାର୍ଟଫୋନ୍ ଶିଳ୍ପରେ ଏକ ବୃହତ ଡିଆଁ ମାରିଥିବା ଅନର ୯ଏକ୍ସ ହେଉଛି ଏକ
ପକେଟ ଅନୁକୂଳ ଡିଭାଇସ୍‌, ଯାହାକି ସବୁଠୁ ପସନ୍ଦର ସଫ୍ଟୱେର, ହାର୍ଡୱେର ବୈଶିଷ୍ଟ୍ୟ ଓ ଫଙ୍କସନ୍‌ର ଏକ ମିଶ୍ରଣ ।

କମ୍ପାନିର ବହୁ ପ୍ରଚଳିତ ‘ଏକ୍ସ’ ସିରିଜ୍‌ରେ ଅନର ୯ଏକ୍ସ ଏକ ଅସାଧାରଣ ଉତ୍ପାଦ ୩.୫୩ ସେଂଟିମିଟରର ଆମେଲେଡ୍ ଟଚ୍ସ୍‌୍ରିନ୍ ଓ ୧୪ ଦିନର ବ୍ୟାଟେରି କାଳ ସହ ଆସିଥିବା ଅନର ମ୍ୟାଜିକ୍‌ୱାଚ୍‌୨ ହେଉଛି ନୂଆପିଢ଼ି ଡିଜାଇନ ସହ ବୁଦ୍ଧିମତା ସ୍ୱାସ୍ଥ୍ୟ ପରିଚାଳନା ଟେକ୍ନୋଲୋଜିର ଏକ ଉପଯୁକ୍ତ ମିଶ୍ରଣ, ଯାହାକି ଯୁବପିଢ଼ି ଫିଟ୍‌ନେସ୍ ଜୀବନଶୈଳୀକୁ ଅଧିକ ସରଳ କରିବ । ଅନର ମ୍ୟାଜିକ୍ ୱାଚ୍‌୨ କିରିନ୍‌ ଏ୧ ଚିପ୍‌ସେଟ୍ ସହ ସ୍ୱାସ୍ଥ୍ୟସେବା ଟ୍ରାକିଂକୁ ପୁନର୍ନିର୍ଦ୍ଧାରଣ କରୁଛି । ଅନର ବ୍ୟାଣ୍ଡ ୫ଆଇ ହେଉଛି ଅଧିକ ଗ୍ରାହକଙ୍କ ନିକଟରେ ପହଂଚିବା ପାଇଁ ଶସ୍ତା ମୂଲ୍ୟରେ ଉଚ୍ଚ ଫିଟ୍‌ନେସ୍ ସ୍ତର ହାସଲ କରୁଥିବା ଏକ ଷ୍ଟେପ୍ ଅପ୍‌, ଯାହାକି ଅନରର ସବୁଠୁ ପ୍ରଚଳିତ ବ୍ୟାଣ୍ଡ ସିରିଜ୍‌ରେ ଯୋଡ଼ି ହୋଇଥିବା ନୂଆ ଉତ୍ପାଦ । ଏହି ବଜାର ପ୍ରବେଶ ସମ୍ପର୍କରେ ମତ ରଖି ଅନର ଇଣ୍ଡିଆ ସଭାପତି ଚାର୍ଲସ୍ ପେଙ୍ଗ୍‌ କହିଲେ, “ଯେତେବେଳେ ଗ୍ରାହକଙ୍କ ସଶକ୍ତୀକରଣ ବିଷୟ ଆସେ, ଅନର ସବୁବେଳେ ସଦ୍ୟତମ ଟେକ୍ନୋଲୋଜି ଜରିଆରେ ସେମାନଙ୍କ ଜୀବନ ଶୈଳୀରେ ସୁଧାର ଆଣିବାକୁ ସବୁ ସୀମା ଅତିକ୍ରମ କରିବାରେ ବିଶ୍ୱାସ ରଖେ । ଆମର ସଦ୍ୟତମ ଫ୍ଲାଗ୍‌ସିପ୍ ଉତ୍ପାଦ- ଅନର ୯ଏକ୍ସ, ଅନର ମ୍ୟାଜିକ୍ ୱାଚ୍‌୨ ଓ ଅନର ବ୍ୟାଣ୍ଡ ୫ଆଇ ଉତମ ଭାବେ ବ୍ରାଣ୍ଡର ଟେକ୍‌ଚିକ୍ ସହ ମେଳ ଖାଉଛି ଏବଂ ଶିଳ୍ପକ୍ଷେତ୍ରର ନୂଆ ଟେକ୍ନୋଲୋଜିକୁ ଆଣିଛି ।” ଅନର ଏକ୍ସ ସିରିଜ୍‌ର ସଫଳତା ହେଉଛି ବ୍ରାଣ୍ଡ ପ୍ରତି ଆମ ଗ୍ରାହକ ସ୍ନେହ ଓ ସମର୍ଥନର ଏକ ପ୍ରମାଣ ଏବଂ ନୂଆ ଅନର ୯ଏକ୍ସ ବ୍ରାଣ୍ଡର ପ୍ରଥମ ପପ୍‌-ଅପ୍ ସେଲ୍ଫି କ୍ୟାମେରା ସହ ସମ୍ପୂର୍ଣ୍ଣ ନୂଆ ଅଭିଜ୍ଞତା ପ୍ରଦାନ କରିବ । ଏହି ନୂଆ ଡିଭାଇସ୍‌ଗୁଡ଼ିକର ବଜାର ପ୍ରବେଶ ସହ ଆମେ ଭାରତରେ ଗ୍ରାହକଙ୍କୁ ସମ୍ପ୍ରସାରିତ ଉତ୍ପାଦ ପୋର୍ଟଫୋଲିଓ ପ୍ରଦାନ ରିବାକୁ ଫଳପ୍ରଦ କରିଛୁ ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ଚାଷୀଙ୍କ ସବୁ ଧାନ କିଣିବାକୁ ସିପିଆଇ ର ଦାବୀ

ଚାଷୀଙ୍କ ସବୁ ଧାନ କିଣିବାକୁ ସିପିଆଇ ର ଦାବୀ

March 8, 2026
ମ୍ୟାନେଜମେଣ୍ଟ ଛାତ୍ରଛାତ୍ରୀଙ୍କ ପାଇଁ ନିବେଶକ ସଚେତନତା

ମ୍ୟାନେଜମେଣ୍ଟ ଛାତ୍ରଛାତ୍ରୀଙ୍କ ପାଇଁ ନିବେଶକ ସଚେତନତା

March 8, 2026
ଗାଡିଶାଗଦା ରେ ୮୫ କେଜି ଗନ ପାଉଡର ଜବତ : ଅଭିଯୁକ୍ତ ଫେରାର

ଗାଡିଶାଗଦା ରେ ୮୫ କେଜି ଗନ ପାଉଡର ଜବତ : ଅଭିଯୁକ୍ତ ଫେରାର

March 8, 2026
ପୁରୀ ଜିଲ୍ଲା ପରିଷଦର ଅଷ୍ଟମ ବୈଠକ ଅନୁଷ୍ଠିତ

ପୁରୀ ଜିଲ୍ଲା ପରିଷଦର ଅଷ୍ଟମ ବୈଠକ ଅନୁଷ୍ଠିତ

March 8, 2026

Recent News

ଚାଷୀଙ୍କ ସବୁ ଧାନ କିଣିବାକୁ ସିପିଆଇ ର ଦାବୀ

ଚାଷୀଙ୍କ ସବୁ ଧାନ କିଣିବାକୁ ସିପିଆଇ ର ଦାବୀ

March 8, 2026
ମ୍ୟାନେଜମେଣ୍ଟ ଛାତ୍ରଛାତ୍ରୀଙ୍କ ପାଇଁ ନିବେଶକ ସଚେତନତା

ମ୍ୟାନେଜମେଣ୍ଟ ଛାତ୍ରଛାତ୍ରୀଙ୍କ ପାଇଁ ନିବେଶକ ସଚେତନତା

March 8, 2026
ଗାଡିଶାଗଦା ରେ ୮୫ କେଜି ଗନ ପାଉଡର ଜବତ : ଅଭିଯୁକ୍ତ ଫେରାର

ଗାଡିଶାଗଦା ରେ ୮୫ କେଜି ଗନ ପାଉଡର ଜବତ : ଅଭିଯୁକ୍ତ ଫେରାର

March 8, 2026
ପୁରୀ ଜିଲ୍ଲା ପରିଷଦର ଅଷ୍ଟମ ବୈଠକ ଅନୁଷ୍ଠିତ

ପୁରୀ ଜିଲ୍ଲା ପରିଷଦର ଅଷ୍ଟମ ବୈଠକ ଅନୁଷ୍ଠିତ

March 8, 2026
Odisha Taza News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ଚାଷୀଙ୍କ ସବୁ ଧାନ କିଣିବାକୁ ସିପିଆଇ ର ଦାବୀ

ଚାଷୀଙ୍କ ସବୁ ଧାନ କିଣିବାକୁ ସିପିଆଇ ର ଦାବୀ

March 8, 2026
ମ୍ୟାନେଜମେଣ୍ଟ ଛାତ୍ରଛାତ୍ରୀଙ୍କ ପାଇଁ ନିବେଶକ ସଚେତନତା

ମ୍ୟାନେଜମେଣ୍ଟ ଛାତ୍ରଛାତ୍ରୀଙ୍କ ପାଇଁ ନିବେଶକ ସଚେତନତା

March 8, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version