• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home Uncategorized

ତିର୍ତ୍ତୋଲ ରଣକୌଶଳର ୭ଟି ପଞ୍ଚାୟତରେ ଗୁରୁ ମନ୍ତ୍ର ଦେଲେ ସଞ୍ଜୟ ଦାସବର୍ମା ; ବାକି ରହିଲା ତିର୍ତ୍ତୋଲ

Proprietor Abhimanyu Maharana by Proprietor Abhimanyu Maharana
October 12, 2020
in Uncategorized, ଓଡ଼ିଶା, ଦେଶ, ରାଜନୀତି, ହୋମ୍
0
ତିର୍ତ୍ତୋଲ ରଣକୌଶଳର ୭ଟି ପଞ୍ଚାୟତରେ ଗୁରୁ ମନ୍ତ୍ର ଦେଲେ ସଞ୍ଜୟ ଦାସବର୍ମା ; ବାକି ରହିଲା ତିର୍ତ୍ତୋଲ
Share on FacebookShare on TwitterWhatsapp

ଓଡ଼ିଶା ତାଜା ନ୍ୟୁଜ (୧୨ ଅକ୍ଟୋବର ସୋମବାର) ତିର୍ତ୍ତୋଲ ନିର୍ବାଚନ ମଣ୍ଡଳୀ :- ଆସନ୍ତା ୩ତାରିଖରେ ହେବାକୁ ଥିବା ଉପନିର୍ବାଚନରେ ୩ ଦଳ ନିଜେ ନିଜ ସପକ୍ଷରେ ବହୁମତ ସଂଗ୍ରହ ପାଇଁ ରଣକୌଶଳ ଆରମ୍ଭ କରି ଦେଇଛନ୍ତି । ସେହିପରି ଜଗତସିଂହପୁର ଲୋକସଭା ନିର୍ବାଚନ ମଣ୍ଡଳୀ ଅଧିନସ୍ଥ ତିର୍ତ୍ତୋଲ ନିର୍ବାଚନ ମଣ୍ଡଳୀରେ ବିଜେପି ଓ କଂଗ୍ରେସର ରଣକୌଶଳ ଅପେକ୍ଷା ବିଜେଡି ରଣକୌଶଳ ବହୁ ଉର୍ଦ୍ଧରେ । ଦଳ ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନିର୍ଦେଶକ୍ରମେ ଏହି ନିର୍ବାଚନ ମଣ୍ଡଳୀର ୩ଟି ବ୍ଲକରେ କିଭଳି ୨୦୧୯ ନିର୍ବାଚନ ଆପେକ୍ଷା ବହୁମତରେ ଦଳ ବାଜିମାତ କରିବ ସେଥିପାଇଁ ରାଜ୍ୟର ବରିଷ୍ଠ ନେତାଙ୍କୁ ଦାୟୀତ୍ଵ ଦେଇଛନ୍ତି ସୁପ୍ରିମୋ ।

ସୁପ୍ରିମୋଙ୍କ ନିର୍ଦ୍ଦେଶକ୍ରମେ ୩ ବ୍ଲକରେ ରାଜ୍ୟ ସ୍ତରୀୟ ତିନି ନେତା ଗୋଟି ଚାଳନା ଆରମ୍ଭ କରିଦେଇଛନ୍ତି । ସେହିପରି ବରିଷ୍ଠ ନେତା ବ୍ରହ୍ମଗିରି ପୂର୍ବତନ ବିଧାୟକ, ପୂର୍ବତନ ମନ୍ତ୍ରୀ ତଥା ରାଜ୍ୟ ଯୋଜନାଵୋର୍ଡ଼ ଉପାଧକ୍ଷ୍ୟ ସଞ୍ଜୟ ଦାସବର୍ମା ରଘୁନାଥପୁର ବ୍ଲକର ୧୯ ପଞ୍ଚାୟତ ରୁ ୭ଟି ପଞ୍ଚାୟତ କର୍ମୀ ମାନଙ୍କୁ ଡକାଇ କଟକ ଜିଲ୍ଲା ଅଧିନସ୍ଥ ରାମକମରପୁର ଠାରେ ନିର୍ବାଚନ କୌଶଳର ଗୁରୁମନ୍ତ୍ର ଦେଇଛନ୍ତି । ରଘୁନାଥପୁର,ତିର୍ତ୍ତୋଲ ବ୍ଲକ ଏହି ଦୁଇଟି ବ୍ଲକ ର ଦାୟିତ୍ୱରେ ବିଧାୟକ ଅତନୁ ସବ୍ୟସାଚୀ ଏବଂ ଯୋଜନାବୋର୍ଡ଼ ଅଧକ୍ଷ ସଞ୍ଜୟ ଦାସବର୍ମା ଅଛନ୍ତି । ସେହିଭଳି ବିରିଡି ବ୍ଲକ ର ଦାୟିତ୍ୱ ରେ ଅଛନ୍ତି କୃଷି ତଥା ଉଚ୍ଚଶିକ୍ଷା ମନ୍ତ୍ରୀ ଡ଼ଃ ଅରୁଣ ସାହୁ । ଯୁବ ନେତା , ବିଜେଡ଼ି ର ବରିଷ୍ଠ ନେତା ମାନଙ୍କୁ ନେଇ ତାଙ୍କ ରାଜନୈତିକ ରଣକୌଶଳ ଅରମ୍ଭ କରିସାରିଲେଣି ।

ରଘୁନାଥ ପୁର ବ୍ଲକ ର ନିର୍ବାଚନୀ ବୈଠକରେ ମନ୍ତ୍ରୀ ରଘୁନନ୍ଦନ ଦାଶ୍ ,ସାଂସଦ ଡ଼ଃ ରାଜଶ୍ରୀ ମଲ୍ଲିକ, ପୂର୍ବତନ ମନ୍ତ୍ରୀ ପୁଷ୍ପେନ୍ଦ୍ର ସିଂଦେଓ , ବିଧାୟକ ପ୍ରଶାନ୍ତ ବେହେରା ଓ ବିଧାୟକ ପ୍ରୀତିରଞ୍ଜନ ଘଡେଇ ଉପସ୍ଥିତ ରହି କର୍ମୀ ମାନଙ୍କୁ ନିର୍ବାଚନରେ ନିଜ ନିଜ ୱାର୍ଡ କିଭଳି ଅଧିକରୁ ଅଧିକ ବିଜେଡି ସପକ୍ଷରେ ଭୋଟ ହେବ ସେଥିପ୍ରତି ନଜର ରଖିବା ସମସ୍ତଙ୍କ କର୍ତ୍ତବ୍ୟ ବୋଲି ସୂଚିତ କରାଇଛନ୍ତି । ବୈଠକରେ ବ୍ଲକ ଉପାଧକ୍ଷ୍ୟ ଦେବାଶିଷ ତ୍ରିପାଠୀ, ଜିଲାପରିସଦ ସଭ୍ୟା ଦେଜାଲିନ ମହାପତ୍ର, ଉପସ୍ଥିତି ଥିଲାବେଳେ ବାରାଗୋଳ ପଞ୍ଚୟତ, ଧରାଧରପୁର ପଞ୍ଚୟତ, ଅଢେଇକୁଳ ପଞ୍ଚୟତ, ଛପଡା ପଞ୍ଚାୟତ, ତଅରା ପଞ୍ଚୟତ ଓ ତରିକୁନ୍ଦ ପଞ୍ଚୟତର କର୍ମୀ ସୁଧାକର ବିଶ୍ୱାଳ, ଦିଲ୍ଲୀପ ଜେନା ଭାସ୍କର ପଟନାୟକ, ଅଜୟ ଦାଶ୍, ସ୍ବଦେଶ ଦାସ, ସରପଞ୍ଚ ସୁଭ୍ରାନ୍ତ ସ୍ଵାଇଁ, ସରପଞ୍ଚ ବିଜୟ ସ୍ଵାଇଁ, ପୂର୍ବତନ ସରପଞ୍ଚ ଶାନ୍ତିଲତା ଦିବେଦୀ ଓ ରାମଚନ୍ଦ୍ର ମହାପତ୍ର ପ୍ରମୁଖ କର୍ମୀ ଉପସ୍ଥିତ ଥିଲେ । କରୋନା କଟକଣା ନିୟମ ଅନୁଯାୟୀ କିଛି ପଞ୍ଚୟତ ସ୍ତରୀୟ କର୍ମୀଙ୍କୁ ନେଇ ବୈଠକ କରାଯାଇଥିଲା ।(ରିପୋର୍ଟ ଭାସ୍କର ପଟ୍ଟନାୟକ)

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ଖୋରଧା ଜ଼ିଲା ଯାଦବ ସମିତି ର ସାଙ୍ଗଠନିକ ସମ୍ମିଳନୀ

ଖୋରଧା ଜ଼ିଲା ଯାଦବ ସମିତି ର ସାଙ୍ଗଠନିକ ସମ୍ମିଳନୀ

May 7, 2026
ଦେଶୀ ବନ୍ଧୁକ ତିଆରି କାରଖାନା ଠାବ : ୩ଟି ଦେଶୀ ବନ୍ଧୁକ ସହ ବ୍ୟବହୃତ ସାମଗ୍ରୀ ଜବତ : ଜଣେ ଗିରଫ

ଦେଶୀ ବନ୍ଧୁକ ତିଆରି କାରଖାନା ଠାବ : ୩ଟି ଦେଶୀ ବନ୍ଧୁକ ସହ ବ୍ୟବହୃତ ସାମଗ୍ରୀ ଜବତ : ଜଣେ ଗିରଫ

May 7, 2026
ନାଚୁଣୀ ଥାନା ର ନୂତନ ଭାରପ୍ରାପ୍ତ ଅଧିକାରୀ

ନାଚୁଣୀ ଥାନା ର ନୂତନ ଭାରପ୍ରାପ୍ତ ଅଧିକାରୀ

May 7, 2026
ବ୍ରଜ କିଶୋର ସାହୁ ସ୍ମାରକୀ ଟ୍ରଷ୍ଟ ପକ୍ଷ ରୁ ମାଟ୍ରିକ ବ୍ଲକ ଟପର ଙ୍କୁ ସମ୍ବର୍ଦ୍ଧନା

ବ୍ରଜ କିଶୋର ସାହୁ ସ୍ମାରକୀ ଟ୍ରଷ୍ଟ ପକ୍ଷ ରୁ ମାଟ୍ରିକ ବ୍ଲକ ଟପର ଙ୍କୁ ସମ୍ବର୍ଦ୍ଧନା

May 7, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ଖୋରଧା ଜ଼ିଲା ଯାଦବ ସମିତି ର ସାଙ୍ଗଠନିକ ସମ୍ମିଳନୀ

ଖୋରଧା ଜ଼ିଲା ଯାଦବ ସମିତି ର ସାଙ୍ଗଠନିକ ସମ୍ମିଳନୀ

May 7, 2026
ଦେଶୀ ବନ୍ଧୁକ ତିଆରି କାରଖାନା ଠାବ : ୩ଟି ଦେଶୀ ବନ୍ଧୁକ ସହ ବ୍ୟବହୃତ ସାମଗ୍ରୀ ଜବତ : ଜଣେ ଗିରଫ

ଦେଶୀ ବନ୍ଧୁକ ତିଆରି କାରଖାନା ଠାବ : ୩ଟି ଦେଶୀ ବନ୍ଧୁକ ସହ ବ୍ୟବହୃତ ସାମଗ୍ରୀ ଜବତ : ଜଣେ ଗିରଫ

May 7, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version