• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home Uncategorized

ଓଡ଼ିଶା ବିଜୁଳି କର୍ମଚାରୀ ସଂଘର ସାମ୍ବାଦିକ ସମ୍ମିଳନୀ ; ସାଉଥକୋ ପରିଚାଳନାରେ ଶ୍ରମିକମାରଣ ନୀତି ବିରୁଦ୍ଧରେ – ବ୍ରହ୍ମପୁର

Proprietor Abhimanyu Maharana by Proprietor Abhimanyu Maharana
October 11, 2020
in Uncategorized, ଓଡ଼ିଶା, ଦେଶ, ହୋମ୍
0
ଓଡ଼ିଶା ବିଜୁଳି କର୍ମଚାରୀ ସଂଘର ସାମ୍ବାଦିକ ସମ୍ମିଳନୀ ; ସାଉଥକୋ ପରିଚାଳନାରେ ଶ୍ରମିକମାରଣ ନୀତି ବିରୁଦ୍ଧରେ –  ବ୍ରହ୍ମପୁର
Share on FacebookShare on TwitterWhatsapp

ଓଡ଼ିଶା ତାଜା ନ୍ୟୁଜ ( ୧୧ ଅକ୍ଟୋବର ରବିବାର )  ବ୍ରହ୍ମପୁର :-   ଓଡ଼ିଶା ବିଜୁଳି କର୍ମଚାରୀ ସଂଘର ଏକ ସାମ୍ବାଦିକ ସମ୍ମିଳନୀ ସହିଦ୍ ଲକ୍ଷ୍ମଣ ନାୟକ ହଲ ଠାରେ ଅନୁଷ୍ଟିତ ହୋଇଯାଇଛି । ସମ୍ମିଳନୀରେ ସଂଘର ସଭାପତି କାଳୁଚରଣ ସାହୁ, କାର୍ଯ୍ୟକାରୀ ସଭାପତି ପଞ୍ଝାନନ ଜେନା, ସାଧାରଣ ସଂପାଦକ ଏଲ.ନିରଞ୍ଜନ ପାତ୍ର, ସିଆଇଟିୟୁ ଜିଲ୍ଲା ସଂପାଦକ ଯୁଧିଷ୍ଟିର ବେହେରାଙ୍କ ସହ ଅନ୍ୟ ସାଧି ମାନେ ଉପସ୍ଥିତ ଥିଲେ । ସେମାନେ ଆଭିଯୋଗ କରିଛନ୍ତି କେନ୍ଦ୍ର ସରକାରଙ୍କ ଶ୍ରମ ବିରୋଧି ଆଇନ ପ୍ରତ୍ୟାହାର କରିନେବା, ବିଦ୍ୟୁତ ଆଇନ ସଂଶୋଧନ ବିଲ ପ୍ରତ୍ୟାହାର କରିବା ଓ ସାଉଥକୋ ପରିଚାଳନାରେ ଶ୍ରମିକ ମାରଣ ନୀତି ବିରୁଦ୍ଧ କରିଥିଲେ । ସେମାନେ କହିଥିଲେ ମୁଖ୍ୟକାର୍ଯ୍ୟାଳୟ ସମ୍ମୁଖରେ ୨୦୧୮ ମସିହାରେ ଦୀର୍ଘ ଏକମାସ ଅଧିକ ଗଣ ବିକ୍ଷୋଭ କରିଥିଲେ । ସେହି ସମୟରେ ସଂଘର ଉଚ୍ଚକର୍ମକର୍ତା ଏବଂ ସାଉଥକୋ ଉଚ୍ଚକର୍ତୁପକ୍ଷ ଭୂବନେଶ୍ୱର

ଠାରେ ଗ୍ରୀଡ଼କୋ ସମ୍ମିଳନୀ କକ୍ଷରେ ଚେୟାରମ୍ୟାନଙ୍କ ଉପସ୍ଥିତିରେ ତ୍ରିପାକ୍ଷିକ ଆଲୋଚନା ପରେ ତତକାଳୀନ ଚେୟାରମ୍ୟାନ କାର୍ଯ୍ୟରତ ପ୍ରାୟ ୨୫୦୦ ଆଉଟସୋରସ୍ କର୍ମଚାରୀଙ୍କ ମଧ୍ୟରୁ ୨୦୦ ଜଣଙ୍କୁ ସ୍ଥାୟୀ ନିଯୁକ୍ତ ଦେଇ ଅବଶିଷ୍ଟ ଶ୍ରମିକ ମାନଙ୍କୁ ଇନସୋରସ୍ କରିବାକୁ ନିର୍ଭର ପ୍ରତିଶୃତି ଦେଇଥିଲେ । କିନ୍ତୁ ତାହା ଆଜି ପର୍ଯ୍ୟନ୍ତ କାର୍ଯ୍ୟକାରୀ ହୋଇପାରିଲା ନାହିଁ । ସେମାନେ କହିଛନ୍ତି ବର୍ତମାନ ଭିତିଭୂମି ଅନୁଯାୟୀ ୨୦ ହଜାରରୁ ଅଧିକ କର୍ମଚାରୀ ଆବଶ୍ୟକ ରହିଛି । କେତେକ ଠିକା ନେଇଥିବା ସଂସ୍ଥାମାନେ ୮ ଓ ୧୦ ବର୍ଷ କାମ କରୁଥିବା ଶ୍ରମିକ ମାନଙ୍କୁ ଛଟେଇ କରି ନୂଆଁ ନିଯୁକ୍ତି କରୁଛନ୍ତି । ବିଦ୍ୟୁତ ଏକ ଅତି ଆବଶ୍ୟକୀୟ ସେବା ସଂସ୍ଥା ସତ୍ୱେ ସରକାର ପୁଣି ଏହାକୁ ଘରୋଇ ମାଲିକ ହାତକୁ ଟେକିଦେବା କେତେ ଦୂର ସମୀଚିନ୍ ସର୍ବସାଧାରଣ ଏହା ଉପରେ ପ୍ରଶ୍ନ ଉଠାଇବା ସମୟ ଆସିଛି । ଘରୋଇ କରଣ କୁ ତୁରନ୍ତ ବନ୍ଦ କରାଯାଉ । ନଚେତ୍ ପୂଜାଛୁଟି ପରେ ସଂଘ ଆନ୍ଦୋଳନ କରି ସମସ୍ତ ଉପୋଭକ୍ତା ଙ୍କୁ ଆହ୍ୱାନ କରି ବଡ ଧରଣର ଆନ୍ଦୋଳନ କରିବ ବୋଲି ଚେତାବନି ଦେଇଛନ୍ତି । (ରିପୋର୍ଟ : ଶେଷଦେବ ସାହୁ )

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ବାଲିଗୁଡ଼ାରେ ଧୁମ୍‌ଧାମରେ ପାଳିତ ହେଲା ଶିଶୁ ଦିବସ

ବାଲିଗୁଡ଼ାରେ ଧୁମ୍‌ଧାମରେ ପାଳିତ ହେଲା ଶିଶୁ ଦିବସ

November 15, 2026
ଅନାଗୁଲକୁ ଗଡ଼ିଲା ‘ମୋ ବସ୍’ : ଅଞ୍ଚଳର ପରିବହନ ବ୍ୟବସ୍ଥାରେ ଯୋଡ଼ିହେଲା ନୂଆ ଅଧ୍ୟାୟ

ଅନାଗୁଲକୁ ଗଡ଼ିଲା ‘ମୋ ବସ୍’ : ଅଞ୍ଚଳର ପରିବହନ ବ୍ୟବସ୍ଥାରେ ଯୋଡ଼ିହେଲା ନୂଆ ଅଧ୍ୟାୟ

November 15, 2026
ଜଙ୍ଗଲରୁ ଶାଳ କାଠ ଚୋରାଚାଲାଣ ବେଳେ ଚଢ଼ାଉ : କାଠ ସହ ବୋଲେରୋ ପିକ୍‌ଅପ୍ ଜବତ, ଚାଳକ ଫେରାର

ଜଙ୍ଗଲରୁ ଶାଳ କାଠ ଚୋରାଚାଲାଣ ବେଳେ ଚଢ଼ାଉ : କାଠ ସହ ବୋଲେରୋ ପିକ୍‌ଅପ୍ ଜବତ, ଚାଳକ ଫେରାର

November 15, 2026
ଅର୍ଣ୍ଣବ ବାତ୍ୟାରେ ଧ୍ୱଂସ ହୋଇଛି ଜଳସେଚନ ବ୍ୟବସ୍ଥା, ଚିନ୍ତାରେ ଇନ୍ଦ୍ରଗଡ଼ର ଚାଷୀ,: ତୁରନ୍ତ ସମାଧାନ ପାଇଁ ଦାବୀ

ଅର୍ଣ୍ଣବ ବାତ୍ୟାରେ ଧ୍ୱଂସ ହୋଇଛି ଜଳସେଚନ ବ୍ୟବସ୍ଥା, ଚିନ୍ତାରେ ଇନ୍ଦ୍ରଗଡ଼ର ଚାଷୀ,: ତୁରନ୍ତ ସମାଧାନ ପାଇଁ ଦାବୀ

November 15, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ବାଲିଗୁଡ଼ାରେ ଧୁମ୍‌ଧାମରେ ପାଳିତ ହେଲା ଶିଶୁ ଦିବସ

ବାଲିଗୁଡ଼ାରେ ଧୁମ୍‌ଧାମରେ ପାଳିତ ହେଲା ଶିଶୁ ଦିବସ

November 15, 2026
ଅନାଗୁଲକୁ ଗଡ଼ିଲା ‘ମୋ ବସ୍’ : ଅଞ୍ଚଳର ପରିବହନ ବ୍ୟବସ୍ଥାରେ ଯୋଡ଼ିହେଲା ନୂଆ ଅଧ୍ୟାୟ

ଅନାଗୁଲକୁ ଗଡ଼ିଲା ‘ମୋ ବସ୍’ : ଅଞ୍ଚଳର ପରିବହନ ବ୍ୟବସ୍ଥାରେ ଯୋଡ଼ିହେଲା ନୂଆ ଅଧ୍ୟାୟ

November 15, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version