ପୁରୀ (ଓଡିଶା ତାଜା ନ୍ୟୁଜ ) ନି.ପ୍ର :- ସ୍ୱର୍ଗତ ଗୌରମଣି ଗୁରୁଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକ ବାଲିସାହି ହିଂଜଳ ଜାଗା ଠାରେ ପାଳିତ ହୋଇଯାଇଛି । ଅନୁଷ୍ଠିତ ଶ୍ରଦ୍ଧାଞ୍ଜଳି ସଭାରେ ବିଶିଷ୍ଟ ସଙ୍ଗୀତ ନିର୍ଦ୍ଦେଶକ ତଥା କଣ୍ଠଶିଳ୍ପୀ କାର୍ତ୍ତିକ ଚ଼ନ୍ଦ୍ର ସାହୁ ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଭଜନ ସମାରୋହ ଆୟୋଜନ ହୋଇଥିଲା । ଏଥିରେ ପୁରୀର ନାମିଦାମୀ କଣ୍ଠଶିଳ୍ପୀ ପ୍ରକାଶିନୀ ସାହୁ,
















