ଭୁବନେଶ୍ୱର (ଓଡିଶା ତାଜା ନ୍ୟୁଜ ) ନି.ପ୍ର :- ଆସୋସିଏସନ୍ ଅଫ୍ ଇଣ୍ଡିଆନ୍ ମ୍ୟାନେଜମେଣ୍ଟ ସ୍କୁଲ୍ସ (AIMS) ଓଡ଼ିଶା ଚାପ୍ଟର ଏବଂ ସୃଷ୍ଟି ଏକାଡେମୀ ଅଫ୍ ମ୍ୟାନେଜମେଣ୍ଟ ଆଣ୍ଡ ଟେକ୍ନୋଲୋଜି (ଅଟୋନୋମସ୍), ଭୁବନେଶ୍ୱରର ମିଳିତ ଆନୁକୂଲ୍ୟରେ ଏବଂ Protiviti Indiaର ସହଯୋଗରେ “AI for Academia & Research and Enterprise Risk Management” ବିଷୟବସ୍ତୁ ଉପରେ ଏକ ଦିନିଆ ଫ୍ୟାକଲ୍ଟି ଡେଭଲପମେଣ୍ଟ ପ୍ରୋଗ୍ରାମ୍ (FDP) ଆୟୋଜିତ ହୋଇଯାଇଛି ।

© 2023 Odisha Taza News.