ଚିଲିକା (ଓଡିଶା ତାଜା ନ୍ୟୁଜ ) ନି.ପ୍ର :- ଶ୍ରୀଶ୍ରୀଠାକୁର ଅନୁକୁଳଚନ୍ଦ୍ରଙ୍କର ପୂଣ୍ୟ ୧୩୯ତମ ଜନ୍ମ ଦିବସ ବାଣପୁର ସତ୍ତସଙ୍ଗ ବିହାର ଠାରେ ପରମ ପ୍ରେମମୟଙ୍କର ସତସଙ୍ଗ ଅନୁଷ୍ଠିତ ହୋଇ ଯାଇଛି । ଏହି ଉପଲକ୍ଷେ ଭାଦ୍ରବ ସତସଙ୍ଗ ପରିକ୍ରମାର ଉଜ୍ଜପନୀ ଦିବସରେ ବହୁ ଭକ୍ତଙ୍କର ସମାଗମ ଦେଖିବାକୁ ମିଳିଥିଲା । ପ୍ରାୟ ଏକ ମାସ ଧରି ବହୁ ସଂଖ୍ୟାରେ ଭକ୍ତମାନେ ଯୋଗ ଦେଇ ନିଜେ ଧନ୍ୟ ହେବା ସହ ପ୍ରତି ପ୍ରତ୍ୟେକଙ୍କୁ ଧନ୍ୟ କରିଛନ୍ତି ଏହି ସତସଙ୍ଗରେ ।















