ବାଲିପାଟଣା (ଓଡିଶା ତାଜା ନ୍ୟୁଜ ) ନି. ପ୍ର :- ଜୀବନକୁ ଆନନ୍ଦମୟ କରିବା ପାଇଁ ପରମ ପବିତ୍ର ଭଗବତ ଗୀତାରେ ପଥ ପ୍ରଦର୍ଶନ କରାଯାଇଛି। ଗୀତାର ଉଚ୍ଚାରଣ ଦ୍ୱାରା ମନୁଷ୍ୟର ପ୍ରତ୍ୟେକ ଆଚରଣରେ ପରିବର୍ତନ ହୁଏ। ଆଜି ବଲିପାଟଣା ବ୍ଲକ ସ୍ତରୀୟ ଗୀତା ଆବୃତ୍ତି ପ୍ରତିଯୋଗିତା ପରେ ଛାତ୍ର ଛାତ୍ରୀଙ୍କୁ ପୁରସ୍କାର ପ୍ରଦାନ କରି ବକ୍ତାମାନେ ଏହି ମତ ପ୍ରଦାନ କରିଛନ୍ତି ।















