ବାଲିଗୁଡା (ଓଡିଶା ତାଜା ନ୍ୟୁଜ ) ନି. ପ୍ର :- କନ୍ଧମାଳ ଜିଲ୍ଲାର ଅନେକ ଗରିବ ଓ ଅସହାୟ ଲୋକେ ଭତ୍ତା ନ ପାଇ ଏବେ ଯନ୍ତ୍ରଣା ଦାୟକ ଜୀବନ ଜିଉଁଛନ୍ତି । ଆଉ ଯେଉଁ ମାନେ ଭତ୍ତା ଟଙ୍କା ଉପରେ ନିର୍ଭର କରି ପେଟ ପୋଷନ୍ତି, ସେହିମାନେ ଏବେ ଭତ୍ତା ନ ପାଇ ଅଧୂକ କଲବଲ ହେବାରେ ଲାଗିଛନ୍ତି । ଏମିତି ଜଣେ ବୃଦ୍ଧ ହିତାଧୁକାରୀ ଥିଲେ , ଯାହାଙ୍କୁ କି ଦୀର୍ଘ ୧ ବର୍ଷ ହେଲାଣି ଭତ୍ତା ଟଙ୍କାରୁ ପାଇବାରୁ ବଞ୍ଚିତ ହୋଇ ରହିଥିଲେ । ସେ ହେଉଛନ୍ତି ବାଲିଗୁଡା ବ୍ଲକ ସୁଡ୍ରା ପଞ୍ଚାୟତ ଗଟାଙ୍ଗି ଗ୍ରାମର ଶିକ୍ତ ଦିଗାଳ l















