• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

 ପଟ୍ଟାମୁଣ୍ଡାଇରେ ବରାହ ସାମଲଙ୍କ ଜୟନ୍ତୀ ପାଳନ ପାଇଁ ପ୍ରସ୍ତୁତି 

Proprietor Abhimanyu Maharana by Proprietor Abhimanyu Maharana
June 14, 2026
in ଓଡ଼ିଶା, କେନ୍ଦ୍ରାପଡା, ଖୋର୍ଦ୍ଧା, ହୋମ୍
0
 Pattamundai set to host Birth Anniversary of Baraha Samal 
Share on FacebookShare on TwitterWhatsapp

ପଟ୍ଟାମୁଣ୍ଡାଇ (ଓଡିଶା ତାଜା ନ୍ୟୁଜ ) (ନି. ପ୍ର) ଭୁବନେଶ୍ୱର :- ବିଶିଷ୍ଟ ସମାଜସେବୀ ବରାହ ଚରଣ ସାମଲଙ୍କର ୮୦ତମ ଜନ୍ମବାର୍ଷିକୀ ପାଳନ ପାଇଁ ପଟ୍ଟାମୁଣ୍ଡାଇଠାରେ ଏବେ ବ୍ୟାପକ ପ୍ରସ୍ତୁତି ଚାଲିଥିବା ଜଣାଯାଇଛି। ‘କାହ୍ନୁ ବାବୁ’ ନାମରେ ଲୋକପ୍ରିୟ ଶ୍ରୀ ସାମଲ ୧୯୪୬ ମସିହା ଜୁନ୍ ୧୭ ତାରିଖ ଦିନ ଓଡ଼ିଶାର କେନ୍ଦ୍ରାପଡ଼ା ଜିଲ୍ଲା ଅନ୍ତର୍ଗତ ପଟ୍ଟାମୁଣ୍ଡାଇ ବ୍ଲକର ମଣ୍ଡପଡ଼ା ଗ୍ରାମରେ ଜନ୍ମଗ୍ରହଣ କରିଥିଲେ ।

ଆସନ୍ତା ୧୭ ତାରିଖ ସନ୍ଧ୍ୟା ୭ଟା ସମୟରେ ତାଙ୍କର ପବିତ୍ର ଜନ୍ମୋତ୍ସବ ପାଳନ ପାଇଁ ଶ୍ରୀ ସାମଲଙ୍କ ମଣ୍ଡପଡ଼ାସ୍ଥିତ ପୈତୃକ ବାସଭବନ ‘ସାମଲ ଭବନ’ଠାରେ ତାଙ୍କର ଶତାଧିକ ପରିବାରବର୍ଗ, ପରିଜନ, ବନ୍ଧୁବାନ୍ଧବ ଏବଂ ଶୁଭେଚ୍ଛୁ ଏକଜୁଟ ହେବାକୁ ଯାଉଥିବାର ସୂଚନା ମିଳିଛି । ଜଣେ ଉଚ୍ଚକୋଟୀର ଉତ୍ସର୍ଗୀକୃତ ବଦାନ୍ୟ ବ୍ୟକ୍ତି ଭାବରେ ବେଶ ଜଣାଶୁଣା କାହ୍ନୁ ବାବୁ ପଟ୍ଟାମୁଣ୍ଡାଇ ଇଲାକାରେ ଗରିବ ଓ ଅସହାୟ ଜନସାଧାରଣଙ୍କ ସହାୟତା ଦିଗରେ ସଦାସର୍ବଦା ସମର୍ପିତ ପ୍ରୟାସ କରିଆସୁଛନ୍ତି ।

ପଟ୍ଟାମୁଣ୍ଡାଇ, ଆଳି ଓ ରାଜନଗର ଆଦି ବ୍ଲକରେ ତାଙ୍କରି ଉଦ୍ୟମରେ ବହୁ ଦାତବ୍ୟ ସଂସ୍ଥାନ, ଆଧ୍ୟାତ୍ମିକ ସଙ୍ଗଠନ ଏବଂ ଶିକ୍ଷା ଅନୁଷ୍ଠାନ ସ୍ଥାପନ କରାଯାଇପାରିଛି। କସଣଅଣ୍ଟା ପଞ୍ଚାୟତ ହାଇସ୍କୁଲ ଏବଂ ମଣ୍ଡପଡ଼ା ଭଜନେଶ୍ୱର ହାଇସ୍କୁଲର ଶ୍ରୀ ସାମଲ ପ୍ରତିଷ୍ଠାତା ସଦସ୍ୟ ଅଛନ୍ତି। ମଣ୍ଡପଡ଼ା ଗ୍ରାମ ସମିତିର ସଭାପତି, ଆଳିସ୍ଥିତ ମାଳପାଟଣା ଶ୍ରୀ ଅଭିରାମ ଆଶ୍ରମର ମୁଖ୍ୟ ଉପଦେଷ୍ଟା ଏବଂ ସରୋଜିନୀ ସାମଲ ସ୍ମୃତି ସଂସଦର ଉପଦେଷ୍ଟା ଭାବରେ କାହ୍ନୁ ବାବୁ ନିଜ ଇଲାକାରେ ସାମାଜିକ ଓ ସାଂସ୍କୃତିକ ବିକାଶ ଦିଗରେ ଉଲ୍ଲେଖନୀୟ ଯୋଗଦାନ ଦେଇଆସୁଛନ୍ତି ।

୨୦୨୩ ମସିହାରେ ଶିକ୍ଷା କ୍ଷେତ୍ରରେ ବିଶେଷ ଅବଦାନ ପାଇଁ ଓଡ଼ିଶା ମାଧ୍ୟମିକ ଶିକ୍ଷକ ସଂଘ ତରଫରୁ ଶ୍ରୀ ସାମଲଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା। ବହୁ ସୁଗୁଣ ସମ୍ପନ୍ନ ନିଆରା ମଣିଷ ଭାବରେ ପରିଚିତ କାହ୍ନୁ ବାବୁ ଏକାଧାରରେ ଜଣେ ଧର୍ମପରାୟଣ, ସଂସ୍କୃତି ସମ୍ପନ୍ନ, ଆଧ୍ୟାତ୍ମିକବାଦୀ, ଦୟାଳୁ, ପରୋପକାରୀ, ମିଷ୍ଟଭାଷୀ, ସମୟାନୁବର୍ତ୍ତୀ, କର୍ମଠ, କଷ୍ଟସହିଷ୍ଣୁ, ସ୍ପଷ୍ଟବାଦୀ, ଦାୟିତ୍ୱବାନ, ଶୃଙ୍ଖଳିତ, ନିର୍ଭରଯୋଗ୍ୟ, ସଚ୍ଚୋଟ ଏବଂ ମେଳାପୀ ବ୍ୟକ୍ତି ଭାବରେ ବେଶ୍ ସୁନାମ ଅର୍ଜନ କରିଛନ୍ତି । ସ୍ୱର୍ଗତଃ ଭଗବାନ ସାମଲ ଏବଂ ସ୍ୱର୍ଗତଃ ରାସେଶ୍ୱରୀ ସାମଲଙ୍କ ଔରସରୁ ବରାହ ଚରଣ ସାମଲ ଜନ୍ମଲାଭ କରିଥିଲେ ।

ମଣ୍ଡପଡ଼ା ଗ୍ରାମସ୍ଥିତ ସାହୁସାହିର ସ୍ୱର୍ଗତଃ ସରୋଜିନୀ ସାମଲଙ୍କୁ ସେ ବିବାହ କରିଥିଲେ। ଶ୍ରୀ ସାମଲଙ୍କର ପାଞ୍ଚ ଝିଅ ଯଥା:- ଶର୍ମିଷ୍ଠା ସାମଲ, ରୂପଶ୍ରୀ ସାମଲ, ସମର୍ପିତା ସାମଲ, ଶ୍ରଦ୍ଧାଞ୍ଜଳି ସାମଲ ଓ ଲୋପାମୁଦ୍ରା ସାମଲ ତଥା ଏକମାତ୍ର ପୁତ୍ର ସଂଗ୍ରାମ ସାମଲ ଅଟନ୍ତି। ନିଜର ମହାନ ପିତାଙ୍କ ଦ୍ୱାରା ପ୍ରୋତ୍ସାହିତ ଓ ଅନୁପ୍ରାଣିତ ହୋଇ ନୂଆଦିଲ୍ଲୀଠାରେ ଅବସ୍ଥାପିତ ଯୁବ ଶିଳ୍ପୋଦ୍ୟୋଗୀ ସଂଗ୍ରାମ ସାମଲ ସମାଜସେବା କ୍ଷେତ୍ରରେ ଖୁବ୍ ରୁଚି ରଖୁଥିବା ଦେଖାଯାଉଛି। ସଂଗ୍ରାମ ଏବେ ‘ୱାର୍ଲଡ ଓଡ଼ିଶା ସୋସାଇଟି’ର ନୂଆଦିଲ୍ଲୀ ଏବଂ ଜାତୀୟ ରାଜଧାନୀ କ୍ଷେତ୍ର ଶାଖାର ଯୁଗ୍ମ ସାଧାରଣ ସମ୍ପାଦକ ଭାବରେ ଦାୟିତ୍ୱ ନିର୍ବାହ କରୁଛନ୍ତି ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ଖୋର୍ଦ୍ଧାରୋଡ ମଣ୍ଡଳରେ ସମୂହ ଅବସର କାଳୀନ ସମ୍ବର୍ଦ୍ଧନାସଭା

ଖୋର୍ଦ୍ଧାରୋଡ ମଣ୍ଡଳରେ ସମୂହ ଅବସର କାଳୀନ ସମ୍ବର୍ଦ୍ଧନାସଭା

August 1, 2026
ଏକ୍ଜିମ ବ୍ୟାଙ୍କ ଭୁବନେଶ୍ୱରରେ ଆଞ୍ଚଳିକ କାର୍ଯ୍ୟାଳୟ ସ୍ଥାପନ କରିବ, ଓଡ଼ିଶାର ରପ୍ତାନିକାରୀଙ୍କ ସହିତ ନିଜର ନିୟୋଜନତାକୁ ଗଭୀର କରିବ

Exim Bank to Set Up Regional Office in Bhubaneswar, to Deepen its Engagement with Odisha’s Exporters

ସୂଚନା ବିଭାଗର ନିକ୍ଷେପକଙ୍କୁ ଅବସର ସମ୍ବର୍ଦ୍ଧନା

ସୂଚନା ବିଭାଗର ନିକ୍ଷେପକଙ୍କୁ ଅବସର ସମ୍ବର୍ଦ୍ଧନା

August 1, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ଖୋର୍ଦ୍ଧାରୋଡ ମଣ୍ଡଳରେ ସମୂହ ଅବସର କାଳୀନ ସମ୍ବର୍ଦ୍ଧନାସଭା

ଖୋର୍ଦ୍ଧାରୋଡ ମଣ୍ଡଳରେ ସମୂହ ଅବସର କାଳୀନ ସମ୍ବର୍ଦ୍ଧନାସଭା

August 1, 2026
ଏକ୍ଜିମ ବ୍ୟାଙ୍କ ଭୁବନେଶ୍ୱରରେ ଆଞ୍ଚଳିକ କାର୍ଯ୍ୟାଳୟ ସ୍ଥାପନ କରିବ, ଓଡ଼ିଶାର ରପ୍ତାନିକାରୀଙ୍କ ସହିତ ନିଜର ନିୟୋଜନତାକୁ ଗଭୀର କରିବ

Exim Bank to Set Up Regional Office in Bhubaneswar, to Deepen its Engagement with Odisha’s Exporters

August 1, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version