• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ରକ୍ତାକ୍ତ ହେଲା ବରଗଡ଼ ଏକାମ୍ର ଛକ : ଦୁଇ ଖଣ୍ଡ ହେଲା ବାଇକ୍, ଜୀବନ ବଞ୍ଚାଇବାକୁ ସଂକଳ୍ପ ପରିବାରର ଆପ୍ରାଣ ଚେଷ୍ଟା 

Proprietor Abhimanyu Maharana by Proprietor Abhimanyu Maharana
June 6, 2026
in ଓଡ଼ିଶା, ଖୋର୍ଦ୍ଧା, ମହାନଗର, ହୋମ୍
0
ରକ୍ତାକ୍ତ ହେଲା ବରଗଡ଼ ଏକାମ୍ର ଛକ : ଦୁଇ ଖଣ୍ଡ ହେଲା ବାଇକ୍, ଜୀବନ ବଞ୍ଚାଇବାକୁ ସଂକଳ୍ପ ପରିବାରର ଆପ୍ରାଣ ଚେଷ୍ଟା 
Share on FacebookShare on TwitterWhatsapp

ବରଗଡ଼ (ଓଡିଶା ତାଜା ନ୍ୟୁଜ) ନି. ପ୍ର :- ​ବିଳମ୍ବିତ ରାତି ପ୍ରାୟ ୧୨ଟା ସମୟ । ସାରା ସହର ଯେତେବେଳେ ଶୋଇପଡ଼ିଥିଲା, ସେତିକିବେଳେ ବରଗଡ଼ ଏକାମ୍ର ଚୌକ ନିକଟରେ ଘଟିଗଲା ଏକ ମର୍ମନ୍ତୁଦ ଓ ଦୁଃଖଦ ସଡ଼କ ଦୁର୍ଘଟଣା । ଏକ କଳା ରଙ୍ଗର ନୂଆ ପଲସର ବାଇକ୍‌ ଦୁର୍ଘଟଣାର ଶିକାର ହୋଇ ଡିଭାଇଡ଼ରରେ ଏତେ ଜୋରରେ ପିଟିହେଲା ଯେ ଗାଡ଼ିଟି ଦୁଇ ଖଣ୍ଡ ହୋଇଯାଇଥିଲା । ବାଇକ୍‌ରେ ଥିବା ଦୁଇଜଣ ଯୁବକ ରକ୍ତ ଜୁଡୁବୁଡୁ ଅବସ୍ଥାରେ, ଅତି ଗୁରୁତର ଭାବେ ରାସ୍ତା ଉପରେ ଛଟପଟ ହେଉଥିଲେ ।

​ରାତି ପ୍ରାୟ ୧୨ଟାରେ ସଂକଳ୍ପ ପରିବାର ପାଖକୁ ଏକ ଅଜଣା ନମ୍ବରରୁ ଏହି ଦୁର୍ଘଟଣାର ଖବର ଆସିଥିଲା । ଖବର ପାଇବା ମାତ୍ରେ ସମୟ ନଷ୍ଟ ନକରି ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲେ ଆମ ପରିବାରର ସଭାପତି ବିକାଶ ଅଗ୍ରୱାଲ, ସଦସ୍ୟ ଚିନ୍ମୟ ପାଣ୍ଡେ ଏବଂ ସଂଯୋଜକ ନିଲେଶ ପ୍ରଧାନ । ​ସେଠାରେ ବରଗଡ଼ ଟାଉନ ପୋଲିସର ପ୍ରତ୍ୟକ୍ଷ ସହାୟତାରେ ସେହି ଦୁଇ ମୁମୂର୍ଷୁ ଯୁବକଙ୍କୁ ଉଦ୍ଧାର କରାଯାଇ ତୁରନ୍ତ ବରଗଡ଼ ଟାଉନ ଭିତରେ ଥିବା ସି.ଏଚ୍.ସି (CHC) ହସ୍ପିଟାଲକୁ ନିଆଯାଇଥିଲା ।

ତଦନ୍ତରୁ ଜଣାପଡ଼ିଲା ଯେ, ସେହି ଦୁଇ ଯୁବକ ବରଗଡ଼ ଜିଲ୍ଲାର ବେଲଝୁରୀ ଗାଁର ବାସିନ୍ଦା । ଖବର ପାଇ ସେମାନଙ୍କ ପରିବାରବର୍ଗ ମଧ୍ୟ ତୁରନ୍ତ ସେଠାରେ ପହଞ୍ଚିଥିଲେ । ​ସି.ଏଚ୍.ସି‌ରେ ସେହି ସମୟରେ ଡ୍ୟୁଟିରେ ଥିବା ଡାକ୍ତର ଜଣେ ଭଗବାନଙ୍କ ଦୂତ ସାଜି ନିଜ ଆଡ଼ୁ ଅତି ଆପଣାର ଭାବେ ସେହି ଗୁରୁତର ଯୁବକଦ୍ୱୟଙ୍କ ଜୀବନ ବଞ୍ଚାଇବାକୁ ଚିକିତ୍ସା ଆରମ୍ଭ କରିଦେଇଥିଲେ ଏବଂ

ମାନସିକ ସ୍ତରରେ ସମସ୍ତଙ୍କୁ ଧୈର୍ଯ୍ୟ ଓ ସାହସ ମଧ୍ୟ ଦେଉଥିଲେ । ​ଯୁବକଦ୍ୱୟଙ୍କ ଅବସ୍ଥା ଅତ୍ୟନ୍ତ ସଂକଟାପନ୍ନ ଥିବାରୁ, ପ୍ରାଥମିକ ଚିକିତ୍ସା ପରେ ତୁରନ୍ତ ଏକ ଆମ୍ବୁଲାନ୍ସ ଯୋଗେ ପରିବାରବର୍ଗଙ୍କ ସହ ସେମାନଙ୍କୁ ବୁର୍ଲା ଭୀମସାର (VIMSAR) ହସ୍ପିଟାଲକୁ ପଠାଯାଇଛି । ଆମେ ଭଗବାନଙ୍କ ନିକଟରେ ପ୍ରାର୍ଥନା କରୁଛୁ ସେମାନେ ଖୁବ୍ ଶୀଘ୍ର ସୁସ୍ଥ ହୋଇ ନିଜ ପରିବାର ପାଖକୁ ଫେରିଆସନ୍ତୁ ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ସରକାରୀ ଶିଳ୍ପ ତାଲିମ ଅନୁଷ୍ଠାନ, ଫୁଲବାଣୀ ରେ ବିଶ୍ୱ ପରିବେଶ ଦିବସରେ ପ୍ରକଳ୍ପ ପ୍ରଦର୍ଶନୀ ଆୟୋଜିତ

ସରକାରୀ ଶିଳ୍ପ ତାଲିମ ଅନୁଷ୍ଠାନ, ଫୁଲବାଣୀ ରେ ବିଶ୍ୱ ପରିବେଶ ଦିବସରେ ପ୍ରକଳ୍ପ ପ୍ରଦର୍ଶନୀ ଆୟୋଜିତ

June 6, 2026
ରକ୍ତାକ୍ତ ହେଲା ବରଗଡ଼ ଏକାମ୍ର ଛକ : ଦୁଇ ଖଣ୍ଡ ହେଲା ବାଇକ୍, ଜୀବନ ବଞ୍ଚାଇବାକୁ ସଂକଳ୍ପ ପରିବାରର ଆପ୍ରାଣ ଚେଷ୍ଟା 

ରକ୍ତାକ୍ତ ହେଲା ବରଗଡ଼ ଏକାମ୍ର ଛକ : ଦୁଇ ଖଣ୍ଡ ହେଲା ବାଇକ୍, ଜୀବନ ବଞ୍ଚାଇବାକୁ ସଂକଳ୍ପ ପରିବାରର ଆପ୍ରାଣ ଚେଷ୍ଟା 

June 6, 2026
କଙ୍ଗନା ରାନାୱତ ଏବଂ ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଭୁବନେଶ୍ୱରରେ ଅନୁଷ୍ଠିତ ‘ଭାରତ ଭାଗ୍ୟ ବିଧାତା’ ସ୍କ୍ରିନିଂରେ ସ୍ୱାସ୍ଥ୍ୟସେବା କ୍ଷେତ୍ରର ପ୍ରକୃତ ହିରୋମାନଙ୍କୁ ସମ୍ମାନିତ କଲେ

ପୁରୀ ରେଳ ଷ୍ଟେସନ ଅଞ୍ଚଳରେ ବୁଲା କୁକୁରଙ୍କୁ ଖାଦ୍ୟ ଦେଉଛନ୍ତି ଡଃ ଲାଲା ଅନନ୍ତ କୁମାର ସିଂହ

June 5, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ସରକାରୀ ଶିଳ୍ପ ତାଲିମ ଅନୁଷ୍ଠାନ, ଫୁଲବାଣୀ ରେ ବିଶ୍ୱ ପରିବେଶ ଦିବସରେ ପ୍ରକଳ୍ପ ପ୍ରଦର୍ଶନୀ ଆୟୋଜିତ

ସରକାରୀ ଶିଳ୍ପ ତାଲିମ ଅନୁଷ୍ଠାନ, ଫୁଲବାଣୀ ରେ ବିଶ୍ୱ ପରିବେଶ ଦିବସରେ ପ୍ରକଳ୍ପ ପ୍ରଦର୍ଶନୀ ଆୟୋଜିତ

June 6, 2026
ରକ୍ତାକ୍ତ ହେଲା ବରଗଡ଼ ଏକାମ୍ର ଛକ : ଦୁଇ ଖଣ୍ଡ ହେଲା ବାଇକ୍, ଜୀବନ ବଞ୍ଚାଇବାକୁ ସଂକଳ୍ପ ପରିବାରର ଆପ୍ରାଣ ଚେଷ୍ଟା 

ରକ୍ତାକ୍ତ ହେଲା ବରଗଡ଼ ଏକାମ୍ର ଛକ : ଦୁଇ ଖଣ୍ଡ ହେଲା ବାଇକ୍, ଜୀବନ ବଞ୍ଚାଇବାକୁ ସଂକଳ୍ପ ପରିବାରର ଆପ୍ରାଣ ଚେଷ୍ଟା 

June 6, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version