• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ଜିଲ୍ଲା ସ୍ତରୀୟ ବଂଶୀଧର ଦଳାଇ ମେମୋରିଆଲ କ୍ରିକେଟ୍

Proprietor Abhimanyu Maharana by Proprietor Abhimanyu Maharana
June 3, 2026
in ଓଡ଼ିଶା, ପୁରୀ, ହୋମ୍
0
ଜିଲ୍ଲା ସ୍ତରୀୟ ବଂଶୀଧର ଦଳାଇ ମେମୋରିଆଲ କ୍ରିକେଟ୍
Share on FacebookShare on TwitterWhatsapp

ପୁରୀ (ଓଡିଶା ତାଜା ନ୍ୟୁଜ) ନି. ପ୍ର :- ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଳକ୍ ଅନ୍ତର୍ଗତ ପାଇକ ସାହି ଖେଳ ପଡ଼ିଆରେ ଜିଲ୍ଲା ସ୍ତରୀୟ ବଂଶୀଧର ଦଳାଇ ମେମୋରିଆଲ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଆଜି ଉଦଘାଟନ ହୋଇ ଯାଇଛି । ଏହାକୁ ଆଇନଜୀବୀ ଦିଗମ୍ବର ବେହେରା ଉଦଘାଟନ କରିଥିଲେ। ଏହି ଜିଲ୍ଲା ସ୍ତରୀୟ ଟି -୨୦ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ କୃଷ୍ଣ ପ୍ରସାଦ ବ୍ଳକ୍ ର ବିଶିଷ୍ଟ ମୁରବି,ତେର ମୌଜାର ମାମଲତକାର,ପାଇକ ସାହିର ପୂର୍ବତନ ସଭାପତି ସ୍ବର୍ଗତ ବଂଶୀଧର ଦଳାଇ ଙ୍କ ପୁଣ୍ୟ ସ୍ମୃତିରେ ପାଇକ ସାହିର ଉତ୍ସାହୀ ଯୁବ କ୍ରିକେଟ ପ୍ରେମୀମାନଙ୍କ ଦ୍ୱାରା ଗଠିତ ତ୍ରିନାଥ ଦେବ କ୍ରିକେଟ୍ କ୍ଳବ୍ ଦ୍ୱାରା ଖୁବ୍ ଆଗ୍ରହ, ଶ୍ରଦ୍ଧା, ସମ୍ମାନ ତଥା ଉତ୍ସାହର ସହିତ ଆରମ୍ଭ ହୋଇଛି ।

ଏଥିରେ ଜିଲ୍ଲାର ମୋଟ ୧୬ ଗୋଟି କ୍ରିକେଟ୍ ଦଳ ଅଂଶଗ୍ରହଣ କରୁଛନ୍ତି । ଆଜି ଟସ୍ ଜିତି କାଜି ଭୋଇସାହି ଦଳ ପ୍ରଥମେ ବ୍ୟାଟିଂ କରିଥିଲେ ଏବଂ ମିର୍ଜାପୁର ଟିମ୍ ବୋଲିଂ କରିଥିଲେ। କ୍ରିକେଟ୍ ଶୃଙ୍ଖଳା, ଭାଇଚାରା ଓ ସଂହତିର ଖେଳ । ଗ୍ରାମାଞ୍ଚଳରେ ଯୁବଶକ୍ତି କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଜରିଆରେ ନିଜ ନିଜ ମଧ୍ୟରେ ପ୍ରତିଭା ପ୍ରଦର୍ଶନ ସହିତ ଆଞ୍ଚଳିକ ଶାନ୍ତି, ସ୍ଥିରତା ତଥା ଭାଇଚାରା ଭାବ ସୃଷ୍ଟି କରୁଥିବା ଖୁବ୍ ଆଶ୍ୱାସନାର ବିଷୟ । ଗ୍ରାମାଞ୍ଚଳରେ ଜନ୍ମ ଗ୍ରହଣ କରି ଅନେକ ପ୍ରଚଣ୍ଡ ପ୍ରତିଭାଧର ବ୍ୟକ୍ତି ବିଶେଷ ବିସ୍ମୃତ ହୋଇ ଯାଉଥିବା ସମୟରେ ଆଜିର ଯୁବପିଢି ସେମାନଙ୍କୁ ଶ୍ରଦ୍ଧା ସମ୍ମାନ ଜଣାଇ ତାଙ୍କ ସ୍ମୃତିକୁ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଜରିଆରେ ଵଞ୍ଚାଇ ରଖିବାକୁ ଉଦ୍ୟମ କରିବା ବର୍ତ୍ତମାନର ଅବକ୍ଷୟିଷ୍ନୁ ସମାଜ ପାଇଁ ଏକ ସକାରାତ୍ମକ ବାର୍ତ୍ତା ।

ଏଥିପାଇଁ ଆୟୋଜକ ମଣ୍ଡଳୀଙ୍କୁ ସର୍ବସାଧାରଣ ରେ ପ୍ରଶଂସା କରାଯାଉଛି।ଏହି ଉଦଘାଟନ ସମାରୋହ ଅବସରରେ ସ୍ୱର୍ଗତ ବଂଶୀଧର ଦଳାଇ ଙ୍କ ଜ୍ୟେଷ୍ଠ ପୁତ୍ର ସମାଜସେବୀ ରଞ୍ଜନ କୁମାର ଦଳାଇ,ମନୋଜ କୁମାର ଦଳାଇ,ପାଇକ ସାହି ଗ୍ରାମ ମୁରଵି ବୁଧିନାଥ ଦଳାଇ, ରାମଚନ୍ଦ୍ର ଦଳାଇ, ପାଇକ ସାହି ସଭାପତି ହରିହର ଦଳାଇ ପ୍ରମୁଖ ଉପସ୍ଥିତ ଥିଲେ।ଅମ୍ପେଆର ଆଲୋକ କୁମାର ଦଳାଇ ଏବଂ ତଜମୁଲ ମହମ୍ମଦ ଖେଳ ପରିଚାଳନା କରିଥିଲେ । ସ୍କୋର ବୋର୍ଡ଼ ଦାୟିତ୍ଵରେ ଥିଲେ ବାପୁନୀ ସାହୁ,ସୋମେଶ ଦଳାଇ ଓ କମେଣ୍ଟେଟର ଭାବେ ସିକନ୍ଦର ମହମ୍ମଦ ଯୋଗଦାନ କରିଥିଲେ ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ବ୍ରହ୍ମଗିରି ଗ୍ରାମ ନ୍ୟାୟାଳୟର ପଞ୍ଚମ ପ୍ରତିଷ୍ଠା ଦିବସ ଅନୁଷ୍ଠିତ

ବ୍ରହ୍ମଗିରି ଗ୍ରାମ ନ୍ୟାୟାଳୟର ପଞ୍ଚମ ପ୍ରତିଷ୍ଠା ଦିବସ ଅନୁଷ୍ଠିତ

June 8, 2026
କୁମ୍ଭାରପଡ଼ାରେ ମହାଶୈବ୍ୟ ଯଜ୍ଞ ମହୋତ୍ସବ

କୁମ୍ଭାରପଡ଼ାରେ ମହାଶୈବ୍ୟ ଯଜ୍ଞ ମହୋତ୍ସବ

June 8, 2026
ରଣପୁରରେ ସ୍ୱତନ୍ତ୍ର ସଘନ ସଂଶୋଧନ (SIR) କାର୍ଯ୍ୟକ୍ରମକୁ ମିଳିଲା ଜନପ୍ରତିନିଧି ଓ ବୁଦ୍ଧିଜୀବୀଙ୍କ ସମର୍ଥନ

ରଣପୁରରେ ସ୍ୱତନ୍ତ୍ର ସଘନ ସଂଶୋଧନ (SIR) କାର୍ଯ୍ୟକ୍ରମକୁ ମିଳିଲା ଜନପ୍ରତିନିଧି ଓ ବୁଦ୍ଧିଜୀବୀଙ୍କ ସମର୍ଥନ

June 8, 2026
ଯୁବ ସମାଜସେବୀ ମୁକେଶଙ୍କ ସାଇକେଲ ଯାତ୍ରା

ଯୁବ ସମାଜସେବୀ ମୁକେଶଙ୍କ ସାଇକେଲ ଯାତ୍ରା

June 8, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ବ୍ରହ୍ମଗିରି ଗ୍ରାମ ନ୍ୟାୟାଳୟର ପଞ୍ଚମ ପ୍ରତିଷ୍ଠା ଦିବସ ଅନୁଷ୍ଠିତ

ବ୍ରହ୍ମଗିରି ଗ୍ରାମ ନ୍ୟାୟାଳୟର ପଞ୍ଚମ ପ୍ରତିଷ୍ଠା ଦିବସ ଅନୁଷ୍ଠିତ

June 8, 2026
କୁମ୍ଭାରପଡ଼ାରେ ମହାଶୈବ୍ୟ ଯଜ୍ଞ ମହୋତ୍ସବ

କୁମ୍ଭାରପଡ଼ାରେ ମହାଶୈବ୍ୟ ଯଜ୍ଞ ମହୋତ୍ସବ

June 8, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version