• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ଡାଲମିଆ ଭାରତ ଫାଉଣ୍ଡେସନ୍‌ ପକ୍ଷରୁ ‘ଗ୍ରାମ ପରିବର୍ତ୍ତନ’ ପ୍ରକଳ୍ପ ଅଧୀନରେ କଟକର ଚାଷୀଙ୍କୁ ଜଳସେଚନ ଓ କୃଷି ସରଞ୍ଜାମ ପ୍ରଦାନ

Proprietor Abhimanyu Maharana by Proprietor Abhimanyu Maharana
May 29, 2026
in ଓଡ଼ିଶା, କଟକ, ବାଣିଜ୍ୟ, ମହାନଗର, ହୋମ୍
0
ଡାଲମିଆ ଭାରତ ଫାଉଣ୍ଡେସନ୍‌ ପକ୍ଷରୁ ‘ଗ୍ରାମ ପରିବର୍ତ୍ତନ’ ପ୍ରକଳ୍ପ ଅଧୀନରେ କଟକର  ଚାଷୀଙ୍କୁ ଜଳସେଚନ ଓ କୃଷି ସରଞ୍ଜାମ ପ୍ରଦାନ
Share on FacebookShare on TwitterWhatsapp

​କଟକ (ଓଡିଶା ତାଜା ନ୍ୟୁଜ) ନି. ପ୍ର :- ଗ୍ରାମୀଣ ସମୃଦ୍ଧି ଏବଂ ସ୍ଥାୟୀ କୃଷି ପ୍ରତି ନିଜର ପ୍ରତିବଦ୍ଧତାକୁ ସୁଦୃଢ଼ କରି, ଡାଲମିଆ ଭାରତ ଲିମିଟେଡ୍‌ର ସି.ଏସ.ଆର. ଶାଖା ‘ଡାଲମିଆ ଭାରତ ଫାଉଣ୍ଡେସନ୍‌’ ପକ୍ଷରୁ ତୃଣମୂଳ ସ୍ତରରେ କୃଷିର ଆଧୁନିକୀକରଣ ତଥା ଭିତ୍ତିଭୂମି ବିକାଶ ପାଇଁ କଟକର ୨୩ ଜଣ ଚାଷୀଙ୍କୁ ଜଳସେଚନ ଓ କୃଷି ସରଞ୍ଜାମ ପ୍ରଦାନ କରାଯାଇଛି । ଏହି କାର୍ଯ୍ୟକ୍ରମର ଏକ ଅଂଶ ସ୍ୱରୂପ, ଡାଲମିଆ ଭାରତ ଫାଉଣ୍ଡେସନ୍‌ ପକ୍ଷରୁ ୧୩ ଜଣ ଚାଷୀଙ୍କୁ ବ୍ୟାଟେରୀ ଚାଳିତ ସ୍ପ୍ରେୟର୍ ଏବଂ ଧାନ ଚାଷ କରୁଥିବା ୧୦ ଜଣ ଚାଷୀଙ୍କୁ ୨ ହର୍ସପାୱାର୍ ବିଶିଷ୍ଟ ପେଟ୍ରୋଲ ଚାଳିତ ମୋଟର୍ ପମ୍ପ ବଣ୍ଟନ କରାଯାଇଛି।

ଡାଲମିଆ ଭାରତ ଫାଉଣ୍ଡେସନ୍‌ ନିଜର ‘ଗ୍ରାମ ପରିବର୍ତ୍ତନ ପ୍ରକଳ୍ପ’ ଅଧୀନରେ ୨୦୨୩ ମସିହାରୁ ଚାଷୀମାନଙ୍କୁ ୨ ହର୍ସପାୱାର୍ ପେଟ୍ରୋଲ ଚାଳିତ ମୋଟର ପମ୍ପ ଏବଂ ସ୍ପ୍ରେୟର୍ ଯୋଗାଇ ସହଯୋଗ କରିଆସୁଛି, ଯାହାଦ୍ୱାରା ଏପର୍ଯ୍ୟନ୍ତ ୩୪୦ ଜଣ ଚାଷୀ ଉପକୃତ ହେଲେଣି । ​ଏହି କାର୍ଯ୍ୟକ୍ରମରେ କପିଳାସ ସିମେଣ୍ଟ ୱାର୍କସ୍‌ ୟୁନିଟ୍ ମୁଖ୍ୟ ଶ୍ରୀ ଦେବୀ ପ୍ରସାଦ ଦାସ ଏବଂ ପ୍ରଯୁକ୍ତି ବିଭାଗ ମୁଖ୍ୟ ଶ୍ରୀ ଜଗଦୀଶ ବାଲା ଯୋଗ ଦେବା ସହ ସ୍ଥାନୀୟ ସରପଞ୍ଚ, ଗ୍ରାମ୍ୟ ନେତୃବୃନ୍ଦ ଓ ଚାଷୀମାନଙ୍କୁ ଦୀର୍ଘକାଳୀନ ସମୃଦ୍ଧି ପାଇଁ ଉନ୍ନତ କୃଷି ପ୍ରଣାଳୀ ଗ୍ରହଣ କରିବା ପାଇଁ ପ୍ରୋତ୍ସାହିତ କରିଥିଲେ ।

କପିଳାସ ସିମେଣ୍ଟ ୱାର୍କସର ୟୁନିଟ୍ ମୁଖ୍ୟ ଶ୍ରୀ ଦେବୀ ପ୍ରସାଦ ଦାସ ଏହି ପ୍ରସଙ୍ଗରେ କହିଛନ୍ତି, ହଜାର ହଜାର ଗ୍ରାମୀଣ ପରିବାର ପାଇଁ କୃଷି ହେଉଛି ଆର୍ଥିକ ମେରୁଦଣ୍ଡ, କିନ୍ତୁ ମୌଳିକ ଭିତ୍ତିଭୂମିର ଅଭାବ ଯୋଗୁଁ ଅନେକ ଚାଷୀ ପାରମ୍ପରିକ ଚାଷ ମଧ୍ୟରେ ସୀମିତ ରହିଯାଉଛନ୍ତି । ଏଣୁ କୃଷି ସରଞ୍ଜାମ ପ୍ରଦାନ ମାଧ୍ୟମରେ ଏହା, କୃଷି କାର୍ଯ୍ୟକୁ ଅଧିକ ଦକ୍ଷ କରିବା ଏବଂ ତୃଣମୂଳ ସ୍ତରରେ ସ୍ଥାୟୀ ତଥା ଅଧିକ ଉତ୍ପାଦନକ୍ଷମ କୃଷି ପ୍ରଣାଳୀକୁ ସୁଦୃଢ଼ କରିବା ପାଇଁ ଆମର ଏକ ସୁଚିନ୍ତିତ ପ୍ରୟାସ ।

ଗ୍ରାମୀଣ ଅଞ୍ଚଳର ସାମଗ୍ରିକ ବିକାଶ ପାଇଁ ଆରମ୍ଭ ହୋଇଥିବା ଗ୍ରାମ ପରିବର୍ତ୍ତନ ପ୍ରକଳ୍ପ ମୁଖ୍ୟତଃ କୃଷି, ଜଳ ସଂରକ୍ଷଣ, ଦକ୍ଷତା ବିକାଶ, ଉଦ୍ୟାନ କୃଷି, ପଶୁପାଳନ ଏବଂ କ୍ଷୁଦ୍ର ଉଦ୍ୟୋଗ ଭଳି କ୍ଷେତ୍ରଗୁଡିକ ଉପରେ ଅଧିକ ଗୁରୁତ୍ୱାରୋପ କରିଥାଏ । ଆତ୍ମନିର୍ଭରଶୀଳ ଗ୍ରାମ ଗଠନକୁ ପ୍ରୋତ୍ସାହିତ କରି, ଏହି ପ୍ରକଳ୍ପ ଗ୍ରାମୀଣ ଭାରତରେ ଜୀବିକା ନିର୍ବାହକୁ ସୁଦୃଢ଼ କରିବା ସହ ଦୀର୍ଘକାଳୀନ ସାମୁଦାୟିକ ବିକାଶ ଧାରାକୁ ଆଗକୁ ବଢ଼ାଇବାର ଚେଷ୍ଟା ଜାରି ରଖିଛି ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ଥମୁନି ଦାଦନ ଦୁଃଖ : ଶବ ହୋଇ ଫେରିଲେ ବରୁଣ

ଥମୁନି ଦାଦନ ଦୁଃଖ : ଶବ ହୋଇ ଫେରିଲେ ବରୁଣ

May 29, 2026
ଉପାନ୍ତ ଅଞ୍ଚଳକୁ ଗଡ଼ିଲା ମୁଖ୍ୟମନ୍ତ୍ରୀ ବସ୍ ସେବା, ଭାପୁର,କଳାପଥର,ଖଣ୍ଡପଡ଼ା ଜନସାଧାରଙ୍କ ଗମନାଗମନ ହେବ ସୁବିଧା

ଉପାନ୍ତ ଅଞ୍ଚଳକୁ ଗଡ଼ିଲା ମୁଖ୍ୟମନ୍ତ୍ରୀ ବସ୍ ସେବା, ଭାପୁର,କଳାପଥର,ଖଣ୍ଡପଡ଼ା ଜନସାଧାରଙ୍କ ଗମନାଗମନ ହେବ ସୁବିଧା

May 29, 2026
ଫତେଗଡ ଥାନା ଅଞ୍ଚଳରେ ଚାଞ୍ଚଲ୍ୟ, କାଜୁ ଜଙ୍ଗଲରୁ ମିଳିଲା ନରକଙ୍କାଳ

ଫତେଗଡ ଥାନା ଅଞ୍ଚଳରେ ଚାଞ୍ଚଲ୍ୟ, କାଜୁ ଜଙ୍ଗଲରୁ ମିଳିଲା ନରକଙ୍କାଳ

May 29, 2026
ଡାଲମିଆ ଭାରତ ଫାଉଣ୍ଡେସନ୍‌ ପକ୍ଷରୁ ‘ଗ୍ରାମ ପରିବର୍ତ୍ତନ’ ପ୍ରକଳ୍ପ ଅଧୀନରେ କଟକର  ଚାଷୀଙ୍କୁ ଜଳସେଚନ ଓ କୃଷି ସରଞ୍ଜାମ ପ୍ରଦାନ

ଡାଲମିଆ ଭାରତ ଫାଉଣ୍ଡେସନ୍‌ ପକ୍ଷରୁ ‘ଗ୍ରାମ ପରିବର୍ତ୍ତନ’ ପ୍ରକଳ୍ପ ଅଧୀନରେ କଟକର ଚାଷୀଙ୍କୁ ଜଳସେଚନ ଓ କୃଷି ସରଞ୍ଜାମ ପ୍ରଦାନ

May 29, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ଥମୁନି ଦାଦନ ଦୁଃଖ : ଶବ ହୋଇ ଫେରିଲେ ବରୁଣ

ଥମୁନି ଦାଦନ ଦୁଃଖ : ଶବ ହୋଇ ଫେରିଲେ ବରୁଣ

May 29, 2026
ଉପାନ୍ତ ଅଞ୍ଚଳକୁ ଗଡ଼ିଲା ମୁଖ୍ୟମନ୍ତ୍ରୀ ବସ୍ ସେବା, ଭାପୁର,କଳାପଥର,ଖଣ୍ଡପଡ଼ା ଜନସାଧାରଙ୍କ ଗମନାଗମନ ହେବ ସୁବିଧା

ଉପାନ୍ତ ଅଞ୍ଚଳକୁ ଗଡ଼ିଲା ମୁଖ୍ୟମନ୍ତ୍ରୀ ବସ୍ ସେବା, ଭାପୁର,କଳାପଥର,ଖଣ୍ଡପଡ଼ା ଜନସାଧାରଙ୍କ ଗମନାଗମନ ହେବ ସୁବିଧା

May 29, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version