ପୁରୀ (ଓଡିଶା ତାଜା ନ୍ୟୁଜ) ନି. ପ୍ର :- ଗୁରୁବାର ସିଂହଦ୍ଵାର ଠାରେ ଭକ୍ତଙ୍କ ପ୍ରବଳ ଗହଳି । ଗତକାଲି ବର୍ଷା ପରେ ଆଜି ପ୍ରବଳ ଖରା ଓ ଗୁଳୁଗୁଳି ଅନୁଭୂତ ହୋଇଥିଲା । ସିଂହଦ୍ଵାର ବ୍ଯାରିକେଡ ନିକଟରେ ଉଠା ଖଜା ଦୋକାନୀ ବଡ ସିଲଭର ଗାଙ୍ଗୁଲାରେ ଚୁଳିଆ ପର୍ଯ୍ୟନ୍ତ ଖଜା ରଖି ବିକ୍ରି କରୁଥିଲା। ହଠାତ ସେଠାରେ ପୌରସଂସ୍ଥାର ସ୍କ୍ବାଡ ପହଞ୍ଚି ଖଜା ଦୋକାନୀକୁ ଗାଡିରେ ବସାଇ ନେଇଗଲେ ।















