• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ଓଡ଼ିଶା ବିଭବ ପାଠକାର୍ପିତ ବିକଶିତ ଓଡ଼ିଶା ଭାଷା ଭାବନା ଆଲୋଚନାଚକ୍ର ବିନା ଉଦ୍ୟମରେ ଭାଷା ଉତଥାନ ସମ୍ଭବ ନୁହେଁ : ପଦ୍ମଶ୍ରୀ ଦେବୀ ପ୍ରସନ୍ନ ପଟ୍ଟନାୟକ

Proprietor Abhimanyu Maharana by Proprietor Abhimanyu Maharana
May 28, 2026
in ଓଡ଼ିଶା, ଖୋର୍ଦ୍ଧା, ମହାନଗର, ହୋମ୍
0
ଓଡ଼ିଶା ବିଭବ ପାଠକାର୍ପିତ ବିକଶିତ ଓଡ଼ିଶା ଭାଷା ଭାବନା ଆଲୋଚନାଚକ୍ର ବିନା ଉଦ୍ୟମରେ ଭାଷା ଉତଥାନ ସମ୍ଭବ ନୁହେଁ : ପଦ୍ମଶ୍ରୀ ଦେବୀ ପ୍ରସନ୍ନ ପଟ୍ଟନାୟକ
Share on FacebookShare on TwitterWhatsapp

ଭୁବନେଶ୍ୱର (ଓଡିଶା ତାଜା ନ୍ୟୁଜ) (ନି. ପ୍ର) ଭୁବନେଶ୍ୱର :- ଭାଷା ଭିତ୍ତିକ ସ୍ବତନ୍ତ୍ର ପତ୍ରିକା ‘ଓଡ଼ିଶା ବିଭବ’ର ପ୍ରଥମ ସଂସ୍କରଣ ପାଠକାର୍ପିତ ହୋଇଯାଇଛି l ପାଠକାର୍ପଣ ଉତ୍ସବ ଅବସରରେ ଉପସ୍ଥlତ ଅତିଥି ଓଡ଼ିଆ ଭାଷାର ବର୍ତ୍ତମାନ ସ୍ଥlତିକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି l ଓଡ଼ିଶାରେ ଓଡ଼ିଆ ଭାଷାର ବ୍ୟବହାର କମ୍ ଓ ଅନ୍ୟ ଭାଷାର ବ୍ୟବହାର ଅଧଥିକ ହେଉଛି l ମାତୃଭାଷା ପ୍ରତି ଓଡ଼ିଆଙ୍କ ଆଦର ବଢ଼ିଲେ, ଓଡ଼ିଆ ଭାଷା ଆହୁରି ସମୃଦ୍ଧ ଓ ସଶକ୍ତ ହେବ ବୋଲି ଉପସ୍ଥlତ ଅତିଥି ବୃନ୍ଦ ମତପ୍ରକାଶ କରିଛନ୍ତି l

ଏହି ଅବସସରରେ ମୁଖ୍ୟ ଅତିଥି ଭାବେ ପଦ୍ମଶ୍ରୀ ପଟ୍ଟନାୟକ ଓଡ଼ିଶାରେ ଓଡ଼ିଆ ଭାଷାର ବାସ୍ତବିକ ସ୍ଥlତିକୁ ନେଇ ଚିନ୍ତା ପ୍ରକାଶ କରିଥଲେ l ପ୍ରତ୍ୟେକ ଓଡ଼ିଆଙ୍କ ପାଟିରେ ମାତୃଭାଷାର ବ୍ୟବହାର ବଢ଼ିବା ଜରୁରୀ l ଅନ୍ୟ ଭାଷାର ବ୍ୟବହାର କିଛି ଖରାପ କଥା ନୁହେଁ କିନ୍ତୁ ମାତୃଭାଷାର ନିୟମିତ ବ୍ୟବହାର ମଧ୍ୟ ହେବମା ଜରୁରୀ l ଆମ ମାତୃଭାଷା ଆମ ଲାଗି ଅସ୍କିତା ଓ ଏହି ଅସ୍ମିତା ସଶକ୍ତ ହେଲେ ଆମ ଐତିହ୍ୟ ଆହୁରି ଗୌରବାନ୍ୟିତ ହେବ ବୋଲି ଆଶାବ୍ୟକ୍ତ କରିଥିଲେ l

ଓଡ଼ିଶା ସାହିତ୍ୟ ଏକାଡ଼େମୀ ପୁରସ୍କାରପ୍ରାପ୍ତ ତଥା କବି, ଗାଳ୍ପିକ ଓ ଲେଖକ ରକ୍ଷକ ନାୟକଙ୍କ ସଭାପତିତ୍ବରେ ଗୁରୁବାର ଭୁବନେଶ୍ବର ଜୟଦେବ ଭବନରେ ଆୟୋଜିତ ଏହି ଉତ୍ସବରେ ପଦ୍ମଶ୍ରୀ ପଟ୍ଟନାୟକ ଉଦଘାଟକ ତଥା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବାବେଳେ ଭାଷାବିତ୍ ଡକ୍ଟର ବସନ୍ତ ପଣ୍ଡା, ଲେଖଥିକା ପ୍ରଫେସର ସଂଘମିତ୍ରା ମିଶ୍ର, ଓଡ଼ିଶା ସାହିତ୍ୟ ଏକାଡ଼େମୀ ସଚିବ ଡକ୍ଟର ଚନ୍ଦ୍ରଶେଖର ହୋତା ବରିଷ୍ଠ ସାମ୍ବାଦିକ ତଥା ସମ୍ଭକାର ଓ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ଦାୟ ଧୀରେନ୍ଦ୍ର ନାଥ ଦାସ ଓ ବରିଷ୍ଠ ସାମ୍ବାଦିକ ତଥା ସ୍ତମ୍ଭକାର କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ଦାୟଦ ପ୍ରଭୁ କଲ୍ୟାଣ ମହାପାତ୍ର ପ୍ରମୁଖ ସମ୍ମାନୀତ ଅତିଥଥି ଭାବେ ଯୋଗ ଦେଇଥିଲେ l

ଆୟୋଜକ ବରିଷ୍ଠ ସାମ୍ବାଦିକ ଅଶୋକ କୁମାର ସାହୁ ସ୍ବାଗତ ଭାଷଣ ପ୍ରଦାନ କରିଥିଲେ l ଏହି ଅବସରରେ ଉପସ୍ଥlତ ସମସ୍ତ ବରେଣ୍ୟ ଅତିଥିଙ୍କ ସହ ପୂର୍ବତନ ବିଧାୟିକା ତଥା ଲେଖଥିକା ସିପ୍ରା ମଲ୍ଲିକ୍, ବିଶ୍ବ ଓଡ଼ିଆ ପରିବାର ଅଧ୍ୟକ୍ଷ ସଜ୍ଜନ ଶର୍ମା, ଓଡ଼ିଆ ଭାଷା ଲାଗି ଯୁଦ୍ଧ କରିଥିବା ପବିତ୍ର ମହାରଥା, ସାମ୍ବାଦିକ ପ୍ରଦୀପ ପଟ୍ଟନାୟକ, ଅଧ୍ୟାପକ ଦେବୀଲାଲ ମିଶ୍ର, ଡକ୍ଟର ସତ୍ୟନାରାୟଣ ମିଶ୍ର ପ୍ରମୁଖଙ୍କୁ ଭାଷା ଲାଗି ନିରନ୍ତର ଜାରି ରଖି ଥିବାରୁ ସମ୍ବର୍ଦ୍ଧlତ କରାଯାଇଥିଲା l

ଭାଷା ବଞ୍ଚଥିଲେ ଆମ ଅସ୍ତିତ୍ବ ବଞ୍ଚିବl ତେଣୁ ଏଥିପ୍ରତି ସମସ୍ତେ ଦୃଷ୍ଟି ଦେବା ଜରୁରୀ ଓ ନିଜ ଆଗରେ ନିଜ ମାତୃଭାଷାର ଉଚିତ୍ ସଂଶୋଧନ କରିବା ଆମ ଦାୟିତ୍ବ ବୋଲି ଅତିଥି ମାନେ ଉପସ୍ଥlତ ଶ୍ରୋତାମଣ୍ଡଳୀଙ୍କୁ ନିବେଦନ କରିଥିଲେ l ସାମ୍ବାଦିକ ସ୍ବପ୍ନକୁମାର ସାହୁ କାର୍ଯ୍ୟକ୍ରମ ପରିଚାଳନା କରିବା ସହ ଧନ୍ୟବାଦ ଦେଇଥିଲେ l

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ଓଡ଼ିଶା ପ୍ରଶାସନିକ ସେବା ପରୀକ୍ଷାରେ ସଫଳତା ପାଇ ଥିବା ଶ୍ୱେତା ସୁଚରିତାଙ୍କୁ ସମ୍ବର୍ଦ୍ଧିତ କଲେ ରଣପୁର ବ୍ଲକ ବିଜେଡି ସଭାପତି

ଓଡ଼ିଶା ପ୍ରଶାସନିକ ସେବା ପରୀକ୍ଷାରେ ସଫଳତା ପାଇ ଥିବା ଶ୍ୱେତା ସୁଚରିତାଙ୍କୁ ସମ୍ବର୍ଦ୍ଧିତ କଲେ ରଣପୁର ବ୍ଲକ ବିଜେଡି ସଭାପତି

May 29, 2026
ପୁରୀ ଜିଲ୍ଲା କଂଗ୍ରେସ କମିଟି ସାଙ୍ଗଠନିକ ସମିକ୍ଷା

ପୁରୀ ଜିଲ୍ଲା କଂଗ୍ରେସ କମିଟି ସାଙ୍ଗଠନିକ ସମିକ୍ଷା

May 29, 2026
ବୀର ସାଵରକରଙ୍କ ଜୟନ୍ତୀ ପାଳିତ

ବୀର ସାଵରକରଙ୍କ ଜୟନ୍ତୀ ପାଳିତ

May 29, 2026
ଶ୍ରୀମନ୍ଦିର ମଧ୍ୟକୁ ଭିଆଇପି ସେବା,ପ୍ରୋଟୋକଲ ଦର୍ଶନ ବନ୍ଦ ହେଉ ନେତା, ମନ୍ତ୍ରୀ, ଯନ୍ତ୍ରୀ, ଅଧିକାରୀ ଲାଇନରେ ଦର୍ଶନ କରନ୍ତୁ

ଶ୍ରୀମନ୍ଦିର ମଧ୍ୟକୁ ଭିଆଇପି ସେବା,ପ୍ରୋଟୋକଲ ଦର୍ଶନ ବନ୍ଦ ହେଉ ନେତା, ମନ୍ତ୍ରୀ, ଯନ୍ତ୍ରୀ, ଅଧିକାରୀ ଲାଇନରେ ଦର୍ଶନ କରନ୍ତୁ

May 29, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ଓଡ଼ିଶା ପ୍ରଶାସନିକ ସେବା ପରୀକ୍ଷାରେ ସଫଳତା ପାଇ ଥିବା ଶ୍ୱେତା ସୁଚରିତାଙ୍କୁ ସମ୍ବର୍ଦ୍ଧିତ କଲେ ରଣପୁର ବ୍ଲକ ବିଜେଡି ସଭାପତି

ଓଡ଼ିଶା ପ୍ରଶାସନିକ ସେବା ପରୀକ୍ଷାରେ ସଫଳତା ପାଇ ଥିବା ଶ୍ୱେତା ସୁଚରିତାଙ୍କୁ ସମ୍ବର୍ଦ୍ଧିତ କଲେ ରଣପୁର ବ୍ଲକ ବିଜେଡି ସଭାପତି

May 29, 2026
ପୁରୀ ଜିଲ୍ଲା କଂଗ୍ରେସ କମିଟି ସାଙ୍ଗଠନିକ ସମିକ୍ଷା

ପୁରୀ ଜିଲ୍ଲା କଂଗ୍ରେସ କମିଟି ସାଙ୍ଗଠନିକ ସମିକ୍ଷା

May 29, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version