ବାଲିଗୁଡା (ଓଡିଶା ତାଜା ନ୍ୟୁଜ) ନି. ପ୍ର :- କନ୍ଧମାଳ ଜ଼ିଲ୍ଲା ବାଲିଗୁଡା ଏନ୍ ଏ ସି ର ସର୍ବ ବୃହତ୍ତମ ସାହି ଅନ୍ତର୍ଗତ ବାଲିଗୁଡା ନୂଆସାହି ନିବାସୀ ର ଶତାୟୁ ପୁରୁଷ ତଥା ଧର୍ମ ପରାୟଣ କୁଦ ପାତ୍ର ଙ୍କ ବୁଧବାର ସକାଳ ଦଶ ଘଟିକା ସମୟ ରେ ନୂଆସାହି ସ୍ଥିତ ନିଜ ବାସ ଭବନରେ ବିୟୋଗ ଘଟିଛି l ମୃତ୍ୟୁ ବେଳକୁ ତାଙ୍କୁ ୧୦୬ ବର୍ଷ ହୋଇଥିଲା l ବାର୍ଦ୍ଧକ୍ୟ ଜନିତ କାରଣରୁ ତାଙ୍କର ମୃତ୍ୟୁ ଘଟିଥିବା ଜଣାପଡିଛି l















