କଟକ (ଓଡିଶା ତାଜା ନ୍ୟୁଜ) ନି. ପ୍ର :- କଟକ ଜିଲ୍ଲା ଓଲଟପୁର ଥାନା ଅନ୍ତର୍ଗତ ମଉଜପୁର ଗ୍ରାମର ସୌମ୍ୟ ରଞ୍ଜନ ସ୍ୱାଇଁଙ୍କ ବିଭତ୍ସ ହତ୍ୟାକାଣ୍ଡର ଇତି ମଧ୍ୟରେ ୧୭ ଦିନ ବିତିଯାଇଛି । ଏହା ସତ୍ତ୍ୱେ ଏ ପର୍ଯ୍ୟନ୍ତ ତାଙ୍କର ପରିବାର ବର୍ଗଙ୍କୁ ତହସିଲ୍ ପ୍ରଶାସନ ତରଫରୁ କେବଳ ୩୦ ହଜାର ଟଙ୍କା ସହାୟତା କରାଯାଇଥିବା ବେଳେ ଅନ୍ୟ କୌଣସି ପ୍ରକାରର ସହଯୋଗ ସହାନଭୂତି ମିଳିପାରିନାହଁ । ଆଜି ମଧ୍ୟାହ୍ନରେ ଭୁବନେଶ୍ଵର ମହାନଗର ନିଗମ ୬୫ ନମ୍ବର ୱାର୍ଡ଼ ର କର୍ପୋରେଟର ରଶ୍ମି ରଂଜନ ପାଟ୍ଟସାଣୀ,















