• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ବୀର ନରସିଂହପୁର ମା ଦକ୍ଷିଣକାଳୀ ଙ୍କ ପୂଜକ ଓ ପରମଭକ୍ତ ଗିରିଶ ଚନ୍ଦ୍ର ବାନାର୍ଜୀ

Proprietor Abhimanyu Maharana by Proprietor Abhimanyu Maharana
May 26, 2026
in ଓଡ଼ିଶା, ପୁରୀ, ହୋମ୍
0
ବୀର ନରସିଂହପୁର ମା ଦକ୍ଷିଣକାଳୀ ଙ୍କ ପୂଜକ ଓ ପରମଭକ୍ତ ଗିରିଶ ଚନ୍ଦ୍ର ବାନାର୍ଜୀ
Share on FacebookShare on TwitterWhatsapp

ପୁରୀ (ଓଡିଶା ତାଜା ନ୍ୟୁଜ) ନି. ପ୍ର :- ଚନ୍ଦନପୁର ନିକଟରେ ରହିଛି ବ୍ରାହ୍ମଣଶାସନ ଗ୍ରାମ ବୀର ନରସିଂହପୁର | ବାଇପାସ ରୋଡରେ ରହିଛି ମା ‘ଦକ୍ଷିଣକାଳୀଙ୍କ ମନ୍ଦିର |ପୂଜକ ଭାବେ ଗିରିଶ ଚନ୍ଦ୍ର ବାନାର୍ଜୀ(ତାରୁ ଭାଇନା )କେବଳ ଜଣେ ସାଧାରଣ ପୂଜାରୀ ନୁହନ୍ତି, ସେ ମା’ଙ୍କର ଜଣେ ପରମ ଭକ୍ତ ଓ ସାଧକ।ଭାଇନା ସାତ୍ତ୍ଵିକ ଏବଂ ତାନ୍ତ୍ରିକ ଉଭୟ ବିଧିରେ ମା’ଙ୍କର ଆରାଧନା କରିଥାନ୍ତି।ପୂଜକ ଙ୍କ ଜୀବନ ଅତ୍ୟନ୍ତ ସଂଯମ, ନିଷ୍ଠା ଏବଂ ଶୃଙ୍ଖଳିତ ହୋଇଥାଏ।

ପୂଜକମାନେ ଉପବାସ, ମନ୍ତ୍ର ଜପ ଓ ଧ୍ୟାନ ମାଧ୍ୟମରେ ମା’ଙ୍କୁ ପ୍ରସନ୍ନ କରନ୍ତି।ଭୟଶୂନ୍ୟତା ମା’ କାଳୀଙ୍କ ରୂପ ଭୟଙ୍କର ହୋଇଥିଲେ ମଧ୍ୟ ପୂଜକଙ୍କ ପାଇଁ ସେ ସ୍ନେହମୟୀ ଜନନୀ। ତେଣୁ ସାଧକ ସବୁବେଳେ ଭୟଶୂନ୍ୟ ହୋଇ ଥାନ୍ତି।ପୂଜାରୀ ମା’ଙ୍କ ପୂଜା କରି ସମାଜର ମଙ୍ଗଳ ଓ ଦୁଃଖ କଷ୍ଟ ଦୂର କରିବା ପାଇଁ ପ୍ରାର୍ଥନା କରି ସମାଜ କଲ୍ୟାଣ କରିଥାନ୍ତି ।

ପ୍ରତି ମଙ୍ଗଳବାର, ଶନିବାର ଓ ସଂକ୍ରାନ୍ତି ରେ ଭକ୍ତ ଗହଳି ବଢୁଛି | ତାରୁ ଭାଈନା ଙ୍କ ଭକ୍ତ ବତ୍ସଲ ଭାବ, ସମସ୍ତଙ୍କୁ ଭଲପାଇବା ଯୋଗୁଁ ଭକ୍ତମାନଙ୍କ ପ୍ରିୟ ହୋଇପାରିଛନ୍ତି | ଭାଈନା ଙ୍କ ଯନ୍ତ୍ର, ମନ୍ତ୍ର ଓ ତନ୍ତ୍ର ପୂଜା ଭକ୍ତ ଙ୍କୁ ଅଭିଭୂତ କରିଛି | ଭକ୍ତ ଥରେ ମା ଙ୍କ ପୀଠ ଦର୍ଶନ କରିଲେ ପୂଜକ ଙ୍କୁ ଭଲ ଭାବେ ବୁଝିପାରିବେ |

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
Pranati Nayak of Odisha AM/NS India Gymnastics High Performance Centre wins silver at FIG World Challenge Cup 2026

Pranati Nayak of Odisha AM/NS India Gymnastics High Performance Centre wins silver at FIG World Challenge Cup 2026

May 26, 2026
ରଥଯାତ୍ରା ରେ ପାରସ୍ପରିକ ସମନ୍ୱୟ ରେ ସ୍ବାସ୍ଥ୍ୟ ସେବା କୁ ଅଧିକ କ୍ରିୟାଶୀଳ କରାଯିବ : ଜିଲ୍ଲାପାଳ

ରଥଯାତ୍ରା ରେ ପାରସ୍ପରିକ ସମନ୍ୱୟ ରେ ସ୍ବାସ୍ଥ୍ୟ ସେବା କୁ ଅଧିକ କ୍ରିୟାଶୀଳ କରାଯିବ : ଜିଲ୍ଲାପାଳ

May 26, 2026
ବୀର ନରସିଂହପୁର ମା ଦକ୍ଷିଣକାଳୀ ଙ୍କ ପୂଜକ ଓ ପରମଭକ୍ତ ଗିରିଶ ଚନ୍ଦ୍ର ବାନାର୍ଜୀ

ବୀର ନରସିଂହପୁର ମା ଦକ୍ଷିଣକାଳୀ ଙ୍କ ପୂଜକ ଓ ପରମଭକ୍ତ ଗିରିଶ ଚନ୍ଦ୍ର ବାନାର୍ଜୀ

May 26, 2026
ଶିଶୁ ଆଙ୍କିଲେ ସଂସ୍କୃତି ଓ ପରମ୍ପରର ଗାଥା

ଶିଶୁ ଆଙ୍କିଲେ ସଂସ୍କୃତି ଓ ପରମ୍ପରର ଗାଥା

May 26, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

Pranati Nayak of Odisha AM/NS India Gymnastics High Performance Centre wins silver at FIG World Challenge Cup 2026

Pranati Nayak of Odisha AM/NS India Gymnastics High Performance Centre wins silver at FIG World Challenge Cup 2026

May 26, 2026
ରଥଯାତ୍ରା ରେ ପାରସ୍ପରିକ ସମନ୍ୱୟ ରେ ସ୍ବାସ୍ଥ୍ୟ ସେବା କୁ ଅଧିକ କ୍ରିୟାଶୀଳ କରାଯିବ : ଜିଲ୍ଲାପାଳ

ରଥଯାତ୍ରା ରେ ପାରସ୍ପରିକ ସମନ୍ୱୟ ରେ ସ୍ବାସ୍ଥ୍ୟ ସେବା କୁ ଅଧିକ କ୍ରିୟାଶୀଳ କରାଯିବ : ଜିଲ୍ଲାପାଳ

May 26, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version