କନ୍ଧମାଳ (ଓଡିଶା ତାଜା ନ୍ୟୁଜ) ନି. ପ୍ର :- ରାଜ୍ୟ ସରକାର ଙ୍କ ଗୃହ ବିଭାଗ ପକ୍ଷରୁ ଆଇପିଏସ ସ୍ତରରେଏକ ବଡ଼ ଧରଣର ଅଦଳ ବଦଳ କରାଯାଇଛି l ରାଜ୍ୟରେ ୧୮ ଜଣ ଆଇପିଏସ ଓ ଓପିଏସ ମାନଙ୍କୁ ବିଭିନ୍ନ ଭିଭାଗରେ ନିଯୁକ୍ତି ଦିଆଯାଇଛି l ସେହିପରି କନ୍ଧମାଳ ଜିଲ୍ଲା ରେ ନୂଆ ଆରକ୍ଷୀ ଅଧିକ୍ଷକ ରୂପେ ରମେନ୍ଦ୍ର ପ୍ରସାଦ ଙ୍କୁ ନୂତନ ନିଯୁକ୍ତି ମିଳିଛି | କନ୍ଧମାଳ ଏସପି ହରିଶ ବିଶି ଙ୍କୁ ଗଞ୍ଜାମ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଭାବେ ବଦଳି ହୋଇଛନ୍ତି |














