ପୁରୀ (ଓଡିଶା ତାଜାନ୍ୟୁଜ ) ନି. ପ୍ର :- ଶ୍ରୀମନ୍ଦିର କାର୍ଯ୍ୟାଳୟ ସଭାକକ୍ଷ ଠାରେ ଗତକାଲି ରଥ ମୁଖ୍ୟ ମହାରଣା,କମାର, ରୂପକାର,ଭୋଇ ସର୍ଦ୍ଦାର ଓ ଅଧିକାରୀଙ୍କ ସହିତ ରଥ ନିର୍ମାଣ ଅଗ୍ରଗତି ସମୀକ୍ଷା କରିଛନ୍ତି ମୁଖ୍ୟ ପ୍ରଶାସକ।ପରମ୍ପରା ଅନୁସାରେ ରଥ ନିର୍ମାଣ କାର୍ଯ୍ୟ ଚାଲୁ ରହିଥିବା ରଥ ନିର୍ମାଣ ସଂପୃକ୍ତ ସେବକ ଓ ଅଧିକାରୀ ମାନେ ମୁଖ୍ୟ ପ୍ରଶାସକଙ୍କୁ ଅବଗତ କରାଇଥିଲେ ।















