ଆର, ଉଦୟଗିରି (ଓଡ଼ିଶା ତାଜା ନ୍ୟୁଜ୍) ନି. ପ୍ର :- ମୋହନା ବ୍ଲକ ଲୁହାଗୁଡ଼ି ଗ୍ରାମରେ ସ୍ବଦେଶୀ ସଂକଳ୍ପ ରଥ’ କୁ ଭବ୍ୟ ସ୍ବାଗତ କରାଯାଇଛି। ସ୍ବଦେଶୀ ଜାଗରଣ ମଞ୍ଚ ପକ୍ଷରୁ ସ୍ବାମୀ ବିବେକାନନ୍ଦଙ୍କ ଜୟନ୍ତୀ ତଥା ଜାତୀୟ ଯୁବ ଦିବସରେ ଏହି ରଥ ଶୁଭାରମ୍ଭ କରାଯାଇଥିଲା। ଭାରତ ବିଶ୍ଵର ୪ର୍ଥ ଆର୍ଥିକ ଶକ୍ତି ଭାବେ ଉଭା ହୋଇଛି ।
















