• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ଶାନ୍ତି ମେମୋରିଆଲ୍ ହସ୍ପିଟାଲ୍ ପକ୍ଷରୁ ଓଡିଶାର ପ୍ରଥମ ଟେଲିସର୍ଜରୀ ସହ ୧୦୦ତମ ରୋବୋଟିକ ସର୍ଜରୀ ପରିଚାଳନା

Proprietor Abhimanyu Maharana by Proprietor Abhimanyu Maharana
October 27, 2025
in ଓଡ଼ିଶା, ଖୋର୍ଦ୍ଧା, ମହାନଗର, ହୋମ୍
0
ଶାନ୍ତି ମେମୋରିଆଲ୍ ହସ୍ପିଟାଲ୍ ପକ୍ଷରୁ ଓଡିଶାର ପ୍ରଥମ ଟେଲିସର୍ଜରୀ ସହ ୧୦୦ତମ ରୋବୋଟିକ ସର୍ଜରୀ ପରିଚାଳନା
Share on FacebookShare on TwitterWhatsapp

କଟକ (ଓଡ଼ିଶା ତାଜା ନ୍ୟୁଜ୍) :- ଭାରତର ମେଡିକାଲ ଟେକ୍ନୋଲୋଜି କ୍ଷେତ୍ର ପାଇଁ ଏକ ନିର୍ଣ୍ଣାୟକ ମୁହୂର୍ତରେ ପୂର୍ବ ଭାରତର ଅନ୍ୟତମ ଅତ୍ୟାଧୁନିକ ଶଲ୍ୟ ଚିକିତ୍ସା କେନ୍ଦ୍ର, ଶାନ୍ତି ମେମୋରିଆଲ୍ ହସ୍ପିଟାଲ୍ ଏହାର ଅଧ୍ୟକ୍ଷ ତଥା ବିଖ୍ୟାତ ସର୍ଜିକାଲ ଗ୍ୟାଷ୍ଟ୍ରୋଏଂଟେରୋଲୋଜିଷ୍ଟ୍‌, ମେଟାବୋଲିକ୍ ଏବଂ ବାରିଆଟ୍ରିକ୍ ସର୍ଜନ୍ ପ୍ରଫେସର ଡା. ଶ୍ରୀଜୟ ପଟ୍ଟନାୟକଙ୍କ ନେତୃତ୍ୱ ଅଧୀନରେ ଦୁଇଟି ଐତିହାସିକ ସଫଳତା ହାସଲ କରିଛି । ହସ୍ପିଟାଲ୍ ଏସଏସଆଇ ମନ୍ତ୍ର ସର୍ଜିକାଲ୍ ରୋବୋଟିକ୍ ସିଷ୍ଟମର ବ୍ୟବହାର କରି ଓଡିଶାର ପ୍ରଥମ ଏବଂ ପୂର୍ବ ଭାରତର ଦ୍ୱିତୀୟ ଟେଲିସର୍ଜରୀକୁ ସଫଳତାର ସହିତ ସମ୍ପାଦନ କରିଛି, ଯାହା ରୋବୋଟିକ ଓ ଟେଲି-ସର୍ଜିକାଲ ଉଦ୍ଭାବନ କ୍ଷେତ୍ରରେ ଭାରତର ପ୍ରଗତି ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପକୁ ସୂଚାଉଛି ।ଏକ ଅବ୍‌ଷ୍ଟ୍ରକ୍ଟେଡ ଗ୍ରୋଇନ ହର୍ନିଆ ପାଇଁ ଜରୁରୀକାଳିନ ଅସ୍ତ୍ରୋପଚାର ଆବଶ୍ୟକ କରୁଥିବା ଜଣେ ରୋଗୀଙ୍କଠାରେ ଏହି ପ୍ରଥମ ଟେଲିସର୍ଜରୀ କରାଯାଇଥିଲା, ଯାହା ସମ୍ଭବତଃ ଏକ ଜୀବନ ପାଇଁ ବିପଦ ସୃଷ୍ଟି କରୁଥିବା ଏକ ଗମ୍ଭୀର ସ୍ଥିତି ଅଟେ । ୧୭୬୦ କିଲୋମିଟରରେ ପରିବ୍ୟାପ୍ତ ଗୁରୁଗ୍ରାମ, ହରିଆନା ଓ ଶାନ୍ତି ମେମୋରିଆଲ ହସ୍ପିଟାଲ, କଟକରେ ଏସଏସ ଇନୋଭେଶନ୍ସ ହେଡ୍‌କ୍ୱାଟର ଗୁଡ଼ିକ ମଧ୍ୟରେ ଏକ ରୋବୋଟିକ କ୍ଲୋଇସିଷ୍ଟେକ୍‌ଟୋମି ସହ ଏକ ରୋବୋଟିକ ଟ୍ରାନ୍ସଆବ୍‌ଡୋମିନାଲ ପ୍ରିପେରିଟୋନିଆଲ (ଟିଏପିପି) ରିପେୟାର ପଦ୍ଧତିର ପରିଚାଳନା କରାଯାଇଥିଲା ।

ଏହି ସଫଳତା ସମ୍ପର୍କରେ ପ୍ରଫେସର ଡଃ ଶ୍ରୀଜୟ ପଟ୍ଟନାୟକ କହିଛନ୍ତି, “ଏହା କେବଳ ଏକ ବୈଷୟିକ ସଫଳତା ନୁହେଁ ବରଂ ଏକ ମାନବିକ ସଫଳତା ଅଟେ । ରୋଗୀ ଜଣଙ୍କ ଜରୁରୀକାଳିନ ଅସ୍ତ୍ରୋପଚାର ଆବଶ୍ୟକ କରୁଥିଲେ ଏବଂ ଟେଲିସର୍ଜିକାଲ ପଦ୍ଧତି ଆମକୁ ତତ୍କାଳ ଦକ୍ଷ ଚିକିତ୍ସା ପ୍ରଦାନ କରିବା ପାଇଁ ଅନୁମତି ଦେଇଥିଲା । ଏହି ସଫଳତା ପ୍ରମାଣ କରୁଛି ଯେ, ଅତ୍ୟାଧୁନିକ ସର୍ଜିକାଲ ଟେକ୍ନୋଲୋଜି ଭାରତର ସମସ୍ତ ଅଂଶରେ ରୋଗୀଙ୍କୁ ଉନ୍ନତ ସେବା ପ୍ରଦାନ କରିପାରିବ ଏବଂ କରିବା ଉଚିତ ।”

ସେହିପରି ଏସଏସ ଇନୋଭେଶନ୍ସର ପ୍ରତିଷ୍ଠାତା, ଅଧ୍ୟକ୍ଷ ଓ ସିଇଓ ଡକ୍ଟର ସୁଧୀର ଶ୍ରୀବାସ୍ତବ କହିଛନ୍ତି, “ଏହି ଟେଲିସର୍ଜରୀର ସଫଳତା ଦର୍ଶାଉଛି ଯେ, ଭାରତ ପହଂଚଯୋଗ୍ୟ, ସ୍ୱଦେଶୀ ରୋବୋଟିକ ସର୍ଜିକାଲ ଟେକ୍ନୋଲୋଜି ବିକଶିତ କରିବା କ୍ଷେତ୍ରରେ ବିଶ୍ୱର ନେତୃତ୍ୱ ନେଉଛି । ମନ୍ତ୍ରା ସିଷ୍ଟମ ଆଧୁନିକ ଅସ୍ତ୍ରୋପଚାର କ୍ଷେତ୍ରରେ ଯାହା ସମ୍ଭବ ତାହାକୁ ପୁନଃବ୍ୟାଖ୍ୟା କରିବା ଜାରି ରଖିଛି ।” ଏହି ସଫଳତା ଟେଲିସର୍ଜରୀର ଜୀବନ ରକ୍ଷାକାରୀ କ୍ଷମତାକୁ ସୂଚିତ କରୁଛି, ଯାହା ଅତ୍ୟାଧୁନିକ ରୋବୋଟିକ ଟେକ୍ନୋଲୋଜି କିଭଳି ଜରୁରୀକାଳିନ ସ୍ଥିତିରେ ଦକ୍ଷ ଶଲ୍ୟ ଚିକିତ୍ସା ପ୍ରଦାନ କରିବା ପାଇଁ ବିସ୍ତୃତ ଭୌଗୋଳିକ ବ୍ୟବଧାନକୁ ଦୂର କରିପାରୁଛି ତାହାକୁ ପ୍ରଦର୍ଶିତ କରିଛି ।

ସମାନ ରୂପେ ଶାନ୍ତି ମେମୋରିଆଲ ହସ୍ପିଟାଲର ଏସଏସଆଇ ମନ୍ତ୍ରା ପ୍ଲାଟଫର୍ମର ବ୍ୟବହାର କରି ଏହାର ୧୦୦ତମ ରୋବୋଟିକ ସର୍ଜରୀର ସଫଳ ସମ୍ପାଦନକୁ ପାଳନ କରିଛି, ଯାହା ଉଦ୍ଭାବନ, ସଠିକତା ଓ ଉତ୍କୃଷ୍ଟ ରୋଗୀ ଚିକିତ୍ସା ପ୍ରତି ଏହାର ବିଦ୍ୟମାନ ପ୍ରତିବଦ୍ଧତାକୁ ସୁଦୃଢ କରିଛି । ଏହି ଅସ୍ତ୍ରୋପଚାର ପରେ ସମ୍ପୂର୍ଣ୍ଣ ରୂପେ ସୁସ୍ଥ ହୋଇଥିବା ରୋଗୀ ଜଣଙ୍କ ହସ୍ପିଟାଲ ଓ ଏହାର ସର୍ଜିକାଲ ଟିମ୍‌କୁ ହୃଦୟରୁ କୃତଜ୍ଞତା ଜଣାଇ କହିଛନ୍ତି, “ମୁଁ ଖୁବ୍ ଯନ୍ତ୍ରଣାରେ ଥିଲି ଓ ମୁଁ ଏକ ଜରୁରୀ ଅସ୍ତ୍ରୋପଚାର ଆବଶ୍ୟକ କରୁଛି ବୋଲି ମୋତେ କୁହାଯାଇଥିଲା ।  ମୁଁ କେବେ କଳ୍ପନା କରିନଥିଲି ଯେ, ଏଭଳି ଏକ ଆଧୁନିକ ଆସ୍ତ୍ରୋପଚାର କଟକରେ କରାଯାଇପାରିବ ବୋଲି ଏବଂ ତାହା ବି ଏକ ରୋବୋଟ ମାଧ୍ୟମରେ ।

ମୋର ଜୀବନ ବଂଚାଇ ଥିବାରୁ ମୁଁ ଡଃ ପଟ୍ଟନାୟକ ଓ ତାଙ୍କ ଟିମ୍‌କୁ ଗଭୀର କୃତଜ୍ଞତା ଜଣାଉଛି ।” ଏସଏସ ଇନୋଭେଶନ୍ସ ଦ୍ୱାରା ସ୍ୱଦେଶୀ ଭାବେ ବିକଶିତ କରାଯାଇଥିବା ଏସଏସଆଇ ମନ୍ତ୍ରା ସର୍ଜିକାଲ ରୋବୋଟିକ ସିଷ୍ଟମ, ଅତ୍ୟାଧୁନିକ ମେଡିକାଲ ଇଞ୍ଜିନିୟରିଂ କ୍ଷେତ୍ରରେ ଭାରତର ବର୍ଦ୍ଧିତ କ୍ଷମତା ଏବଂ ଆଡ୍‌ଭାନ୍ସଡ ସର୍ଜିକାଲ ରୋବୋଟିକ୍ସକୁ ପ୍ରତ୍ୟେକ ଅଂଚଳ ପାଇଁ ଉଭୟ ସୁଲଭ ଓ ପହଂଚଯୋଗ୍ୟ କରିବା ପାଇଁ ଏହାର ଲକ୍ଷ୍ୟକୁ ସୂଚିତ କରୁଛି । ଏହି ସଫଳତା ସହିତ ଶାନ୍ତି ମେମୋରିଆଲ ହସ୍ପିଟାଲ ଓ ଏସଏସ ଇନୋଭେଶନ୍ସ ଭାରତର ଶଲ୍ୟ ଚିକିତ୍ସା କ୍ଷେତ୍ରରେ ଏକ ନୂଆ ମାନଦଣ୍ଡ ସ୍ଥାପନ କରିଛନ୍ତି, ଯାହା ପରବର୍ତୀ ପିଢି ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଦେଶର ନେତୃତ୍ୱକୁ ସୁଦୃଢ କରିଛି ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ପକ୍ଷରୁ ମେଧାବୀ ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧନା

ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ପକ୍ଷରୁ ମେଧାବୀ ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧନା

May 10, 2026
ରାଜନଗରରେ ଶିଶୁ କିଶୋରୀ ଓ ମହିଳା ମାନଙ୍କ ର ସଚେତନ କାର୍ଯ୍ୟକ୍ରମ ଜୁବେଂଟିକା ଅନୁଷ୍ଠିତ

ରାଜନଗରରେ ଶିଶୁ କିଶୋରୀ ଓ ମହିଳା ମାନଙ୍କ ର ସଚେତନ କାର୍ଯ୍ୟକ୍ରମ ଜୁବେଂଟିକା ଅନୁଷ୍ଠିତ

May 10, 2026
ଶିଶୁ କଲ୍ୟାଣ ପୋଲିସ ଓ କିଶୋରୀ ମାନଙ୍କ ସହିତ ଯୋଗାଯୋଗ ସମ୍ପର୍କିତ କାର୍ଯ୍ୟକ୍ରମ

ଶିଶୁ କଲ୍ୟାଣ ପୋଲିସ ଓ କିଶୋରୀ ମାନଙ୍କ ସହିତ ଯୋଗାଯୋଗ ସମ୍ପର୍କିତ କାର୍ଯ୍ୟକ୍ରମ

May 10, 2026
ପାରଳାଖେମୁଣ୍ଡି ଆଦର୍ଶ ଥାନା ପକ୍ଷରୁ କୁଭେଣ୍ଟିକା- ଶିଶୁ କଲ୍ୟାଣ ପୋଲିସ ଓ କିଶୋରୀ ମାନଙ୍କ ସହିତ ଯୋଗାଯୋଗ ସମ୍ପର୍କିତ କାର୍ଯ୍ୟକ୍ରମ ଅନୁଷ୍ଠିତ

ପାରଳାଖେମୁଣ୍ଡି ଆଦର୍ଶ ଥାନା ପକ୍ଷରୁ କୁଭେଣ୍ଟିକା- ଶିଶୁ କଲ୍ୟାଣ ପୋଲିସ ଓ କିଶୋରୀ ମାନଙ୍କ ସହିତ ଯୋଗାଯୋଗ ସମ୍ପର୍କିତ କାର୍ଯ୍ୟକ୍ରମ ଅନୁଷ୍ଠିତ

May 10, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ପକ୍ଷରୁ ମେଧାବୀ ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧନା

ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ପକ୍ଷରୁ ମେଧାବୀ ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧନା

May 10, 2026
ରାଜନଗରରେ ଶିଶୁ କିଶୋରୀ ଓ ମହିଳା ମାନଙ୍କ ର ସଚେତନ କାର୍ଯ୍ୟକ୍ରମ ଜୁବେଂଟିକା ଅନୁଷ୍ଠିତ

ରାଜନଗରରେ ଶିଶୁ କିଶୋରୀ ଓ ମହିଳା ମାନଙ୍କ ର ସଚେତନ କାର୍ଯ୍ୟକ୍ରମ ଜୁବେଂଟିକା ଅନୁଷ୍ଠିତ

May 10, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version