ଭୁବନେଶ୍ବର (ଓଡ଼ିଶା ତାଜା ନ୍ୟୁଜ୍) :- ଭୁବନେଶ୍ବରର ଏକ ପ୍ରତିଷ୍ଠିତ ଘରୋଇ ହୋଟେଲରେ । ରବିବାର, ୧୩ ଜୁଲାଇ ସନ୍ଧ୍ୟା ୬:୦୦ ରେ ଏହି ଉତ୍ସବ ପାଳନ କରିଥିଲା ରୋଟାରୀ କ୍ଲବ ଅଫ୍ ଭୁବନେଶ୍ୱର ନୀଳାଦ୍ରିର ଜନସାଧାରଣଙ୍କ ପାଇଁ ନିଜର ସହଯୋଗ ଓ ଉତ୍ସାହର ପର୍ବ । ଏହି ବିଶେଷ ମୁହୂର୍ତରେ କ୍ଳବର ବରିଷ୍ଠ ସଦସ୍ୟ ସୁଜିତ କୁମାର ରାଉତଙ୍କୁ ରୋଟାରୀ ବର୍ଷ ୨୦୨୫-୨୬ ପାଇଁ ଆନୁଷ୍ଠାନିକ ଭାବରେ ସଭାପତି ଭାବରେ ନିଯୁକ୍ତି ଦିଆଯାଇଥିଲା,


















