ଚଳିତ ବର୍ଷ ଯୋଗ ଦିବସର ପ୍ରମୁଖ ଲକ୍ଷ୍ୟ ହେଉଛି” ନିଜ ପାଇଁ ଏବଂ ସମାଜ ପାଇଁ ଯୋଗ ” । ଆଜି ବ୍ରହ୍ମଗିରି ସରକାରୀ ଉଚ୍ଚ ବିଦ୍ୟାଳୟର ପରିସରରେ ଏନ ସି ସି ଅଫିସର ଚିତରଞ୍ଜନ ଜେନା ତତୃବଧାନରେ ସକାଳୁ ସକାଳୁ ଛାତ୍ର ଛାତ୍ରୀ ଙ୍କ ଦ୍ଵାରା ଯୋଗ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମ ରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଦିବାକର ଦଳାଇ କହିଥିଲେ ସରକାର ତରଫରୁ ଯଦି ଅନ୍ୟ ସମୟରେ ଯୋଗାଭ୍ୟାସ ହୁଅନ୍ତା ତେବେ ଏହା ଉପକାରରେ ଆସିପାରନ୍ତା ବୋଲି ମତ ଦେଇଛନ୍ତି ।

© 2023 Odisha Taza News.