• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

୬୫ଦିନରେ ପୁରୀ ଜିଲ୍ଲା ଓକିଲ ସଙ୍ଘ ର ସତ୍ୟାଗ୍ରହ

Proprietor Abhimanyu Maharana by Proprietor Abhimanyu Maharana
May 4, 2025
in ଓଡ଼ିଶା, ପୁରୀ, ହୋମ୍
0
୬୫ଦିନରେ ପୁରୀ ଜିଲ୍ଲା ଓକିଲ ସଙ୍ଘ ର ସତ୍ୟାଗ୍ରହ
Share on FacebookShare on TwitterWhatsapp

ପୁରୀ  (ଓଡ଼ିଶା ତାଜା ନ୍ୟୁଜ୍) :- ପୁରୀ ଜିଲ୍ଲା ଓକିଲସଙ୍ଘ ର ସତ୍ୟାଗ୍ରହ ୬୫ଦିନରେ ପହଞ୍ଚିଛି |ଜିଲ୍ଲା ଅଦାଲତ ଆଇ ଟି ଆଇ ପାଖ ବାଲୁଖଣ୍ଡ କୁ ଉଠିଯିବା ପାଇଁ ସରକାର ଜମି ଯୋଗାଇଦେଇଛନ୍ତି | ଯେଉଁ ଜମି ମଧୁର ଜଳ ଓ ଜଙ୍ଗଲ ଜମି ରହିଥିବା ଅଭିଯୋଗ ହେଉଛି | ଏହାକୁ ପ୍ରତିବାଦ କରି ଓକିଲସଙ୍ଘ ର ନିଷ୍ପତ୍ତି ଅନୁଯାଇ ଫେବୃଆରୀ ୨୮ ତାରିଖ ରୁ ସତ୍ୟାଗ୍ରହ ଚାଲୁରହିଛି | ଆଇନଜୀବୀମାନେ ଦାବୀ ପୂରଣ ନ ହେବା ପର୍ଯ୍ୟନ୍ତ ଏହି ସତ୍ୟାଗ୍ରହ ଚାଲୁ ରଖିଛନ୍ତି |

ଏ ସମ୍ପର୍କରେ ଆଇନଜୀବୀମାନେ କହିଛନ୍ତି ” ମରିବୁ ପଛେ ଡ଼ରିବୁ ନାହିଁ, ଭାଙ୍ଗିବୁ ପଛେ ନଇଁବୁ ନାହିଁ, ଆମ ଦାବୀ ପୂରଣ ନ ହେବା ପର୍ଯ୍ୟନ୍ତ ଆମେ ସତ୍ୟାଗ୍ରହ ରୁ ଉଠିବୁ ନାହିଁ |” ଆଜିର ସତ୍ୟାଗ୍ରହ ରେ ଆଇନଜୀବୀ ପ୍ରିୟଦର୍ଶନ ପଟ୍ଟନାୟକ (ପିକୁ ), ସଙ୍ଘ ର ପୂର୍ବତନ ସମ୍ପାଦକ ତଥା ଗତଥର ର ସଭାପତି ପ୍ରାର୍ଥୀ ସାରଦା ପ୍ରସାଦ ସାମଲ, ସୋମନାଥ ରଣା, ଶୁଭ୍ରାଂଶୁ ମିଶ୍ର, ପୂର୍ଣଚନ୍ଦ୍ର ମହାନ୍ତି,ସୋମନାଥ ଦାସ,ସୁଶାନ୍ତ ଦାସ ଓ ଅନ୍ୟ ଆଇନୀଜୀବୀମାନେ ସାମିଲ ହୋଇଥିଲେ |

ଅଦାଲତ ଉଠିଗଲେ ଖାଲି ଓକିଲ ନୁହେଁ ମହକିଲ ମଧ୍ୟ ଖର୍ଚ୍ଚାନ୍ତ ହେବେ | ମହକିଲ ସକାଳୁ ଓକିଲ ଙ୍କ ଘରକୁ ଯିବ ଓ ପରେ ବାଲୁଖଣ୍ଡ କୁ ଗଲେ ଅଧିକ ଖର୍ଚ୍ଚାନ୍ତ ହେବ | ଅଦାଲତ ନିକଟରେ ଥିବା କିଛି ସରକାରୀ ଜାଗା ମିଶାଇଦେଲେ ୫ଏକର ହେବ | ଏହି ନିଷ୍ପତ୍ତି ବଦଳାଇବା ପାଇଁ ସଙ୍ଘ ଦାବୀ କରିଛି |

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ବନ ମହୋତ୍ସବରେ ଡାଲମିଆ ଭାରତର ସବୁଜ ସଙ୍କଳ୍ପ

ବନ ମହୋତ୍ସବରେ ଡାଲମିଆ ଭାରତର ସବୁଜ ସଙ୍କଳ୍ପ

July 13, 2026
ଚିଟଫଣ୍ଡ ଠକଙ୍କ ମୁଣ୍ଡରେ ମୋହନ ସରକାର ଓ ମନମୋହନ ବାନ୍ଧିଲେ ପଗଡ଼ି  : ଏବେ ଚିଟଫଣ୍ଡ ଜମାକାରୀ ଚିନ୍ତାରେ

ଚିଟଫଣ୍ଡ ଠକଙ୍କ ମୁଣ୍ଡରେ ମୋହନ ସରକାର ଓ ମନମୋହନ ବାନ୍ଧିଲେ ପଗଡ଼ି : ଏବେ ଚିଟଫଣ୍ଡ ଜମାକାରୀ ଚିନ୍ତାରେ

July 13, 2026
ଓଡ଼ିଶା ଉପକୂଳରେ ଭୂକମ୍ପ ! କମ୍ପିଲା ବଙ୍ଗୋପସାଗରର ସମୁଦ୍ର ଗର୍ଭ, ଥରିଲା ମାଟି, ଦୌଡିଲେ ଲୋକେ

ଓଡ଼ିଶା ଉପକୂଳରେ ଭୂକମ୍ପ ! କମ୍ପିଲା ବଙ୍ଗୋପସାଗରର ସମୁଦ୍ର ଗର୍ଭ, ଥରିଲା ମାଟି, ଦୌଡିଲେ ଲୋକେ

July 12, 2026
Nippon Paint highlights Advanced Coil Coatings for a sustainable future at SMARTCOR 2026

Nippon Paint highlights Advanced Coil Coatings for a sustainable future at SMARTCOR 2026

July 12, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ବନ ମହୋତ୍ସବରେ ଡାଲମିଆ ଭାରତର ସବୁଜ ସଙ୍କଳ୍ପ

ବନ ମହୋତ୍ସବରେ ଡାଲମିଆ ଭାରତର ସବୁଜ ସଙ୍କଳ୍ପ

July 13, 2026
ଚିଟଫଣ୍ଡ ଠକଙ୍କ ମୁଣ୍ଡରେ ମୋହନ ସରକାର ଓ ମନମୋହନ ବାନ୍ଧିଲେ ପଗଡ଼ି  : ଏବେ ଚିଟଫଣ୍ଡ ଜମାକାରୀ ଚିନ୍ତାରେ

ଚିଟଫଣ୍ଡ ଠକଙ୍କ ମୁଣ୍ଡରେ ମୋହନ ସରକାର ଓ ମନମୋହନ ବାନ୍ଧିଲେ ପଗଡ଼ି : ଏବେ ଚିଟଫଣ୍ଡ ଜମାକାରୀ ଚିନ୍ତାରେ

July 13, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version