No Result
View All Result
୨୮ ଫ୍ରେବୁଆରି ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍) ବାଙ୍କୀ :- ବାଙ୍କୀ ଉପଖଣ୍ଡ ଅନ୍ତର୍ଗତ ଶିମିଳିପୁର ଗ୍ରାମର ସିଦ୍ଧେଶ୍ୱର ପୀଠରେ କଳସଯାତ୍ରା ମହାନଦୀ ଘାଟରୁ ବାହାରି ଶ୍ରଦ୍ଧାଳୁମାନେ ଚାରିଘରିଆ, ମକୁନ୍ଦପୁର, ଶିମିଳିପୁର ଆଦି ଗ୍ରାମ ପରିକ୍ରମା କରି ସିଦ୍ଧେଶ୍ୱର ପୀଠରେ ପହଞ୍ôଚ କଳସ ସ୍ଥାପନ କରିଥିଲେ ।
ଯଜ୍ଞ ଓ ସୂର୍ଯ୍ୟପୂଜା, ଗୋମାତାେ ପୂଜା ପରେ ରୀତିନୀତି ପରେ ପୂର୍ଣ୍ଣାହୂତି କାର୍ଯ୍ୟକ୍ରମ ସମାପନ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ଶିକ୍ଷାବିତ୍ ସରୋଜ କୁମାର ସାହୁ, ବିଶିଷ୍ଟ ସମାଜସେବୀ ବଲ୍ଲଭ କୁମାର ସାମଲ, ପୂର୍ଣ୍ଣଚନ୍ଦ୍ର ନାୟକ, ଗୋଲକ ସାମଲ, ବିପିନି ବିହାରୀ ମହାନ୍ତି, କର୍ତ୍ତା ଭାବେ ରମେଶ ନାୟକ ଦାୟିତ୍ୱ ତୁଲାଇଥିଲେ ।
No Result
View All Result