• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ଅରୁନ୍ଧତୀ ଜୁଏଲର୍ସ ଫେଷ୍ଟିଭ ଧମାଲ ମେଗା ଲକି ଡ୍ର – ୨୦୨୫ ଅନୁଷ୍ଠିତ,୩୫ ଜଣ ଲକ୍ଷପତି ମନୋନୀତ, ଓଲିଉଡ଼ ବିଭା ଅର୍ଚ୍ଚିତା ମୁଖ୍ୟ ଆକର୍ଷଣ

Proprietor Abhimanyu Maharana by Proprietor Abhimanyu Maharana
January 12, 2025
in ଓଡ଼ିଶା, ପୁରୀ, ହୋମ୍
0
ଅରୁନ୍ଧତୀ ଜୁଏଲର୍ସ ଫେଷ୍ଟିଭ ଧମାଲ ମେଗା ଲକି ଡ୍ର – ୨୦୨୫ ଅନୁଷ୍ଠିତ,୩୫ ଜଣ ଲକ୍ଷପତି ମନୋନୀତ, ଓଲିଉଡ଼ ବିଭା ଅର୍ଚ୍ଚିତା ମୁଖ୍ୟ ଆକର୍ଷଣ
Share on FacebookShare on TwitterWhatsapp

୧୧ ଜାନୁଆରୀ ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍ ) ପୁରୀ  :-> ରାଜ୍ୟର ସର୍ବବୃହତ ଓ ଅଗ୍ରଣୀ ଜୁଏଲାରୀ ପ୍ରତିଷ୍ଠାନ ଅରୁନ୍ଧତୀ ଜୁଏଲର୍ସ ତରଫରୁ ପୁରୀ ଟାଉନ ହଲ ଠାରେ ମେଗା ଲକି ଡ୍ର – ୨୦୨୫ ଅନୁଷ୍ଠିତ ହୋଇଯାଇଛି | ୩୫ ଜଣ ଲକ୍ଷପତି ମନୋନୀତ ହୋଇଛନ୍ତି | ଓଲିଉଡ଼ ଅଭିନେତ୍ରୀ ତଥା ଅରୁନ୍ଧତୀ jଜୁଏଲର୍ସ ର ବ୍ରାଣ୍ଡ ଅମ୍ବାସେଡର ଅର୍ଚ୍ଚିତା ଯୋଗଦେଇ ତାଙ୍କର ଷ୍ଟେଜ ଜଲୱା ପ୍ରଦର୍ଶିତ କରିଥିଲେ | ରାଜ୍ୟର ସର୍ବବୃହତ ଓ ଅଗ୍ରଣୀ ହୁଏନାରୀ ପ୍ରତିଷ୍ଠାନ ଭାବେ ଅରୁନ୍ଧତୀ ହୁଏର୍ସ ରାଜ୍ୟରେ ବେଶ ପରିଚିତ |

ଅନୁଷ୍ଠାନ ପାଖରୁ ଟାଉନ ହଲ ଠାରେ ମେଗା ଲକି ଡ୍ର – ୨୦୨୫ ଅନୁଷ୍ଟିତ ହୋଇଯାଇଛି  | ବିଗତ ୨୫ ବର୍ଷ ଧରି ପାଳିତ ହୋଇଆସୁଥ‌ିବା ଏହି କାର୍ଯ୍ୟକ୍ରମ ଲକ୍ଷପତି କୁପନଧାରୀ ଗ୍ରାହକମାନଙ୍କ ମଧ୍ୟରୁ ୩୫ ଜଣ ଭାଗ୍ୟଶାଳୀ ଗ୍ରାଚୀଙ୍କୁ ଲକ୍ଷପତି ଗ୍ରାହକ ଭାବେ ମନୋନୀତ କରାଯାଇଥିଲା | ଶନିବାର ରାତିରେ ରଙ୍ଗାରଙ୍ଗ କାର୍ଯ୍ୟକ୍ରମରେ ସୁପ୍ରସିଦ୍ଧ ଆଙ୍କର ଶୁଭମ ମଂତ ପରିଚାଳନାର ଦାୟିତ୍ବ ନେଇଥିଲେ |

କାର୍ଯ୍ୟକ୍ରମର ମୁଖ୍ୟ ଆକର୍ଷଣ ସାଜିଥିଲେ ଓଲିଉଡ଼ ବିଭା ତଥା. ଭୁବନେଶ୍ବରର ସୂପ୍ରତିଷ୍ଠତ ଜାଭେଦ ଡାନ୍ସ ଗ୍ରୁପ ନୃତ୍ୟତୁ ସୁନାମଧନ୍ୟ ଗାୟିକା ନବ୍ୟାଙ୍କର ସୁମଧୁର ସଂଗୀତ ସମସ୍ତଙ୍କୁ ମତୁଆଲା କରିଥିଲା | ଏହି ଅବସରରେ ଅରୁନ୍ଧତୀ ଜୁଏଲର୍ସ ର ପରିଚାଳନା ନିର୍ଦେଶକ ବହ୍ମାନନ୍ଦ ମେହେର ପ୍ରଜ୍ଞାଶ କରିଛନ୍ତି ଯେ, ଅରୁନ୍ଧତୀର ମୂଳ ବୁଆ କୁ ସୁଦୃଢ ଓ ପ୍ରଶସ୍ତ୍ର କରି ଏକ ସ୍ବତନ୍ତ୍ରପରିଚୟ ଦେଇଥିବାରୁ ଓଡ଼ିଶା ବାସୀଙ୍କୁ ଧନ୍ୟବାଦ |

ଏହି ଅଫର ମାଧ୍ୟମରେ ଲକ୍ଷାଧିକ ଗ୍ରାହକ ବନ୍ଧୁ ଅନୁଷ୍ଠାନ ସହ ଯୋଡି ହୋଇଥିଲେ | ଏତେ ସଂଖ୍ୟକ ଗ୍ରାହକ ବନ୍ଧୁ ସମର୍ଥକ ଓ ସହଯୋଗ ଅରୁନ୍ଧତୀର ପ୍ରତିଟି କର୍ମକର୍ତ୍ତାଙ୍କ ମନରେ ବିପୁଳ ଉତ୍ସାହ ଓ ବିଶ୍ବାସ ଭରିଦେଇଛି | ଓଡ଼ିଶାବାସୀଙ୍କପାଇଁ ସର୍ବଦା କିଛି ନୂତନ କରିବାର ଲକ୍ଷ୍ୟ ନେଇ କାର୍ଯ୍ୟ କରୁଛି ଅରୁନ୍ଧତୀ ଜୁଏଲର୍ସ |

ଆଗାମୀ ଦିନରେ ମଧ୍ୟ ଅନେକ ଲକ୍ଷପତି ବିଦେଶ ଭ୍ରମଣ ସୁଯୋଗ ଦେବା ପାଇଁ ଇଛା ପ୍ରକାଶ କରିଛି | ଗ୍ରାହାକ ବନ୍ଧୁଙ୍କ ବିପୁଳ ଉପସ୍ଥିତି ସହ କାର୍ଯ୍ୟହମର ସଫଳ ରୂପାୟନ ହିଁ ଆମ ମଝାବୁତ ସମ୍ପର୍କର ପରିଚୟ ଏବଂ ଆଗାମୀ ଦିନରେଏହି ସମ୍ପର୍କ ଆହୁରି ମଜବୁତ ହେବ । ରଙ୍ଗରଙ୍ଗ କାର୍ଯ୍ୟକ୍ରମ କୁ ଗ୍ରାହକ ଓ ଦର୍ଶକ ଶେଷ ପର୍ଯ୍ୟନ୍ତ ଉପଭୋଗ କରିଥିଲେ |

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ଭୁବନେଶ୍ୱରରେ ସଫଳତାର ସହ ସମାପ୍ତ ହେଲା “କୋର ୪ ଚାମ୍ପିଅନ୍ସ କପ୍” ଅଣ୍ଡର-୧୬ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ

ଭୁବନେଶ୍ୱରରେ ସଫଳତାର ସହ ସମାପ୍ତ ହେଲା “କୋର ୪ ଚାମ୍ପିଅନ୍ସ କପ୍” ଅଣ୍ଡର-୧୬ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ

June 15, 2026
ବାଲିପାଟଣା , ନିଆଳି ଅଞ୍ଚଳରେ ଧୁମଧାମରେ ରଜ ମହୋତ୍ସବ ପାଳିତ

ବାଲିପାଟଣା , ନିଆଳି ଅଞ୍ଚଳରେ ଧୁମଧାମରେ ରଜ ମହୋତ୍ସବ ପାଳିତ

June 15, 2026
‘ପ୍ରୟାସ’ ତରଫରୁ ରଜ ଉତ୍ସବ ପାଳିତ

‘ପ୍ରୟାସ’ ତରଫରୁ ରଜ ଉତ୍ସବ ପାଳିତ

June 15, 2026
ସ୍ୱତନ୍ତ୍ର ସଘନ ସଂଶୋଧନ କାର୍ଯ୍ୟକ୍ରମ କୁ ନେଇ ସଚେତନତା ସଭା

ସ୍ୱତନ୍ତ୍ର ସଘନ ସଂଶୋଧନ କାର୍ଯ୍ୟକ୍ରମ କୁ ନେଇ ସଚେତନତା ସଭା

June 15, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ଭୁବନେଶ୍ୱରରେ ସଫଳତାର ସହ ସମାପ୍ତ ହେଲା “କୋର ୪ ଚାମ୍ପିଅନ୍ସ କପ୍” ଅଣ୍ଡର-୧୬ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ

ଭୁବନେଶ୍ୱରରେ ସଫଳତାର ସହ ସମାପ୍ତ ହେଲା “କୋର ୪ ଚାମ୍ପିଅନ୍ସ କପ୍” ଅଣ୍ଡର-୧୬ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ

June 15, 2026
ବାଲିପାଟଣା , ନିଆଳି ଅଞ୍ଚଳରେ ଧୁମଧାମରେ ରଜ ମହୋତ୍ସବ ପାଳିତ

ବାଲିପାଟଣା , ନିଆଳି ଅଞ୍ଚଳରେ ଧୁମଧାମରେ ରଜ ମହୋତ୍ସବ ପାଳିତ

June 15, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version