• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ପ୍ରିୟ ମୁଖ୍ୟମନ୍ତ୍ରୀ, ରାୟଗଡ଼ା ଠାରେ : ୱାଲଟିୟର ଡ଼ିଭିଜନର ମୁଖ୍ୟାଂଶକୁ ଆନ୍ଧ୍ର ପ୍ରଦେଶରେ ଗଠିତ ହେଉଥିବା – ଦକ୍ଷିଣତଟ ରେଳ ଜୋନ୍ (ECoR)ରେ ମିଶାଇବାର ଯଥାର୍ଥତା କ’ଣ ?

Proprietor Abhimanyu Maharana by Proprietor Abhimanyu Maharana
January 6, 2025
in ଓଡ଼ିଶା, ଖୋର୍ଦ୍ଧା, ହୋମ୍
0
ପ୍ରିୟ ମୁଖ୍ୟମନ୍ତ୍ରୀ, ରାୟଗଡ଼ା ଠାରେ : ୱାଲଟିୟର ଡ଼ିଭିଜନର ମୁଖ୍ୟାଂଶକୁ ଆନ୍ଧ୍ର ପ୍ରଦେଶରେ ଗଠିତ ହେଉଥିବା – ଦକ୍ଷିଣତଟ ରେଳ ଜୋନ୍ (ECoR)ରେ ମିଶାଇବାର ଯଥାର୍ଥତା କ’ଣ ?
Share on FacebookShare on TwitterWhatsapp

ରାୟଗଡ଼ା ଠାରେ ଏକ ନୂତନ ରେଳ ଡ଼ିଭିଜନ ଗଠନ ହେବା ସ୍ୱାଗତଯୋଗ୍ୟ କିନ୍ତୁ ୱାଲଟିୟର ଡ଼ିଭିଜନର ମୁଖ୍ୟାଂଶକୁ ଆନ୍ଧ୍ର ପ୍ରଦେଶରେ ଗଠିତ ହେଉଥିବା ଦକ୍ଷିଣତଟ ରେଳ ଜୋନ୍ (ECoR)ରେ ମିଶାଇବାର ଯଥାର୍ଥତା କ’ଣ ?

0୪ ଜାନୁଆରୀ ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍ ) ଭୁବନେଶ୍ୱର  :->  ପୂର୍ବତଟ ରେଳ ଜୋନ୍‌(ECoR)ର ୱାଲଟିୟର ଡ଼ିଭିଜନ ସମ୍ପର୍କରେ ପୂର୍ବରୁ ଆପଣଙ୍କୁ ଏକ ପତ୍ର ମାଧ୍ୟମରେ ସମସ୍ତ କଥା ଉଲ୍ଲେଖ କରିଥିଲି । ଏବେ ଜାଣିବାକୁ ପାଇଲି ଯେ, ମାନ୍ୟବର ପ୍ରଧାନମନ୍ତ୍ରୀ ଆସନ୍ତା ୬ ତାରିଖରେ ୱାଲଟିୟର ଡ଼ିଭିଜନର ଓଡ଼ିଶା ଅଂଶକୁ ନେଇ ଏକ ନୂତନ ରେଳ ଡ଼ିଭିଜନ ରାୟଗଡ଼ା ଠାରେ ପ୍ରତିଷ୍ଠା କରିବା ପାଇଁ ଭିତିପ୍ରସ୍ଥର ଦେବେ । ରାୟଗଡ଼ା ଠାରେ ଏକ ନୂତନ ରେଳ ଡ଼ିଭିଜନ ଗଠନ ହେବା ସ୍ୱାଗତଯୋଗ୍ୟ କିନ୍ତୁ ୱାଲଟିୟର ଡ଼ିଭିଜନର ମୁଖ୍ୟାଂଶକୁ ଆନ୍ଧ୍ର ପ୍ରଦେଶରେ ଗଠିତ ହେଉଥିବା ଦକ୍ଷିଣତଟ ରେଳ ଜୋନ୍ (ECoR)ରେ ମିଶାଇବାର ଯଥାର୍ଥତା କ’ଣ ? ଦକ୍ଷିଣତଟ ରେଳ ଜୋନ୍ (ECoR) ଯାହା ଆନ୍ଧ୍ର ପ୍ରଦେଶରେ ନୂତନ ଭାବେ ପ୍ରତିଷ୍ଠା ହେବାକୁ ଯାଉଛି ।

ସେହି ଜୋନ୍‌ରେ ୩ଟି ଡ଼ିଭିଜନ ଅଛି – ବିଜୟୱାଡ଼ା, ଗୁନ୍‌ଟୁର, ଗୁନ୍‌ଟାକଲ ଡ଼ିଭିଜନକୁ ନେଇ ଗଠିତ ହେବାରେ କୌଣସି ଆପତିି ନାହିଁ କିନ୍ତୁ ପୂର୍ବତଟ ରେଳ ଜୋନ୍‌(ECoR)ରୁ ୱାଲଟିୟର ଡ଼ିଭିଜନକୁ ନେଇ ଦକ୍ଷିଣତଟ ରେଳ ଜୋନ୍ (ECoR)ରେ ମିଶାଇବାର ଯଥାର୍ଥତା କ’ଣ ? ଯଦ୍ୱାରା ପୂର୍ବତଟ ରେଳ ଜୋନ୍ (ECoR) ଯାହା ଦେଶର ୧ ନମ୍ବର ରେଳ ଜୋନ୍ ତାହା ୧୦ ନମ୍ବରକୁ ଖସିଯିବ । ପୂର୍ବତଟ ରେଳ ଜୋନ୍ (ECoR) ୧୯୯୬ ମସିହା ଠାରୁ ଆଜି ପର୍ଯ୍ୟନ୍ତ ଭାରତୀୟ ରେଳକୁ ପ୍ରାୟ ୩ ଲକ୍ଷ କୋଟି ଟଙ୍କା ଲାଭ ଦେଇଛି । ଦେଶର ୧ ନମ୍ବର ରେଳ ଜୋନ୍ ଯିଏ ପ୍ରତି ବର୍ଷ ୨୦ ରୁ ୨୫ ହଜାର କୋଟି ଟଙ୍କାର ଲାଭ ଦେଇ ଚାଲିଛି ା

ଏହି ୱାଲଟିୟର ଡ଼ିଭିଜନ ଏଥିରୁ ଅଲଗା ହେଲେ ପୂର୍ବତଟ ରେଳ ଜୋନ୍‌ (ECoR) ଏକ ପ୍ରକାର ପଙ୍ଗୁ ହୋଇଯିବ । ଦେଶର ଏକତା ଓ ଭାଇଚାରାକୁ ଆଗକୁ ନେବାରେ ରେଳବାଇ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଚାଲିଛି । ରେଳ ଜୋନ୍ ପ୍ରତିଷ୍ଠାକୁ ରାଜ୍ୟ କୈନ୍ଦ୍ରିକ କରିବା ଦ୍ୱାରା କେବଳ ରେଳବାଇ ପାଇଁ ନୁହେଁ, ଏହା ଦେଶ ପାଇଁ ଆଦୌ ଉଚିତ୍ ନୁହେଁ । ଯଦ୍ୱାରା ଆଞ୍ଚଳିକ ବିବାଦ ରାଜ୍ୟ-ରାଜ୍ୟ ମଧ୍ୟରେ ସୃଷ୍ଟି ହେବ ା ରାଜ୍ୟର ମୁଖ୍ୟମନ୍ତ୍ରୀ ଭାବେ ରାଜ୍ୟର ବୃହତ୍ତର ସ୍ୱାର୍ଥ ପାଇଁ ୱାଲଟିୟର ଡ଼ିଭିଜନକୁ ଆନ୍ଧ୍ର ପ୍ରଦେଶର ଚାପରେ ଆନ୍ଧ୍ରର ନୂତନ ରେଳ ଜୋନ୍‌ରେ ମିଶାଇ ପୂର୍ବତଟ ରେଳ ଜୋନ୍ (ECoR)କୁ ପଙ୍ଗୁ କରାନଯାଉ ଏହାକୁ ଦୃଢ଼ ଭାବେ ପ୍ରଧାନମନ୍ତ୍ରୀଙ୍କ ଦୃଷ୍ଟିକୁ ଆଣନ୍ତୁ । ଯଦି ପ୍ରଧାନମନ୍ତ୍ରୀ ଏ ପ୍ରସ୍ତାବକୁ ଗ୍ରହଣ ନ କରୁଛନ୍ତି, ତେବେ ଓଡ଼ିଶାର ଯେଉଁ ଅଞ୍ଚଳ ଯଥା – ସୁନ୍ଦରଗଡ଼ – ଝାରସୁଗୁଡ଼ା – ମୟୁରଭଞ୍ଜ ଏବଂ ବାଲେଶ୍ୱର ଜିଲ୍ଲାକୁ ପୂର୍ବତଟ ରେଳ ଜୋନ୍ (ECoR)ରେ ଏକତ୍ର କରି ଓଡ଼ିଶାରେ ଏକ ନୂତନ ଡ଼ିଭିଜନ ପ୍ରତିଷ୍ଠା କରାଯାଉ । ଏସମ୍ପର୍କରେ ଓଡ଼ିଶା ବିଧାନସଭାର ଏକ ସ୍ୱତନ୍ତ୍ର ବୈଠକ ଡ଼ାକି ତୁରନ୍ତ ଏକ ପ୍ରସ୍ତାବ ଗ୍ରହଣ କରାଯାଉ ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ଜିଲ୍ଲାପାଳ ଓ ଆରକ୍ଷୀ ଅଧୀକ୍ଷକଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି

ଜିଲ୍ଲାପାଳ ଓ ଆରକ୍ଷୀ ଅଧୀକ୍ଷକଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି

June 30, 2026
ରଥଖଳାରେ ରଥନିର୍ମାଣ ଶୈଳୀ ଦେଖିଲେ ମୂଖ୍ଯମନ୍ତ୍ରୀ

ରଥଖଳାରେ ରଥନିର୍ମାଣ ଶୈଳୀ ଦେଖିଲେ ମୂଖ୍ଯମନ୍ତ୍ରୀ

June 30, 2026
ଜଗନ୍ନାଥଙ୍କୁ ପଛ କରି ଭକ୍ତଙ୍କୁ ଦର୍ଶନ ଦେଲେ ମନ୍ତ୍ରୀ

ଜଗନ୍ନାଥଙ୍କୁ ପଛ କରି ଭକ୍ତଙ୍କୁ ଦର୍ଶନ ଦେଲେ ମନ୍ତ୍ରୀ

June 30, 2026
ପୋଲିସ ପକ୍ଷରୁ ବୃଦ୍ଧ ବୃଦ୍ଧା ଓ ଭିନ୍ନକ୍ଷମ ମାନଙ୍କୁ ଦର୍ଶନ

ପୋଲିସ ପକ୍ଷରୁ ବୃଦ୍ଧ ବୃଦ୍ଧା ଓ ଭିନ୍ନକ୍ଷମ ମାନଙ୍କୁ ଦର୍ଶନ

June 30, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ଜିଲ୍ଲାପାଳ ଓ ଆରକ୍ଷୀ ଅଧୀକ୍ଷକଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି

ଜିଲ୍ଲାପାଳ ଓ ଆରକ୍ଷୀ ଅଧୀକ୍ଷକଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି

June 30, 2026
ରଥଖଳାରେ ରଥନିର୍ମାଣ ଶୈଳୀ ଦେଖିଲେ ମୂଖ୍ଯମନ୍ତ୍ରୀ

ରଥଖଳାରେ ରଥନିର୍ମାଣ ଶୈଳୀ ଦେଖିଲେ ମୂଖ୍ଯମନ୍ତ୍ରୀ

June 30, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version