• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ମହିଳା ଆଦିବାସୀ ୱାର୍ଡମେମ୍ବର ଉପରେ ଆକ୍ରମଣ ; ଜଗଦଳପୁର ଥାନାରେ ଅଭିଯୋଗ

Proprietor Abhimanyu Maharana by Proprietor Abhimanyu Maharana
August 21, 2020
in ଓଡ଼ିଶା
0
ମହିଳା ଆଦିବାସୀ ୱାର୍ଡମେମ୍ବର ଉପରେ ଆକ୍ରମଣ ; ଜଗଦଳପୁର ଥାନାରେ ଅଭିଯୋଗ
Share on FacebookShare on TwitterWhatsapp

ଓଡ଼ିଶା ତାଜା ନ୍ୟୁଜ୍ (୨୧ ଅଗଷ୍ଟ ଶୁକ୍ରବାର) ବରଗଡ଼ :– ବରଗଡ଼ ଜିଲ୍ଲା ଜଗଦଳପୁର ଥାନା ଅନ୍ତର୍ଗତ ବାଦିକଟା ଗ୍ରାମର ଜନୈକ ଆଦିବାସୀ ୱାର୍ଡ ମେମ୍ବର ଶ୍ରୀମତୀ ଜୟ କୁମାରୀ ମାଝୀ ଓ ତାଙ୍କ ସ୍ବାମୀଙ୍କ ଉପରେ ଘରକୁ ପଶି ଗ୍ରାମର କିଛି ପ୍ରଭାବଶାଳୀ ବ୍ଯକ୍ତି ଆକ୍ରମଣ କରିଥିବା ବେଳେ ଜଗଦଳପୁର ଥାନାରେ ଗତ ତା ୧୯/ ୮  ରିଖ ଦିନ ଏକ ଅଭିଯୋଗ ଦାଖଲ ହୋଇଛି  । ଘଟଣା ରୁ ଜଣା ଯାଇଛି ଯେ , ବାଦିକଟା ଗ୍ରାମରେ ଟ୍ରାନ୍ସଫର ପୋଡି ଯାଇଥିବା ଓ ଟଙ୍କା ଅସୁଲି କରୁଥିବା କଥା କୁ ନେଇ ଶ୍ରୀ ମତୀ ଜୟ କୁମାରୀ ମାଝୀଙ୍କ ସ୍ବାମୀ ଶ୍ରୀ କୁଂଜ ବିହାରୀ ମାଝୀ ପ୍ରତିବାଦ କରିବାରୁ ତାଙ୍କ ଘରକୁ ଯାଇ ଗ୍ରାମର ସରପଞ୍ଚ ଡମ୍ବରୁଧର ପ୍ରଧାନ,ନରେନ୍ଦ୍ର ପ୍ରଧାନ, ଅଶୋକ ପ୍ରଧାନ, ପ୍ରକାଶ ପ୍ରଧାନ,ଶରତ ପ୍ରଧାନ ଆଦି ତାଙ୍କ ସ୍ବାମୀଙ୍କୁ ମାଡିପିଟ କରିବା ସହ ଜୟ କୁମାରୀ ମାଝୀଙ୍କୁ ମଧ୍ୟ ବେଇଜ୍ବତ କରିଥିବା ନେଇ ଶ୍ରୀ ମତୀ ମାଝୀ ଜଗଦଳପୁର ଥାନାକୁ ଯାଇ ରିପୋର୍ଟ ଦେଇଛନ୍ତି  । ଏହି କେଶ୍ କୁ ଭିନ୍ନ ମୋଡ ଦେବା ପାଇଁ ଗାଁ ର ମୁଖିଆ ମାନେ ମଧ୍ୟ ଏକ ରିପୋର୍ଟ ଦେଇଥିବା ଜଣାଯାଇଛି  । ୱାର୍ଡ ମେମ୍ବର ଶ୍ରୀ ମତୀ ଜୟ କୁମାରୀ ମାଝୀ କୁହନ୍ତି ଯେ , ସରପଞ୍ଚ ନିଜ ମନ ଇଚ୍ଛା ମାଛ ଚାଷର ନିଲାମ କରିବା,ଟଙ୍କା ନେଇ ପ୍ରଧାନମନ୍ତ୍ରୀ ଆବାସ ବାଣ୍ଟିବା, ପଞ୍ଚାୟତ ଅର୍ଥ କୁ  ମନମାନି ଖର୍ଚ୍ଚ କରିବା ଆଦିକୁ ସେ ବାରମ୍ବାର ପ୍ରତିବାଦ କରିବାରୁ ସରପଞ୍ଚ ଗାଁର କିଛି ପ୍ରଭାବଶାଳୀ ଲୋକଙ୍କୁ ନେଇ ତାଙ୍କ ଉପରେ ବାରମ୍ବାର ନିର୍ଯ୍ଯାତନା ଦେଉଛନ୍ତି  ।

ଗତ ଫେବୃୟାରୀ ମାସ ୨୦୧୯ ରେ ମଧ୍ୟ ସେହି ଲୋକ ମାନେ ତାଙ୍କ ଉପରେ ଆକ୍ରମଣ କରିଥିଲେ  । ଜଗଦଳପୁର ଥାନାରେ କେଶ୍ ନଂ ୨୪ / ୧୭ – ୨ – ୨୦୧୯ ରେ ଏଫଆଇଆର କରାଯାଇଥିଲା । ଏମାନେ ଧନୀ ଓ ପ୍ରଭାବଶାଳୀ ହୋଇଥିବାରୁ ସେ ସମୟରେ ମଧ୍ୟ ଜଗଦଳପୁର ପୋଲିସ କୁ ପ୍ରଭାବିତ କରି ଉକ୍ତ କେଶକୁ ଫାଇନାଲ ରିପୋର୍ଟ କରି ଦେଇଥିଲା ।  ପୋଲିସ ପୁଣି ଥରେ ଏ ଘଟଣାର ସମାଧାନ ପାଇଁ ତାଙ୍କ ଉପରେ ଚାପ ପକାଉଥିବାରୁ ବରଗଡ଼ ଏସପି ଦୃଷ୍ଟି ଦେବା ପାଇଁ ୱାର୍ଡ ମେମ୍ବର ଶ୍ରୀମତୀ ଜୟ କୁମାରୀ ମାଝୀ ଅନୁରୋଧ କରିଛନ୍ତି  । ଜଗଦଳପୁର ଥାନାରେ ଅନେକ ବିବାଦୀୟ ଘଟଣା ଚର୍ଚ୍ଚାକୁ ଆସିଛି  ଲହଙ୍ଗେର ଗ୍ରାମର ଶ୍ରୀ ରବିନ୍ଦ୍ର ବରିହା ଙ୍କ ଘର ଉପରେ ଦୁର୍ବୃତ୍ତ ମାନେ ତାଙ୍କ ପରିବାର କୁ ଆକ୍ରମଣ କରିବା ସହ ଗାଡି,ଫ୍ରଜି,ଗଡୋରେଜ,ଟିଭି ଭାଙ୍ଗି ଦେବା ସହ ସୁନା,ରୂପା,ଅଳଙ୍ଗାର ମଧ୍ୟ ଲୁଟି ନେଇଛନ୍ତି  । ଅଗଷ୍ଟ ୮ ତାରିଖ ରୁ ଜଗଦଳପୁର ଥାନାରେ ରିପୋର୍ଟ ହୋଇଥିବା ବେଳେ  ପୋଲିସ ଚୁପ୍ ହୋଇ ବସିଛ  । ରବିନ୍ଦ୍ର ବରିହା ପରିବାର କୁଆଡେ ଗଲେ ତାର ପତ୍ତା ମିଳୁନାହିଁ  ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ଶିକ୍ଷୟତ୍ରୀ ବସନ୍ତ ମଞ୍ଜରୀ ଦେବୀଙ୍କ ସେବା ନିବୃତ ସମ୍ବର୍ଦ୍ଧନା ସଭା

ଶିକ୍ଷୟତ୍ରୀ ବସନ୍ତ ମଞ୍ଜରୀ ଦେବୀଙ୍କ ସେବା ନିବୃତ ସମ୍ବର୍ଦ୍ଧନା ସଭା

June 30, 2026
ଜିଲ୍ଲାପାଳ ଓ ଆରକ୍ଷୀ ଅଧୀକ୍ଷକଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି

ଜିଲ୍ଲାପାଳ ଓ ଆରକ୍ଷୀ ଅଧୀକ୍ଷକଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି

June 30, 2026
ରଥଖଳାରେ ରଥନିର୍ମାଣ ଶୈଳୀ ଦେଖିଲେ ମୂଖ୍ଯମନ୍ତ୍ରୀ

ରଥଖଳାରେ ରଥନିର୍ମାଣ ଶୈଳୀ ଦେଖିଲେ ମୂଖ୍ଯମନ୍ତ୍ରୀ

June 30, 2026
ଜଗନ୍ନାଥଙ୍କୁ ପଛ କରି ଭକ୍ତଙ୍କୁ ଦର୍ଶନ ଦେଲେ ମନ୍ତ୍ରୀ

ଜଗନ୍ନାଥଙ୍କୁ ପଛ କରି ଭକ୍ତଙ୍କୁ ଦର୍ଶନ ଦେଲେ ମନ୍ତ୍ରୀ

June 30, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ଶିକ୍ଷୟତ୍ରୀ ବସନ୍ତ ମଞ୍ଜରୀ ଦେବୀଙ୍କ ସେବା ନିବୃତ ସମ୍ବର୍ଦ୍ଧନା ସଭା

ଶିକ୍ଷୟତ୍ରୀ ବସନ୍ତ ମଞ୍ଜରୀ ଦେବୀଙ୍କ ସେବା ନିବୃତ ସମ୍ବର୍ଦ୍ଧନା ସଭା

June 30, 2026
ଜିଲ୍ଲାପାଳ ଓ ଆରକ୍ଷୀ ଅଧୀକ୍ଷକଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି

ଜିଲ୍ଲାପାଳ ଓ ଆରକ୍ଷୀ ଅଧୀକ୍ଷକଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି

June 30, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version