୧୬ ନଭେମ୍ବର ୨୦୨୪ ( ଓଡ଼ିଶା ତାଜା ନ୍ୟୁଜ୍ ) ଆର,ଉଦୟଗିରି :-> ନୁଆଗଡ ଲକ୍ଷ୍ମୀ ନୃସିଂହ ନୋଡାଲ ବିଦ୍ୟାପିଠ ଠାରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ଶୁସାନ୍ତ କୁମାର ବେହେରାଙ୍କ ତୁତ୍ବାବଧନାରେ ଅନୁଷ୍ଠିତ ହୋଇଥିଲା । ବ୍ଳକର ଭିନ୍ନ ଭିନ୍ନ ବିଦ୍ୟାଳୟରୁ ୫୫ଟି ପ୍ରକଳ୍ପର ପ୍ରତୀଯୋଗିତାରେ ଭାଗ ନେଇଥିଲେ । ଏଥିରେ ତୃତୀୟ ରୁ ପଞ୍ଚମ (ସବ୍ ଜୁନୀୟର, ଷଷ୍ଠ ରୁ ଅଷ୍ଠମ ( ଜୁନୀୟର ) ଏବଂ ନବମ ରୁ ଦଶମ ଶ୍ରେଣୀ ୧୩ଟି ପ୍ରକଳ୍ପ ମନୋନୀତ ହୋଇଥିଲା । ସେଥିରୁ ସିନିୟର ବିଭାଗର ୭ଟି ପ୍ରକଳ୍ପ ଜିଲ୍ଲାସ୍ତରକୁ ମନୋନୀତ ହୋଇଥିଲା ।
















