No Result
View All Result
୧୪ ସେପ୍ଟେମ୍ବର,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଆର, ଉଦୟଗିରି :-> ଗଜପତି ଜିଲ୍ଲା ମୋହନା ବ୍ଲକ ଶିକ୍ଷା ଅଧିକାରୀ କାର୍ଯ୍ୟାଳୟ ର ପିଣ୍ଡିକି କ୍ଲୋଷ୍ଟର ର ନୁଣ୍ଡରୁଗୁଡା ବିଦ୍ୟାଳୟ ପରିଶ୍ୱର ରେ ନୂତନ ସିଆରସିସି ସିମାଞ୍ଚଳ କାର୍ଜୀ ଙ୍କୁ ସ୍ୱାଗତ କରାଯଇଛି ପୁଷ୍ପ ଗଛ ଦେଇ ପୂର୍ବରୁ ଥିବା ସିଆରସିସି ଜୟମ୍ବର ନାୟକ ଙ୍କୁ ବିଦାୟ ସମ୍ବର୍ଦ୍ଧନା କରାଯଇଥିଲା ପୁଷ୍ପ ଗଛ ଦେଇ ଉକ୍ତ କାର୍ଯ୍ୟକ୍ରମ ରେ ବ୍ଲକ ଶିକ୍ଷା ଅଧିକାରୀ ନରେନ୍ଦ୍ର ବେହେରା ବରିଷ୍ଠ ଶିକ୍ଷକ ଶଙ୍କର ପଣ୍ଡା କିରାଣୀ ବିଶ୍ୱ ରଞ୍ଜନ ପ୍ରଧାନ ଯୋଗ ଦେଇଥିବା ବେଳେ କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ l
ନୁଣ୍ଡରୁଗୁଡା ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ସତ୍ୟ ନାରୟଣ ସାହୁ କାର୍ଯ୍ୟକ୍ରମ ରେ କ୍ଲୋଷ୍ଟର ର ସମସ୍ତ ଶିକ୍ଷକ ଉପସ୍ଥିତ ରହିଥିଲେ ବିଦ୍ୟାଳୟ ଗୁଡିକୁ ର ଉର୍ନ୍ନତି କରଣ କରିବା ସହ ଛାତ୍ର ଛାତ୍ରୀ ଙ୍କୁ ବିଦ୍ୟାଳୟ ମୁଆଁ କରିବା ମୁଖ୍ୟ ଲକ୍ଷ୍ୟ ଥିଲା ଜୟମ୍ବର ନାୟକ ଙ୍କ ର ବୋଲି ବ୍ଲକ ଶିକ୍ଷା ଅଧିକାରୀ କହିଥିଲେ ।
No Result
View All Result