No Result
View All Result
୩୧ ଅଗଷ୍ଟ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ପାରଳାଖେମୁଣ୍ଡି :-> ଭୁବନେଶ୍ଵରସ୍ଥିତ ଜୟଦେବ ଭବନଠାରେ ୩୦ ଅଗଷ୍ଟ ୨୪ ତାରିଖରେ ବିଜେପି ପର୍ଯ୍ୟବେକ୍ଷକ କବି ତଥା ସାରସ୍ଵତ ସାଧକ ଶଙ୍କର ପରିଡ଼ା ଏବଂ ବିଶିଷ୍ଟ ବ୍ୟକ୍ତିବିଶେଷ ମାନଙ୍କ ଦ୍ଵାରା ପ୍ରଗତି ମହିଳା ସଂଗଠନର ସମ୍ପାଦିକା ତନୁଜା ଶତପଥୀଙ୍କୁ ସମ୍ବର୍ଧନା ଜ୍ଞାପନ କରାଯାଇଛି। ଗଜପତି ଜିଲ୍ଳାର ଜଣେ ସକ୍ରିୟ ମହିଳା ସଙ୍ଗଠନର ମୁଖ୍ୟ ତଥା ଗୀତ,

ସମାଜସେବୀ ଏବଂ ଲେଖିକା ଭାବେ ଦକ୍ଷତାକୁ ନେଇ ତାଙ୍କୁ ସିଲ୍ ଓ ଉପଢୌକନ ଦେଇ ପୁରସ୍କୃତ କରଯାଇଥିଲା l ଜଣେ ଦକ୍ଷ ମହିଳା ସଂଗଠନର ମୂଖ୍ୟ ଭାବେ ତାଙ୍କୁ ସମ୍ମାନିତ କରାଯାଇଥିବା ଯୋଗୁ ତାଙ୍କୁ ବିଭିନ୍ନ ସାରସ୍ଵତ ଓ ସଂସ୍କୃତିକ ପ୍ରତିଷ୍ଠାନର ଶିଳ୍ପୀ ଏବଂ ବୁଦ୍ଧିଜୀବୀ ଯଥା ବିଚିତ୍ରାନନ୍ଦ ବେବର୍ତ୍ତା, ଲୋକନାଥ ମିଶ୍ର, ମନୋଜ୍ ପଟ୍ଟନାୟକ, ଲିଙ୍ଗରାଜ ପାଣିଗ୍ରାହୀ, ଡ.ଭାରତୀ ପାଣିଗ୍ରାହୀ,ମୂରଲୀଧର ପରିଚ୍ଛା, କଲ୍ପନା ପଟ୍ଟନାୟକ,ସବିତା ପଣ୍ଡିତ ପ୍ରଭୃତି ତନୁଜା ଶତପଥୀ ଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।
No Result
View All Result