୨୪ ଅଗଷ୍ଟ,୨୦୨୪(ଓଡ଼ିଶା ତାଜା ନ୍ୟୁଜ୍ ) ଆର,ଉଦୟଗିରି :-> ଛେଳିଗଡ ମଧ୍ୟମ ଜଳ ପ୍ରକଳ୍ପ ଦ୍ବାରା ବିସ୍ଥାପିତ ସଂଗ୍ରାମ ସମିତି ଏବଂ ଆଁଶିକ କୁ ନେଇ ଓ ଛେଳିଗଡ ଜଳ ପ୍ରକଳ୍ପ ର ମୁଖ୍ୟଯନ୍ତ୍ରୀ ବିରେନ୍ଦ୍ର କୁମାର ଜଗତ, ଶେସାଲ ଏଲୋ ଓ ଏକଜୋନ ଏବଂ ଚାରିଗୋଟି ଗ୍ରାମ ପଞ୍ଚାୟତର ସରପଞ୍ଚ, ସମିତି ସଭ୍ୟ, ଜିଲ୍ଲା ପରିଷଦ କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଥିଲା ଏଭଳି ବାରମ୍ବାର ବୈଠକ ହେଲାଣି ଲୋକଙ୍କର ଥଇଥାନ ହୋଇ ପାରୁନାହିଁ ଯାହା ଗୋମେଣ୍ଟ guide line ରହିଛି ସେହି ଅନୁସାରେ କୌଣସି କାର୍ଯ୍ୟକାରୀତା ହୋଇ ପାରୁନି ।

ପ୍ରକାଶ ଥାଉକି ଜମି ଅଧି ଗ୍ରହଣ ହୋଇ 4 ବର୍ଷ ବିତିଗଲାଣି ତଥାପି ଯାହା ଆମର ଅଧିକାର ରହିଛି ଉଚିତ ପରିମାଣ ରେ କୌଣସି କ୍ଷତି ପୂରଣ ଏବଂ ଥଇଥାନ ଚିହ୍ନ ଟ ହୋଇ ନାହିଁ, ଏହାକୁ ଆଧାର କରି ଆମେ 15 ଦଫା ଦାବି ସରକାରୀ ବେ ସରକାରୀ ଙ୍କୁ ଦରଖାସ୍ତ ମାଧ୍ୟମ ରେ ବାରମ୍ବାର ଦିଆଗଲା କିନ୍ତୁ କର୍ଣପାତ ନ କରି କୌଣସି କାର୍ଯ୍ୟ ସଫଳତା ହୋଇ ପାରୁନି ବିସ୍ଥାପିତ ଚେଳିଗଡ ଅଧିବାସୀ , ବିସ୍ଥାପିତ ଚେତାବନୀ କରୁଛି ଯେ ଆଗାମୀ ଦିନରେ ଯଦି ବିସ୍ଥାପିତଙ୍କୁ ଠିକ୍ ରୂପେ କ୍ଷତି ପୂରଣ ପାଇ ପାରୁନି ତାହାହେଲେ ତୀବ୍ର ରୂପେ ତେଜିବ ବୁଡ଼ି ଅଞ୍ଚଳ ବାସୀ,
















