No Result
View All Result
୧୬ ଅଗଷ୍ଟ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଖୋର୍ଦ୍ଧା ଜିଲ୍ଲା :-> ସ୍ବାଧିନତା ଦିବସ ଅବସରରେ ବିଜେପି ହାଇସ୍କୁଲ ପରିସରରେ ଏକ କୁଇଜ ପ୍ରତିଯୋଗିତାରେ ଟପ୍ପର ହୋଇଥିବା ଭୁଷଣ୍ଡପୁର ହାଇସ୍କୁଲର ର ୧୦ ଶ୍ରେଣୀ ଛାତ୍ର ପ୍ରଶନ୍ନ କୁମାର ସ୍ବାଇଁ ଙ୍କୁ ଜିଲ୍ଲା ପାଳ ଚଞ୍ଚଳ ରଣା ଖୋର୍ଦ୍ଧା ଏସପି ଅଭିଳାଷ କୁମାର ଙ୍କ ଉପସ୍ଥିତ ରେ କୃତି ପ୍ରତିଯୋଗୀ କୁ ସାର୍ଟିଫିକେଟ ଓ ଟ୍ରଫି ପ୍ରଦାନ କରିଥିଲେ।
ଚଳିତ ମାସ ୯ ତାରିଖରେ ୧୦ ଟି ପଞ୍ଚାୟତ ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ଏକ କୁଇଜ୍ ପ୍ରତିଯୋଗୀତା ଭୁଷଣ୍ଡପୁର ହାଇସ୍କୁଲର ପରିସରରେ ଆୟୋଜନ କରାଯାଇଥିଲା ଆୟୋଜନ ହୋଇ ଥିଲା କୃତି ପ୍ରତିଯୋଗୀ ଙ୍କ ମଧ୍ୟରେ ପ୍ରସନ୍ନ କୁମାର ସ୍ବାଇଁ ଟପ୍ପର ହୋଇଥିବା ହୋଇଥିଲେ।ଗଢିଶା ଗଦା ଥାନା ଅନ୍ତର୍ଗତ ବାଦୁରା ବର ଗ୍ରାମ ର ପ୍ରଦିପ କୁମାର ସ୍ବାଇଁ ଙ୍କ ପୁଅ ପ୍ରସନ୍ନ ସ୍ବାଇଁ ଜଣେ ଗରିବ ପରିବାର ହୋଇ ଥିବା ବେଳେ ବାପା ଦିନ ମଜୁରିଆ ଭାବେ କାମ କରନ୍ତି। ଆଗରୁ ବହୁ କାର୍ଯ୍ୟକ୍ରମ ରେ ସାମିଲ ହୋଇ ପୁରସ୍କୃତ ହୋଇଛନ୍ତି। ସ୍ଥାନୀୟ ଅଞ୍ଚଳରେ ଖବର ପାଇ ବା ପରେ ସୁଲ ଅଭିଭାବକ ଓ ସାଙ୍ଗ ସାଥି ମାନଙ୍କ ମଧ୍ୟରେ ବେଶ ଉତ୍ସାହ ଦେଖିବାକୁ ମିଳିଛି।
No Result
View All Result