No Result
View All Result
୧୫ ଅଗଷ୍ଟ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଚିଲିକା :-> ଭାରତୀୟ ଜୀବନ ବୀମା ବାଲୁଗାଁ ଶାଖା କାର୍ଯ୍ୟାଳୟରେ ୭୮ତମ ସ୍ବାଧୀନତା ଦିବସ ପାଳନ କରାଯାଇଛି, ଏହି ଅବସରରେ ଶାଖା ର ଶାଖ ପରିଚାଳକ ଅନୟ କୁମାର ମହାନ୍ତି ଙ୍କ ନେତୃତ୍ୱରେ ପତାକା ଉତ୍ତୋଳନ କରାଯାଇଥିଲା, ସ୍ବାଧୀନତା ଦିବସ ଅବସରରେ ବକ୍ତବ୍ୟ ପ୍ରଦାନ କରିଥିଲେ , ଶାଖା ପରିଚାଳକ ଅନୟ କୁମାର ମହାନ୍ତି,

ଉପ ଶାଖା ପରିଚାଳକ ଆଲୋକ ତିର୍କି,ଉନ୍ନୟନ ଅଧିକାରୀ ପଦ୍ମନାଭ ମାଝୀ, ଚିନ୍ମୟ କୁମାର ପାଣି, ଗଣେଶ ପାତ୍ର, ସହାୟକ ଆସ୍ତିକ କୁମାର ଦଳେଇ, ମୋହିତ କୁମାର ପଟେଲ ,ଲିଆଫି ସଂଘର ସଭାପତି ତ୍ରିଲୋଚନ ସାହୁ ଉକ୍ତ ଉତ୍ସବରେ ଉପସ୍ଥିତ ଥିଲେ ଲିଆଫି ସଂଘ ର ସଂପାଦକ ରତିକାନ୍ତ ସାହୁ, କୋଷାଧ୍ୟକ୍ଷ ଅକ୍ଷୟ କୁମାର ସାହୁ, ଲିଆଫି ଲିଡର ଗ୍ରୁପ ସଦସ୍ୟ ବିନୋଦ କୁମାର ରାଉତରାୟ,

ବାଙ୍କନିଧି ନାୟକ, ନିରଞ୍ଜନ ଗୁମାନ ସିଂ,ଦିଲ୍ଲିପ ସାମନ୍ତସିଂହାର, ଭାଗିରଥି ରଣା ଙ୍କ ସହ ଅଭିକର୍ତ୍ତା, ଅଫିସ କର୍ମଚାରୀ ମାନେ ଉପସ୍ଥିତ ଥିଲେ । ଏହି ଅବସରରେ ସମସ୍ତଙ୍କୁ ଆଜାଦ୍ ମେଡାଲ,ଟ୍ରଫି ପ୍ରଦାନ କରାଯାଇ ସମ୍ମାନୀତ କରାଯାଇଥିଲା । ସର୍ବଶେଷରେ ଜଳଯୋଗାଣ ର ବ୍ୟବସ୍ଥା କରାଯାଇଥିଲା ।

No Result
View All Result