• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ଗାଁ ପରିମଳ ଧୋବା ତୁଠରୁ : ଜିଲ୍ଲା ପରିମଳ ଜିଲ୍ଲାପାଳଙ୍କ କାର୍ଯ୍ଯାଳୟ ପରିସରରୁ

Proprietor Abhimanyu Maharana by Proprietor Abhimanyu Maharana
July 23, 2024
in ଓଡ଼ିଶା, ପୁରୀ, ହୋମ୍
0
ଗାଁ ପରିମଳ ଧୋବା ତୁଠରୁ : ଜିଲ୍ଲା ପରିମଳ ଜିଲ୍ଲାପାଳଙ୍କ କାର୍ଯ୍ଯାଳୟ ପରିସରରୁ
Share on FacebookShare on TwitterWhatsapp

୨୩ ଜୁଲାଇ ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ପୁରୀ  :-> ଗାଁ ପରିମଳ ଧୋବା ତୁଠରୁ । ଜିଲ୍ଲା ପରିମଳ ଜିଲ୍ଲାପାଳଙ୍କ କାର୍ଯ୍ଯାଳୟ ପରିସରରୁ ଜଣାପଡୁଛି । ସୋମବାର ଓ ମଙ୍ଗଳବାର ଦୁଇଦିନ ଲାଗି ରହିଛି । କଚେରି ବିଦ୍ୟୁତ କାର୍ଯ୍ଯାଳୟ ଠାରୁ ଓକିଲ ସଂଘ କାର୍ଯ୍ଯାଳୟ ପର୍ଯ୍ୟନ୍ତ ପ୍ରାୟ ପାଞ୍ଚ ଶହ ଫୁଟ ରାସ୍ତା ଜଳମଗ୍ନ ହୋଇଯାଉଛି । ଡ୍ରେନରେ ପାଣି ନିଷ୍କାସନ ସୁବିଧା ନଥିବାରୁ ପାଣି ଲହଡି ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ନିକଟରେ ଥିବା ଡ୍ରେନରେ ପଡୁଛି । ସେହିପରି ହତା ମଧ୍ଯରେ ଥିବା ଦୁଇଟି ଜଳ ସଂରକ୍ଷଣ ଟାଙ୍କି ନିର୍ମାଣ ହୋଇଥିଲେ ମଧ୍ଯ ଜାଲିରେ ପଲିଥିନ ଲାଗିବା ଯୋଗୁ ପାଣି ଯାଉନାହିଁ ।

ଚଟଣି ଭୋଜନାଳୟ ନିକଟକୁ ଯାଉଥିବା ଭିନ୍ନକ୍ଷମ ମହିଳା ମାନେ ଘୋର ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଜଳ ସଂରକ୍ଷଣ ଟାଙ୍କି ନିକଟରେ ଅନାବନା ଗଛ ଓ ଘାସ ଥିବାରୁ ଦିନରେ ମାଛି ଓ ରାତିରେ ମଶା ହେଉଛନ୍ତି । ଏନଆଇସି କାର୍ଯ୍ୟାଳୟ ଗେଟ ନିକଟରେ ୨୦ଟି ଓସ୍ତଗଛ ଓ ୩ଫୁଟିଆ ଘାସ ବୁଦା ଆକାରରେ ରହିଛି । ଅନ୍ଯପଟେ ବେଲ ଗଛ ଉଠିଥିବାରୁ ବେଲଗଛ କଣ୍ଟା ଲାଗି ମହିଳାମାନଙ୍କ ଶାଢୀ ଚିରି ଯାଉଥିବା ଅଭିଯୋଗ ହେଉଛି ।

ପରିମଳ କର୍ମଚାରୀ ଅଳ୍ପ ଟିକିଏ ସଫା କରି ପଳାଉଥିବା ଅଭିଯୋଗ ହେଉଛି । ସେହିପରି ପୁରୁଣା ଲଜିଂହାଉସ ଫଣ୍ଡ କାନ୍ଥକୁ ଲାଗି ଅଳିଆ ଆବର୍ଜନା ଗଦା ହୋଇ ସରୀସୃପଙ୍କ ବାସସ୍ଥଳୀ ପାଲଟିଛି । କିଛି ମାସ ତଳେ ଗୋଟିଏ ଢାମଣା ସାପ ମୋହରିର ଖାନା ଭିତରେ ପସି ଯାଇଥିଲା । ପ୍ରତିଦିନ ଜିଲ୍ଲାପାଳଙ୍କ କର୍ମଚାରୀ, ଶହ ଶହ ଆଇନଜୀବୀ, ମୋହରିର ଓ ଦୈନିକ କାର୍ଯ୍ଯାଳୟକୁ ଆସୁଥିବା ଲୋକମାନେ ପ୍ଯାଣ୍ଟ ଓ ଲୁଗା ଉପରକୁ ଧରି ଯାଆସ କରୁଥିବା ଦେଖିବାକୁ ମିଳୁଛି । ତୁରନ୍ତ ଏହି ସବୁ ସମସ୍ଯାର ସମାଧାନ କରିବାକୁ ବୁଦ୍ଧିଜୀବୀ ମହଲରେ ଦାବି ହେଉଛି ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ଗୃହନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ରାଜ୍ୟସ୍ତରୀୟ ସହରାଞ୍ଚଳ ଜନସମ୍ପର୍କ ଓ ନାଗରିକ ସହଭାଗିତା କାର୍ଯ୍ୟକ୍ରମର ଶୁଭାରମ୍ଭ

ଗୃହନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ରାଜ୍ୟସ୍ତରୀୟ ସହରାଞ୍ଚଳ ଜନସମ୍ପର୍କ ଓ ନାଗରିକ ସହଭାଗିତା କାର୍ଯ୍ୟକ୍ରମର ଶୁଭାରମ୍ଭ

June 25, 2026
ଶିକ୍ଷା ବ୍ଯବସ୍ଥାରେ ଅର୍ଥ ଶୋଷଣ ଚାକିରି ଆଶାୟୀଙ୍କ ଜୀବନ ସହ ଖେଳୁଛି ସରକାର

ଶିକ୍ଷା ବ୍ଯବସ୍ଥାରେ ଅର୍ଥ ଶୋଷଣ ଚାକିରି ଆଶାୟୀଙ୍କ ଜୀବନ ସହ ଖେଳୁଛି ସରକାର

June 25, 2026
ହୋଟେଲ ମାଲିକଙ୍କୁ ହତ୍ଯା ଅଭିଯୁକ୍ତକୁ ପୋଲିସ ର ଏନକାଉଣ୍ଟର

ହୋଟେଲ ମାଲିକଙ୍କୁ ହତ୍ଯା ଅଭିଯୁକ୍ତକୁ ପୋଲିସ ର ଏନକାଉଣ୍ଟର

June 25, 2026
ସ୍ୱାବଲମ୍ବୀ ଯୁବ ସମୃଦ୍ଧ ଓଡ଼ିଶା ସମାବେଶ ଅନୁଷ୍ଠିତ

ସ୍ୱାବଲମ୍ବୀ ଯୁବ ସମୃଦ୍ଧ ଓଡ଼ିଶା ସମାବେଶ ଅନୁଷ୍ଠିତ

June 25, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ଗୃହନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ରାଜ୍ୟସ୍ତରୀୟ ସହରାଞ୍ଚଳ ଜନସମ୍ପର୍କ ଓ ନାଗରିକ ସହଭାଗିତା କାର୍ଯ୍ୟକ୍ରମର ଶୁଭାରମ୍ଭ

ଗୃହନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ରାଜ୍ୟସ୍ତରୀୟ ସହରାଞ୍ଚଳ ଜନସମ୍ପର୍କ ଓ ନାଗରିକ ସହଭାଗିତା କାର୍ଯ୍ୟକ୍ରମର ଶୁଭାରମ୍ଭ

June 25, 2026
ଶିକ୍ଷା ବ୍ଯବସ୍ଥାରେ ଅର୍ଥ ଶୋଷଣ ଚାକିରି ଆଶାୟୀଙ୍କ ଜୀବନ ସହ ଖେଳୁଛି ସରକାର

ଶିକ୍ଷା ବ୍ଯବସ୍ଥାରେ ଅର୍ଥ ଶୋଷଣ ଚାକିରି ଆଶାୟୀଙ୍କ ଜୀବନ ସହ ଖେଳୁଛି ସରକାର

June 25, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version