• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ମୋହନା ନିର୍ବାଚନ ମଣ୍ଡଳୀର ରାଜନୀତି ହାଲଚାଲ୍

Proprietor Abhimanyu Maharana by Proprietor Abhimanyu Maharana
February 26, 2024
in ଓଡ଼ିଶା, ଗଜପତି, ଦେଶ, ହୋମ୍
0
ମୋହନା ନିର୍ବାଚନ ମଣ୍ଡଳୀର ରାଜନୀତି ହାଲଚାଲ୍
Share on FacebookShare on TwitterWhatsapp

୨୬ ଫେବୃଆରୀ ୨୦୨୪ (ଓଡିଶା ତାଜ଼ା ନ୍ୟୁଜ) ଆର,ଉଦୟଗିରି :- ୨୦୨୪ ନିର୍ବାଚନ ପାଇଁ ମୋହନା ନିର୍ବାଚନ ମଣ୍ଡଳୀ ର ବିଭିନ୍ନ ଦଳ ମାନଙ୍କ ମଧ୍ୟରେ ଅଙ୍କ କଷାକଷି ଜୋର ଧରିଛି, ଧିରେ ଧିରେ ଦଳ ମାନଙ୍କ ମଧ୍ୟରେ ଟିକେଟ ପାଇଁ ଆଶାୟୀ ଙ୍କ ସଖ୍ୟା ବଢ଼ିବାରେ ଲାଗିଛି, ସେଥି ମଧ୍ୟରୁ ବିଜୁ ଜନତା ଦଳର କଥା ନ କହିବା ଭଲ ।ଏ କଥା ମୁଁ କହୁନି ଆଜ୍ଞା,ମୋହନା ରାଜନୀତି ର ହାଲଚାଲ୍ କହୁଛି ।ବିଭିନ୍ନ ମହଲରେ ଆଲୋଚନା ହେଉଛି ଏଇ ୨୦୨୪ ନିର୍ବାଚନରେ ପ୍ରାୟତଃ ଅତି କମରୁ ୭ ରୁ ୮ଜଣ ବିଧାୟକ ଟିକେଟ ପାଇଁ ଆଶାବାଦୀ ଅଛନ୍ତି ।କିନ୍ତୁ ଦଳର ସୁପ୍ରିମ କାହା ଉପରେ ଆସ୍ଥା ପ୍ରକଟ କରି ଟିକେଟ ଦେବେ ତାହା ତ ସମୟ କହିବ କିନ୍ତୁ ଜନସାଧାରଣ ଙ୍କ ମତରେ ଏତେ ସଖ୍ୟା ରେ ଟିକେଟ ପାଇଁ ଆଶା ପ୍ରକଟ କରି ଥିବାରୁ ଦଳ ପାଇଁ ପ୍ରଭାବ ଉପୁଜିଲା ଭଳି ମନେ ହେଉଛି ।ଏଇ ଯେମିତି କିଛି ଦିନ ତଳେ ବିଭିନ୍ନ ସୋସିଆଲ ମିଡ଼ିଆ ତଥା କେତେକ ପତ୍ର ପତ୍ରିକାରେ ସ୍ଥାନ ପାଇଛି ଯେ ବିଜୁ ଜନତା ଦଳର କିଛି କର୍ମୀ ବିଜୁ ଜନତା ଦଳର ସଭାପତି ଙ୍କ ଅଗୋଚରରେ ସଭା ସମିତି କରୁଛନ୍ତି ।କିନ୍ତୁ ବାସ୍ତବରେ କଥାଟା କାନକୁ ଅଡ଼ୁଆ ଲାଗୁଥିଲେ ମଧ୍ୟ ସତ୍ୟ ତା ଥିଲା ଭଳି ମନେ ହେଉଛି ।ଦଳ ମଧ୍ୟରେ ଏପରି କାର୍ଯ୍ୟ ଯୋଗୁଁ ଜନସାଧାରଣ ଙ୍କ କହିବା ଅନୁଯାୟୀ ଦଳ ବାଟରେ ପଡ଼ି ହାଟରେ ଗଡ଼ିବା ଭଳି ଏକ ପ୍ରକାର ନଜରକୁ ଆସିଛି ।ଏଭଳି ପରିସ୍ଥିତିରେ ମୋହନା ନିର୍ବାଚନ ମଣ୍ଡଳୀ ର ବର୍ତ୍ତମାନ ର ଙ୍କଗ୍ରେସ ବିଧାୟକ ଙ୍କ ସ୍ଥିତି ମଜ୍ ଭୁତ୍ ଥିବା ଭଳି ମନେ ହେଉଛି ।କାରଣ ସେହି ଏକାକୀ ଙ୍କଗ୍ରେସ ଟିକେଟ ଆଣି ୨୦୨୪ ରେ ନିର୍ବାଚନ ପାଇଁ ପୁର୍ନବାର ବିଧାୟକ ଆସନ ବାଜିମାରି ନେବେ ବୋଲି ଏକ ପ୍ରକାର ସ୍ଥିର ହେଲା ଭଳି ଜନସାଧାରଣ ଙ୍କ ମଧ୍ୟରେ ଆଲୋଚନା ହେଉଛି । ସେହିପରି ମୋହନା ନିର୍ବାଚନ ମଣ୍ଡଳୀ ରେ ଭାରତୀୟ ଜନତା ପାର୍ଟି ମଧ୍ୟ ୨୦୨୪ ପାଇଁ ତାର ରଣନୀତି ପ୍ରସ୍ତୁତ ଆରମ୍ଭ କରିଛନ୍ତି ।ଜନସାଧାରଣ ଙ୍କ କହିବା ଅନୁଯାୟୀ ଏହି ଦଳ ରେ ମଧ୍ୟ ୪ ରୁ ୫ ଜଣ ଟିକେଟ ପାଇଁ ଆଶାବାଦୀ ଅଛନ୍ତି ।କିନ୍ତୁ ସମୟ ଅନୁଯାୟୀ ଦଳର ସାଙ୍ଗଠନିକ ଦାୟିତ୍ଵ ରେ ଥିବା ସୁପ୍ରିମ ଟିକେଟ କାହାକୁ ଦେବେ ନଦେବେ ସେ ସ୍ଥିର କରିବେ ।କିନ୍ତୁ ପାଠକେ ଆପଣ ମାନେ ଯଦିଓ ମୋହନା ନିର୍ବାଚନ ମଣ୍ଡଳୀ ର ରାଜନୀତି କୁ ବିଶ୍ଳେଷଣ କରି ଦେଖି ବେ ଏହି ନିର୍ବାଚନ ମଣ୍ଡଳୀ ରେ କେବଳ ଗୋଟିଏ ଥର ହିଁ ବିଧାୟକ ଆସନ ଅକ୍ତିଆର କରିଛନ୍ତି ।ତେଣୁ ବିଗତ ତ୍ରିସ୍ତରୀୟ ପଞ୍ଚାୟତ ସ୍ଥରରେ ମଧ୍ୟ ଉଭୟ ଙ୍କଗ୍ରେସ ଓ ବିଜୁ ଜନତା ଦଳ ମଧ୍ୟରେ ଛକାପଞ୍ଚା ଲାଗି ରହିଛି । କିନ୍ତୁ ଭାରତୀୟ ଜନତା ପାର୍ଟି କୁ ଆସନ ଆଣିବାକୁ ହେଲେ ତିଖ୍ଣ ରଣକୌଶଳ ର ଆବଶ୍ୟକତା ଥିଲା ଭଳି ମନେ ହେଉଛି ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ଏନଏସଇ ପକ୍ଷରୁ ଇଲେକ୍‌ଟ୍ରୋନିକ ଗୋଲ୍ଡ ରିସିପ୍ଟ ର ଶୁଭାରମ୍ଭ

ଏନଏସଇ ପକ୍ଷରୁ ଇଲେକ୍‌ଟ୍ରୋନିକ ଗୋଲ୍ଡ ରିସିପ୍ଟ ର ଶୁଭାରମ୍ଭ

May 6, 2026
ରାଜ୍ୟସ୍ତରୀୟ ବୁଦ୍ଧିଜୀବି ସମ୍ମିଳନୀ ୨୦୨୬ – ଅନୁଷ୍ଠିତ

ରାଜ୍ୟସ୍ତରୀୟ ବୁଦ୍ଧିଜୀବି ସମ୍ମିଳନୀ ୨୦୨୬ – ଅନୁଷ୍ଠିତ

May 6, 2026
ପ୍ରେମରେ ପ୍ରତାରଣା : ଗର୍ଭବତୀ ପ୍ରେମିକାକୁ ନିର୍ମମ ହତ୍ୟା କଲା ପ୍ରେମିକର ଭାଇ – ପୁଲିସର ଛାନଭିନ

ପ୍ରେମରେ ପ୍ରତାରଣା : ଗର୍ଭବତୀ ପ୍ରେମିକାକୁ ନିର୍ମମ ହତ୍ୟା କଲା ପ୍ରେମିକର ଭାଇ – ପୁଲିସର ଛାନଭିନ

May 5, 2026
ହାଇଟେକ୍‌ର ଆଲାଏଡ୍‌ ଛାତ୍ରଛାତ୍ରୀ ଦେଶରେ ଶ୍ରେଷ୍ଠ ପାରାମେଡିକାଲ୍ ଷ୍ଟାଫ୍ ହେବେ – ଡକ୍ଟର ତିରୁପତି ପାଣିଗ୍ରାହୀ

ହାଇଟେକ୍‌ର ଆଲାଏଡ୍‌ ଛାତ୍ରଛାତ୍ରୀ ଦେଶରେ ଶ୍ରେଷ୍ଠ ପାରାମେଡିକାଲ୍ ଷ୍ଟାଫ୍ ହେବେ – ଡକ୍ଟର ତିରୁପତି ପାଣିଗ୍ରାହୀ

May 5, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ଏନଏସଇ ପକ୍ଷରୁ ଇଲେକ୍‌ଟ୍ରୋନିକ ଗୋଲ୍ଡ ରିସିପ୍ଟ ର ଶୁଭାରମ୍ଭ

ଏନଏସଇ ପକ୍ଷରୁ ଇଲେକ୍‌ଟ୍ରୋନିକ ଗୋଲ୍ଡ ରିସିପ୍ଟ ର ଶୁଭାରମ୍ଭ

May 6, 2026
ରାଜ୍ୟସ୍ତରୀୟ ବୁଦ୍ଧିଜୀବି ସମ୍ମିଳନୀ ୨୦୨୬ – ଅନୁଷ୍ଠିତ

ରାଜ୍ୟସ୍ତରୀୟ ବୁଦ୍ଧିଜୀବି ସମ୍ମିଳନୀ ୨୦୨୬ – ଅନୁଷ୍ଠିତ

May 6, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version