ଆସି ପିଟିଥିବା ଅଭିଯୋଗ ହୋଇଛି। ଖବର ପାଇ ପରିବାର ଲୋକ ଚିକିତ୍ସା ପାଇଁ ଖୋର୍ଦ୍ଧା ମେଡିକାଲ କୁ ନେଇଥିଲେ। ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ।ଏ ସଂପର୍କରେ ଅକ୍ଷୟ ଙ୍କ ପିତା ବିଜୟ ବଳିୟାର ସିଂହ ଜଙ୍କିଆ ଥାନା ରେ ଲିଖିତ ଅଭିଯୋଗ କରିବା ସହ ବୋଲେରୋ ଗାଡ଼ି ଡ୍ରାଇଭର ବିରୁଦ୍ଧରେ ଦୃଢ଼ କାର୍ଯାନୁଷ୍ଠାନ ଗ୍ରହଣ କରିବା ପାଇଁ ନିବେଦନ କରିଛନ୍ତି। ଦୁର୍ଘଟଣା ଘଟାଇ ଥିବା ବୋଲେରୋ ଗାଡ଼ି ନମ୍ବର ହେଲା OD 02 BM6864.

© 2023 Odisha Taza News.