No Result
View All Result
୧୦ ଫେବୃଆରୀ ୨୦୨୪ (ଓଡିଶା ତାଜା ନିୟୁଜ) ଖୋର୍ଦ୍ଧା :- କଂଗ୍ରେସ ନେତା ରାହୁଳ ଗାନ୍ଧୀଙ୍କ ନାମରେ ଥାନାରେ ଏତଲା।ଦୁଇଦିନ ପୂର୍ବରୁ କଂଗ୍ରେସ ନେତା ରାହୁଳ ଗାନ୍ଧୀ ଓଡିଶା ଆସିଥିଲେ।ଓଡିଶା ଆସି ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଓବିସି ଜାତି ତେଲି ଜାତିକୁ କଟୁ ଭାଷାରେ ଆକ୍ଷେପ କରିବା ପରେ ସାରା ଓଡିଶାରେ ଓବିସି ମୋର୍ଚ୍ଚା ପକ୍ଷରୁ ବିରୋଧ କରାଯାଇଛି।ଖୋର୍ଦ୍ଧା ଜିଲ୍ଲା ଟାଗିଂ ବ୍ଲକ ସରପାରୀ ଗ୍ରାମର ଓବିସି ତେଲି ଜାତିର ସୁଦାମ ଚରଣ ସାହୁ ଆଜି ରାହୁଳ ଗାନ୍ଧୀଙ୍କ ବିରୋଧରେ ଜଂକିଆ ଥାନାରେ ଏତଲା ଦାୟର କରିଛନ୍ତି।

No Result
View All Result