ନିର୍ବବାଦୀୟ, ସାଧାରଣ ଲୋକ ଙ୍କର ସୁଖ, ଦୁଃଖର ସାଥି ପ୍ରାକୃତିକ ବିପର୍ଯୟ, ବୈବିଦୁର୍ବିପାକ, ଦୁର୍ଘଟଣା ସ୍ଥଳ, ଡାକ୍ତରଖାନା ଏବଂ ମଶାଣି ଭୁଇଁରେ ସମୟ ଓ ଅସମୟରେ ପାଖରେ ଛିଡା ହୋଇ ନିଜସ୍ୱ ହାତ ପାଣ୍ଠି ରୁ ଯଥା ସମ୍ଭବ ଆର୍ଥିକ ସହଯୋଗ ର ହାତ ବଢ଼ାଉଥିବା ସମାଜ ସେବୀ ଦୃଢମନା ନେତ୍ରୀ ବାସନ୍ତୀ ଙ୍କୁ ପ୍ରତିଟି ୱାର୍ଡ ରେ ଜନସାଧାରଣ ଙ୍କ ଦ୍ୱାରା ଫୁଲ ଚନ୍ଦନ ଆଦି ଦେଇ ଊଛ୍ୱଷିତ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା l ଏହି ବାଇକ ଶୋଭାଯାତ୍ରା ର ନେତୃତ୍ୱ ନେଇଥିଲେ ବିଜେଡି ର ଛାମୁଆ କର୍ମୀ କଂପୁର ଗ୍ରା. ପ. ର ନରୋତମ ପାଇକରାୟ, ସୋମନାଥ ବଳିୟାରସିଂହ, ବାସୁଦେବ କଳସ ଏବଂ ଶୈଳେଶ କୋଦମାସିଂହ, ଗୋଡିପଡା ଗ୍ରା. ପ. ର ଉମେଶ ରାୟ, ସୁଜିତ ମାର୍ଥା, ଅଭିମନ୍ୟୁ ପ୍ରଧାନ ଏବଂ ଦୀପକ ମହାରଣା, ଜଙ୍କିଆ ଗ୍ରା. ପ. ର କୁନା ଜେନା, ତପନ ଶ୍ରୀଚନ୍ଦନ ଏବଂ ଦୀପକ ବେହେରା, ତାପଙ୍ଗ ଗ୍ରା. ପ. ର ମନୋଜ ପରିଡା, ରାଧାକାନ୍ତ ବାରିକ, ମମୁଲ ସଲିମ ଏବଂ କମଳାକାନ୍ତ ଛୁଆଳସିଂହ, ଧଉଳିମୁହଁ ଗ୍ରା. ପ. ର ସୁଧୀର ବରାଳ, ହେମନ୍ତ ବେହେରା, ନିର୍ମଳ ମହାରଣା ଏବଂ କାଳୁ ସାହୁ, ବ୍ରଜମୋହନପୁର ଗ୍ରା. ପ. ର ସନ୍ତୋଷ ବିଶ୍ୱାଳ, ସୁଜିତ ଅରିସଲ ଏବଂ ରାମ ରଣସିଂହ, ନରଣଗଡ଼ ଗ୍ରା. ପ. ର ଦିପୁନ ଛୋଟରାୟ, ଦୀପକ ଜେନା, ପ୍ରଦୀପ ଲେଙ୍କା ଏବଂ ଅର୍ଜୁନ ପଟ୍ଟନାୟକ,ଓରବରସିଂହ ଗ୍ରା. ପ. ର ତପନ ରଣସିଂହ ଏବଂ ଧନେଶ୍ୱର ସାହୁ ଗୋଳବାଇ ଗ୍ରା. ପ. ର ପୂର୍ବତନ ବିପିନ ବିହାରୀ ସେଠି,ଗୌରବ ପ୍ରସାଦ ଦାସ ଏବଂ ପବିତ୍ର ସାମନ୍ତରାୟ l 

© 2023 Odisha Taza News.