୨ ଜାନୁଆରୀ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) କଟକ :-> କଟକ ମହାନଗର ନିଗମ (ସିଏମସି ) ୫୮ ନମ୍ବର ୱର୍ଡ଼ରରେ ଥିବା ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ରର ଅଙ୍ଗନବାଡି କର୍ମୀ , ନୂତନ ବର୍ଷ ଉପଲକ୍ଷେ କର୍ପୋରେଟର ଜନାର୍ଦ୍ଦନ ପରିଡ଼ା ଜନା ଭାଇଙ୍କୁ ଫୁଲତୋଡା ଉତ୍ତରୀୟ ଦେଇ ଶୁଭେଚ୍ଛା ଅଭିନନ୍ଦନ ଜଣାଇବା ସହିତ ମିଠା ଖୁଆଇଥିଲେ ।
















