ମା’ମହାଲକ୍ଷ୍ମୀ ୧୯ ତମ ପୂଜା ଉତ୍ସବ : ମା ମହାଲକ୍ଷ୍ମୀ ପୂଜା ସମ୍ମାନ – ୨୦୨୩
୨୧ ଡିସେମ୍ବର ୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ନିଆଳି :-> କଟକ ଜିଲ୍ଲା ନିଆଳି ବ୍ଳକ ଅନ୍ତର୍ଗତ ପୋଖରୀଗାଁ ଗ୍ରାମ ପଞ୍ଚାୟତ ର ପୋଖରୀଗାଁ ରେ ବେଶ୍ ଧୁମ୍ ଧାମରେ ପାଳନ ହେଉଛି ମା ମହାଲକ୍ଷ୍ମୀ ଙ୍କ ପୂଜା ଚଳିତ ବର୍ଷ ମା ମହାଲକ୍ଷ୍ମୀ ଙ୍କ ପୂଜା ମଙ୍ଗଳବାର କଳସ ଶୋଭାଯାତ୍ରା ଠାରୁ ଆରମ୍ଭ ହୋଇ ରବିବାର ଭସାଣୀ ଶୋଭାଯାତ୍ରା ପର୍ଯ୍ୟନ୍ତ ପାଳନ ହେବ ପୂଜା ଗତ ବୁଧବାର ଦିନ ମା ମହାଲକ୍ଷ୍ମୀ ଙ୍କ ପୂଜା ସମ୍ମାନ -୨୦୨୩ ପାଳନ ହେବା ଶହ କୁନି କୁନି ପିଲା ମାନଙ୍କୁ ନେଇ ନୃତ୍ୟ ପରିବେଷଣ ଶହ ଓଡ଼ିଶା ତଥା ଅନେକ ଅତିଥ୍ ମାନଙ୍କ ଶହ ଉପସ୍ଥିତ ଥିଲେ.
ବ୍ୟାମକେଶ ତ୍ରିପାଠୀ ଆଡୋଭୋକେଟ୍,ଓଡିଶା ହାଇକୋର୍ଟ ଶିବସୁନ୍ଦର ସାଇଁ ଇଣ୍ଟର ନାସ୍ନାଲ୍ ହ୍ୟୁମାନ୍ ରାଇଟ୍ସ କମିଶନ,ଓଡିଶା ପ୍ରେସିଡେଣ୍ଟ କ୍ରୀଷ୍ଣା କର ସିନେ ନିର୍ଦ୍ଦେଶକ/ଅଭିନେତା ସୋନାକ୍ଷ୍ସି ସାହୁ ଓଡିଆ ସିନେ ଅଭିନେତ୍ରୀ ପ୍ରଫେସର ସୌମ୍ୟ ରଞ୍ଜନ ମିଶ୍ର ଅଭିନେତା ଓ ହସ୍ପିଟାଲ ପ୍ରଶାସକ ସିଇଓ ଚିତ୍ ରଞ୍ଜନ ସେବା ସଦନ ନିଆଳି ଓ ଗ୍ରାମ ର ହାଇସ୍କୁଲ୍ ଅବର୍ଶର ପ୍ରାପ୍ତ ଶିକ୍ଷକ ଚତିତାନନ୍ଦ୍ ବସ୍ତିଆ ଓ ପ୍ରଧାନ ଶିକ୍ଷକ ଅଶୋକ କୁମାର ସାହୁ କମିଟି ର ଅରୁଣ କୁମାର ଜେନା,
କୃତିବାସ ସ୍ୱାଇଁ, ମର୍ତୁଞ୍ଜୟ ବସ୍ତିଆ ଙ୍କୁ ସମ୍ମାନିତ କରାଯାଇଥିବା ବେଳେ ମଞ୍ଚା ପରିଚାଳନା କରୁଥିଲେ ବଳରାମ ସ୍ୱାଇଁ ଓ ଆଦେଶ ବସ୍ତିଆ ଫୋଟୋଗ୍ରାଫି ରେ ଥିଲେ ମଦୁସ୍ମିତା ଷ୍ଟୁଡିଓ ସଂଜିତ୍ ପାତ୍ର ଓ ଟିମ୍ନୁତ୍ୟୁ ପରିବେଷଣ କରିଥିବା ପିଲା ମାନଙ୍କ ଭିତରୁ ପ୍ରଥମ, ଦିତିୟ, ତୃତୀୟ, ଙ୍କୁ ପ୍ରାଇଜ ଦେବା ଶହ
କମିଟି ର ପ୍ରେସିଡେଣ୍ଟ ସଞ୍ଜୟ ସ୍ୱାଇଁ ଙ୍କ ସମେତ ତପନ କୁମାର ନାୟକ, ସୁଶିଲ ବେହୁରା, ଅରକିତ ଜେନା,କଳ୍ପତରୁ ଦାଶ, ଗୌତମ ମହାରଣା, ବାପି ପ୍ରଧାନ, ଆଶିଷ ନାୟକ , ପ୍ରମୋଦ ଦାସ, ଭକ୍ତ ବସ୍ଥଳ ସାହୁ, ଲିଟୁ,ସିଲୁ, ପିଣ୍ଟୁ, ରିଣ୍ଟୁ , ସଂକରା, ମୁନା ପ୍ରମୁଖ ଅନେକ ବ୍ୟାକି ବିଶେଷ ଓ ଗ୍ରାମ ବାସୀ ଓ କମିଟି ସଦସ୍ୟ.













