No Result
View All Result
୨ ଡିସେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ମଳିପଡ଼ା :-> କବି ପ୍ରସନ୍ନ ପlଟ୍ଟଶାଣୀ ଆଞ୍ଚଳିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ମଳିପଡ଼ାରେ ସମନ୍ୱିତ ଯୁବ ବିକାଶ (ନୂଆ ଓଡିଶା ) କାର୍ଯ୍ୟକ୍ରମର କ୍ରୀଡା ଉତ୍ସବର ଦ୍ୱିତୀୟ ଦିବସ ପାଳିତ ହୋଇଯାଇଅଛି l ଆଜିର ପ୍ରତିଯୋଗିତାକୁ ଅଧ୍ୟକ୍ଷ ଶ୍ରୀ ମିହିର ଚନ୍ଦ୍ର ମହାପାତ୍ର ଶୁଭାରମ୍ଭ କରିଥିଲେ l

କ୍ରୀଡା ଶିକ୍ଷକ ଶ୍ରୀ ଦେବେନ୍ଦ୍ର କୁମାର ନନ୍ଦଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଫୂଟବଲ (ବାଳକ), କବାଡି (ବାଳକ ଓ ବାଳିକା)କ୍ୟାରମ (ବାଳକ ଓ ବାଳିକା)ଆଦି ଖେଳ ସମ୍ପର୍ଣ୍ଣ ହୋଇଯାଇଅଛି l ଏଥିରେ ଉଚ୍ଚ ବିଦ୍ୟାଳୟର ସମସ୍ତ ଅଧ୍ୟାପକ ଓ ଅଧ୍ୟାପିକା ପୂର୍ଣ୍ଣମାତ୍ରାରେ ସହଯୋଗ କରିଥିଲେ l

No Result
View All Result