
ଓଡିଶା ତାଜା ନ୍ୟୁଜ୍ (୧୬ ଜୁଲାଇ ଗୁରୁବାର) ଭୁବନେଶ୍ୱର :- ବିଜୁ ଜନତା ଦଳର ୩୬ଜଣ ନେତାଙ୍କୁ ସାଧାରଣ ସମ୍ପାଦକ ଦାୟିତ୍ୱ ମିଳିଛି । ଏମାନଙ୍କୁ ନିଯୁକ୍ତି ଦେଇଛନ୍ତି ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। କାହା ଦାୟିତ୍ୱରେ କ’ଣ
୧. ସୁଶାନ୍ତ ସିଂ– ସଶକ୍ତ ଓଡ଼ିଶା ୨.ଚନ୍ଦ୍ରସାରଥୀ ବେହେରା– ଅନୁସୂଚିତ ଜାତି (ଏସି) ସଶକ୍ତିକରଣ ୩. ମନୋହର ରାନ୍ଧାରୀ– ସଶକ୍ତ ଓଡ଼ିଶା ୪. ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ– ସାମାଜିକ କଲ୍ୟାଣ ୫. ଶ୍ରୀମତୀ ସ୍ନେହଲତା ଛୁରିଆ– ଅନୁସୂଚିତ ଜାତି (ଏସି) ସଶକ୍ତିକରଣ ୬.ଜଗନ୍ନାଥ ସାରକା– ଆଦିବାସୀ ସଶକ୍ତିକରଣ ଏବଂ ସଂଖ୍ୟାଲଘୁ ବ୍ୟାପାର ୭. ଆୟୁବ ଖାନ୍– ସଂଖ୍ୟାଲଘୁ ବ୍ୟାପାର ୮. ଦେବେଶ ଆଚାର୍ଯ୍ୟ– ଓଡ଼ିଶା ମୋ ପରିବାର ୯. ଉମାକାନ୍ତ ସାମନ୍ତରାୟ– ସାମାଜିକ କଲ୍ୟାଣ ୧୦. ବ୍ୟୋମକେଶ ରାୟ– ଛାତ୍ରଛାତ୍ରୀ ବ୍ୟାପାର ୧୧. ଅନନ୍ତ ନାରାୟଣ ଜେନା– ସଶକ୍ତ ଓଡ଼ିଶା ୧୨. ଶ୍ରୀମତୀ ରାଜଶ୍ରୀ ମଲ୍ଲିକ– ମହିଳା ସଶକ୍ତିକରଣ ୧୩. ପ୍ରିୟଦର୍ଶୀ ମିଶ୍ର– କଳା,ସଂସ୍କୃତି ଏବଂ ମାନବ ସମ୍ବଳ ବିକାଶ ୧୪. ଧ୍ରୁବଚରଣ ସାହୁ– ପରିବେଶ ୧୫. ପ୍ରଣବ କୁମାର ବଳବନ୍ତରାୟ– ଯୁବ ବ୍ୟାପାର ୧୬. ଡ. ରାସେଶ୍ୱରୀ ପାଣିଗ୍ରାହୀ– ଆଞ୍ଚଳିକ ଉନ୍ନୟନ ୧୭. ରାଜୀବ ଲୋଚନ ପାତ୍ର– ସାମାଜିକ କଲ୍ୟାଣ ୧୮. ସୁଧୀର କୁମାର ସାମଲ– ଓଡ଼ିଶା ମୋ ପରିବାର ୧୯. ଡ. ସସ୍ମିତ୍ ପାତ୍ର– ଓଡ଼ିଶା ମୋ ପରିବାର ୨୦. ବିକ୍ରମ ପଣ୍ଡା– ଓଡ଼ିଶା ମୋ ପରିବାର ୨୧. ଯୋଗେଶ ସିଂ– ଆଦିବାସୀ ସଶକ୍ତିକରଣ ଏବଂ ସଂଖ୍ୟାଲଘୁ ବ୍ୟାପାର ୨୨. ଶ୍ରୀମତୀ ବାସନ୍ତୀ ହେମ୍ବ୍ରମ– ଆଦିବାସୀ ସଶକ୍ତିକରଣ ଏବଂ ସଂଖ୍ୟାଲଘୁ ବ୍ୟାପାର ୨୩. ବିଜୟ କୁମାର ନାୟକ– ଆଞ୍ଚଳିକ ଉନ୍ନୟନ ୨୪. ଶ୍ରୀମତୀ ଲୋପାମୁଦ୍ରା ବକ୍ସିପାତ୍ର– ମହିଳା ସଶକ୍ତିକରଣ ୨୫. ଶ୍ରୀମତୀ ଗୀତା ବସ୍ତିଆ– ମହିଳା ସଶକ୍ତିକରଣ ୨୬. ଶ୍ରୀମତୀ ଶ୍ରୀମୟୀ ମିଶ୍ର– ମହିଳା ସଶକ୍ତିକରଣ ୨୭. ପ୍ରଫୁଲ୍ଲ ସିଂ– ସାମାଜିକ କଲ୍ୟାଣ ୨୮. ଦେବାଶିଷ ମାର୍ଣ୍ଡିଂ– ଆଦିବାସୀ ସଶକ୍ତିକରଣ ଏବଂ ସଂଖ୍ୟାଲଘୁ ବ୍ୟାପାର ୨୯. ମାନସ ମଙ୍ଗରାଜ– ଗଣମାଧ୍ୟମ ବ୍ୟାପାର ୩୦. ଜନ୍ମେଜୟ ଲେଙ୍କା– କଳା,ସଂସ୍କୃତି ଏବଂ ମାନବ ସମ୍ବଳ ବିକାଶ ୩୧. ବିଶ୍ୱଜିତ୍ ମହାନ୍ତି– ସଶକ୍ତ ଓଡ଼ିଶା ୩୨. ସତ୍ୟବ୍ରତ ପାତ୍ର– କଳା,ସଂସ୍କୃତି ଏବଂ ମାନବ ସମ୍ବଳ ବିକାଶ ୩୩. ସାରଦା ପ୍ରସନ୍ନ ଜେନା– କଳା, ସଂସ୍କୃତି ଏବଂ ମାନବ ସମ୍ବଳ ବିକାଶ ୩୪. ଶ୍ରୀମତୀ ଗୀତାଞ୍ଜଳୀ ସେଠୀ– ଅନୁସୂଚିତ ଜାତି (ଏସି) ସଶକ୍ତିକରଣ ୩୫. ପ୍ରମୋଦ କିଶୋର ଜେନା– ପରିବେଶ ୩୬. ଶ୍ୟାମା ପ୍ରସାଦ ବେହେରା– ଆଞ୍ଚଳିକ ଉନ୍ନୟନ














