No Result
View All Result

୧୨ ନଭେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ନିଆଳି :-> କଟକ ଜିଲ୍ଲା ନିଆଳି ନୂଆଗାଁ ସ୍ଥିତ ପ୍ରସିଦ୍ଧ ରାଧାକାନ୍ତ ମଠ ର ପବିତ୍ର ଅଁଳା ନବମୀ ଉପଲକ୍ଷେ ଅନୁଷ୍ଠିତ ଆସନ୍ତା ୨୧ ତାରିଖ ରେ ହେବାକୁ ଥିବା ଶ୍ରୀରାଧା ଙ୍କ ପାଦ ଦର୍ଶନ କରିବା ଲାଗି ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି । ରାଧାକାନ୍ତ ମଠ ର ମହନ୍ତ ଶ୍ରୀ ଦିବ୍ୟ କୃଷ୍ଟ୍ନ ଦାସ ମହାରାଜ ଙ୍କ ସଭାପତିତ୍ବରେ ଅନୁଷ୍ଠିତ ବୈଠକ ରେ ପ୍ରାଚୀ ଗବେଷକ ହଂସ ନାଥ ସାହୁ ଶିକ୍ଷାବିତ୍ ଅଶୋକ କୁମାର ରାୟ କାର୍ତ୍ତିକ ଷଡଙ୍ଗୀ ବିଜୟ କୁମାର ମିଶ୍ର ନୀଳକଣ୍ଠ ମହାରଣା

ଉମେଶ ବସ୍ତିଆ ବିନୋଦ କୁମାର ଭୋଇ ଦେବେନ୍ଦ୍ରନାଥ ସେନାପତି ଅକ୍ଷୟ ସେନାପତି ପ୍ରସନ୍ ପାତ୍ର କମଳାକାନ୍ତ ଦାଶ ସୁବୋଧ କୁମାର୍ ପ୍ରଧାନ ସୁବଳ ଚରଣ ବେହେରା ପ୍ରବୀର୍ କୁମାର ଜେନା ସୁଜିତ୍ କୁମାର୍ ବେହେରା ଚକ୍ରଧର ବେହେରା ଅଭିମନ୍ୟୁ ସିଂହ ସୁଭାସିସ ପଟନାୟକ ପ୍ରମୋଦ କୁମାର୍ ସାହୁ ପ୍ରମୁଖ ଭକ୍ତ ଅନୁର।ଗି ମାନେ ଯୋଗ ଦେଇ ଥିଲେ l

ପବିତ୍ର ଅଁଳା ନବମୀ ଲାଗି ଶ୍ରୀରାଧା ପା ଦ ଦର୍ଶନ ପାଇଁ ମଠରେ ଶହ ଶହ ଶ୍ରଦ୍ଧାଳମାନେ ଯେପରି ଶାନ୍ତି ଶୃଙ୍ଖଳା ସହ ମାଆ ରାଧାଙ୍କୁ ଦର୍ଶନ କରିପାରିବେ ଓ ଦୀପ ଜଳାଇବେ ସେଥିପ୍ରତି ସମସ୍ତ ଅନୁରଗି ମାନେ ଉପସ୍ଥିତ ରହି ସହଯୋଗ କରିବେ ବୋଲି ଆଲୋଚନା ହୋଇଥିଲା । ଏହି କାର୍ଯ୍ୟକ୍ରମ ଲାଗି ବିଭିନ୍ନ ସାଂସ୍କୃତିକ ଭଜନ ସମାରୋହ ଅନୁଷ୍ଠିତ ହେବାର ରହିଅଛି ।


No Result
View All Result