• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ଏନ୍‌ଆଇଏସ୍‌ଟି ପକ୍ଷରୁ ସାଇନ୍ସ ଟାଲେଂଟ୍ ସର୍ଚ୍ଚ ପ୍ରତିଯୋଗିତା ଆୟୋଜିତ

Proprietor Abhimanyu Maharana by Proprietor Abhimanyu Maharana
October 19, 2023
in ଓଡ଼ିଶା, ଖୋର୍ଦ୍ଧା, ବାଣିଜ୍ୟ, ମହାନଗର, ହୋମ୍
0
ଏନ୍‌ଆଇଏସ୍‌ଟି ପକ୍ଷରୁ ସାଇନ୍ସ ଟାଲେଂଟ୍ ସର୍ଚ୍ଚ ପ୍ରତିଯୋଗିତା ଆୟୋଜିତ
Share on FacebookShare on TwitterWhatsapp

୧୯ ଅକ୍ଟୋବର  ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ଭୁବନେଶ୍ୱର :-> ଏନ୍‌ଆଇଏସ୍‌ଟି (ସ୍ୱୟଂଶାସିତ) ବ୍ରହ୍ମପୁର ପକ୍ଷରୁ ମେ’ ୨୦୨୩ରୁ ଅକ୍ଟୋବର ୨୦୨୩ ମଧ୍ୟରେ ବିଦ୍ୟାଳୟ ଓ ଉଚ୍ଚ ମାଧ୍ୟମିକ ଛାତ୍ରଛାତ୍ରୀମାନଙ୍କ ପାଇଁ ଏକ ଜାତୀୟ ସ୍ତରୀୟ ପ୍ରତିଯୋଗିତାର ଆୟୋଜନ କରାଯାଇଥିଲା । ଏହି ପ୍ରତିଯୋଗିତା ପାଇଁ ଚଳିତ ବର୍ଷର ବିଷୟବସ୍ତୁ ଥିଲା ‘ସଷ୍ଟେନେବୁଲ ଇନୋଭେଶନ’ ବା ‘ସ୍ଥାୟୀ ଉଦ୍ଭାବନ’ । ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ ପାଇଁ ଆବେଦନ ମେ’ ୨୦୨୩ରେ ଆରମ୍ଭ ହୋଇଥିବା ବେଳେ ଆବେଦନ ଦାଖଲର ଶେଷ ତାରିଖ ସେପ୍ଟେମ୍ବର ୧୧, ୨୦୨୩ ପର୍ଯ୍ୟନ୍ତ ରହିଥିଲା । ଦେଶବ୍ୟାପୀ ବିଦ୍ୟାଳୟ ଓ କଲେଜର ଛାତ୍ରଛାତ୍ରୀମାନେ ଏହି ପ୍ରତିଯୋଗିତାରେ ୩ଟି ସ୍ତରରେ ଅଂଶଗ୍ରହଣ କରିଥିଲେ ଏବଂ ସିନିୟର ଓ ଜୁନିୟର ବର୍ଗରେ ବିଜେତାମାନଙ୍କୁ ଗତ ଅକ୍ଟୋବର ୧୮ ତାରିଖରେ ଗ୍ରାଣ୍ଡ୍ ଫିନାଲେରେ ପୁରସ୍କୃତ କରାଯାଇଥିଲା ।

ଏହି ପ୍ରତିଯୋଗୀତାରେ ୩ଟି ସିନିୟର ଏବଂ ୩ଟି ଜୁନିୟର ଶ୍ରେଷ୍ଠ ପ୍ରଦର୍ଶନକାରୀ ଦଳକୁ ନଗଦ ପୁରସ୍କାର ଦ୍ୱାରା ପୁରସ୍କୃତ କରାଯାଇଥିଲା । ଯେଉଁଥିରେ ସିନିୟର ବର୍ଗରେ ପ୍ରଥମ ସ୍ଥାନ ହାସଲ କରିଥିବା ବିହାରର ଆଭେରନ ମାଭେରିକ, ବିଦ୍ୟା ବିହାର ଏଜୁକେସନାଲ ଏକାଡେମୀକୁ ୧,୦୦,୦୦୦ଟଙ୍କାର ନଗଦ ପୁରସ୍କାର ପ୍ରଦାନ କରାଯାଇଛି । ସିନିୟର ବର୍ଗରେ ଦ୍ୱିତୀୟ ସ୍ଥାନରେ ରହିଥିବା ଛତିଶଗଡ଼ର ଭିଆଇଡିଏଚଏ ଅଜିଜ୍‌ ପବ୍ଲିକ ସ୍କୁଲ, ରାଜନନ୍ଦଗାଓଁକୁ ୫୦,୦୦୦ଟଙ୍କାର ନଗଦ ପୁରସ୍କାର ରାଶି ଏବଂ ତୃତୀୟ ସ୍ଥାନରେ ରହିଥିବା ଆସାମର ଏସଓଏସ ସିନିୟର, ଏସଓଏସ ଭିଲେଜ, ଗୁୱାହାଟିକୁ ୨୫,୦୦୦ଟଙ୍କା ନଗଦ ପୁରସ୍କାର ପ୍ରଦାନ କରାଯାଇଛି ।

ସେହିଭଳି ଜୁନିୟର ବର୍ଗରେ ପ୍ରଥମ ସ୍ଥାନ ଅଧିକାର କରିଥିବା ଓଡ଼ିଶାର ଓବଷ୍ଟ୍ରେସ ଆଲର୍ଟର, ଡିଏଭି କଳିଙ୍ଗ ନଗର ଭୁବନେଶ୍ୱରକୁ ୩୦,୦୦୦ଟଙ୍କା ନଗଦ ପୁରସ୍କାର ପ୍ରଦାନ କରାଯାଇଛି । ଜୁନିୟର ବର୍ଗରେ ଦ୍ୱିତୀୟ ସ୍ଥାନରେ ରହିଥିବା ଆସାମର ରିନ୍ୟୁ ଦେସାଲ, ସରଳା ବିରଲା, ଗୁୱାହାଟିକୁ ୨୦,୦୦୦ଟଙ୍କା ଏବଂ ତୃତୀୟ ସ୍ଥାନରେ ରହିଥିବା ଓଡ଼ିଶାର କୋଡର୍ସ ସ୍ପଟ, ଡିଏଭି ଚନ୍ଦ୍ରଶେଖରପୁର, ଭୁବନେଶ୍ୱରକୁ ୧୦,୦୦୦ଟଙ୍କା ନଗଦ ପୁରସ୍କାର ପ୍ରଦାନ କରାଯାଇଛି । ପ୍ରତିଯୋଗିତା ପାଇଁ ଏକ ଅନ୍‌ଲାଇନ୍ ପୋର୍ଟାଲ ଙ୍ଗଙ୍ଗଙ୍ଗ.ଦ୍ଭସଗ୍ଦଗ୍ଧ.ରୟଙ୍କ/ଗ୍ଧବକ୍ଷରଦ୍ଭଗ୍ଧଗ୍ଦରବକ୍ସମଷରେ ପ୍ରାୟ ୫୫୦ଟି ଟିମ୍ ପଞ୍ଜୀକୃତ କରିଥିଲେ । ଏହାମଧ୍ୟରୁ ୫୩ଟି ବିଚାରକୁ ବିଭିନ୍ନ ବର୍ଗ ଅନୁଯାୟୀ ବିଶେଷଜ୍ଞଙ୍କ ଟିମ୍‌ ମନୋନିତ କରିଥିଲା । ଏହି ଟିମ୍‌ଗୁଡିକୁ ପ୍ରତିଷ୍ଠିତ ଅଧ୍ୟାପକ ଓ ଶିଳ୍ପ ବିଶେଷଜ୍ଞମାନଙ୍କ ଏକ ଟିମ୍ ମାର୍ଗଦର୍ଶନ ପ୍ରଦାନ କରିଥିଲା ।

ସ୍କ୍ରିନିଂ ପର୍ଯ୍ୟାୟରେ ଟିମ୍‌ଗୁଡିକ ଭିଡିଓ କନ୍‌ଫରେନ୍ସ ମାଧ୍ୟମରେ ନିଜର ବିଚାରଧାରା ଉପସ୍ଥାପନ କରିଥିଲେ ଏବଂ ୧୮ଟି ଟିମ୍ ଫାଇନାଲ ଇଭେଂଟ୍‌ରେ ଫିଜିକାଲ ପ୍ରେଜେନ୍‌ଟେଶନ ପାଇଁ ଚୟନ ହୋଇଥିଲେ । ଏହି ଟିମ୍‌ଗୁଡିକ ଜୁରୀ ନିକଟରେ ନିଜର ପ୍ରୋଜେକ୍ଟ ଓ ବିଚାରଧାରା ଉପସ୍ଥାପନ କରିଥିଲେ । ଗ୍ରାଣ୍ଡ ଫିନାଲେ ପାଇଁ ଜୁରୀ ସଦସ୍ୟଙ୍କ ମଧ୍ୟରେ ବିକ୍ରମ ସାରାଭାଇ ସ୍ପେଶ୍ ସେଂଟର୍‌, ଇସ୍ରୋର ପୂର୍ବତନ ଉପ ନିର୍ଦ୍ଦେଶକ ଡଃ ବିଜନ ଦାସ, ଏନ୍‌ଆଇଟି ରାଉରକେଲାର ପୂର୍ବତନ ନିର୍ଦ୍ଦେଶକ,ଏଫ୍‌ଏନ୍‌ଏଇ ଡଃ ସୁନୀଲ କୁମାର ସଡଙ୍ଗୀ, ଆଇଆଇଏସ୍‌ଇଆର୍‌, କୋଲ୍‌କାତାର ନିର୍ଦ୍ଦେଶକ ଡଃ ପ୍ରଶାନ୍ତ କେ ପାଣିଗ୍ରାହୀ, ଡିପାର୍ଟମେଂଟ୍ ଅଫ୍ ଅଟୋମିକ୍ ଏନର୍ଜି, ହେଭି ୱାଟର ବୋର୍ଡ, ପୂର୍ବତନ ଅଧ୍ୟକ୍ଷ ଶ୍ରୀ ପ୍ରବୁଦ୍ଧ ରଞ୍ଜନ ମହାନ୍ତୀ ଆଦି ସାମିଲ ଥିଲେ । ଗ୍ରାଣ୍ଡ ଫିନାଲେରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ଆଇଆଇଏସ୍‌ଇଆର୍‌, ବ୍ରହ୍ମପୁରର ନିର୍ଦ୍ଦେଶକ ଡଃ ଅଶୋକ କୁମାର ଗାଙ୍ଗୁଲି ବିଜେତା ଟିମ୍‌କୁ ପୁରସ୍କାର ପ୍ରଦାନ କରିଥିଲେ ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ସାମ୍ବାଦିକଙ୍କୁ ଆକ୍ରମଣ କରି ବନ୍ଧା ହେଲା , ଦୁର୍ଦାନ୍ତ ଅପରାଧୀ ଜିତେନ୍

ସାମ୍ବାଦିକଙ୍କୁ ଆକ୍ରମଣ କରି ବନ୍ଧା ହେଲା , ଦୁର୍ଦାନ୍ତ ଅପରାଧୀ ଜିତେନ୍

October 18, 2026
ଐତିହାସିକ ୨୦୦ ଦିନରେ ପହଞ୍ଚିଲା ପୁରୀବାସୀଙ୍କ ଶ୍ରୀମନ୍ଦିର ପ୍ରବେଶ ଓ ଦର୍ଶନ ଅଧିକାର ସଚେତନତା ପଦଯାତ୍ରା

ଐତିହାସିକ ୨୦୦ ଦିନରେ ପହଞ୍ଚିଲା ପୁରୀବାସୀଙ୍କ ଶ୍ରୀମନ୍ଦିର ପ୍ରବେଶ ଓ ଦର୍ଶନ ଅଧିକାର ସଚେତନତା ପଦଯାତ୍ରା

October 18, 2026
ମହାପ୍ରଭୁ ଙ୍କୁ ଦର୍ଶନ କଲେ ନବ ନିଯୁକ୍ତ ରାଜ୍ୟପାଳ

ମହାପ୍ରଭୁ ଙ୍କୁ ଦର୍ଶନ କଲେ ନବ ନିଯୁକ୍ତ ରାଜ୍ୟପାଳ

October 18, 2026
ଅବସରପ୍ରାପ୍ତ ଆଦର୍ଶ ଶିକ୍ଷକ ବୈକୁଣ୍ଠ ନାଥ ଦାଶଙ୍କ ପରଲୋକ

ଅବସରପ୍ରାପ୍ତ ଆଦର୍ଶ ଶିକ୍ଷକ ବୈକୁଣ୍ଠ ନାଥ ଦାଶଙ୍କ ପରଲୋକ

October 17, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ସାମ୍ବାଦିକଙ୍କୁ ଆକ୍ରମଣ କରି ବନ୍ଧା ହେଲା , ଦୁର୍ଦାନ୍ତ ଅପରାଧୀ ଜିତେନ୍

ସାମ୍ବାଦିକଙ୍କୁ ଆକ୍ରମଣ କରି ବନ୍ଧା ହେଲା , ଦୁର୍ଦାନ୍ତ ଅପରାଧୀ ଜିତେନ୍

October 18, 2026
ଐତିହାସିକ ୨୦୦ ଦିନରେ ପହଞ୍ଚିଲା ପୁରୀବାସୀଙ୍କ ଶ୍ରୀମନ୍ଦିର ପ୍ରବେଶ ଓ ଦର୍ଶନ ଅଧିକାର ସଚେତନତା ପଦଯାତ୍ରା

ଐତିହାସିକ ୨୦୦ ଦିନରେ ପହଞ୍ଚିଲା ପୁରୀବାସୀଙ୍କ ଶ୍ରୀମନ୍ଦିର ପ୍ରବେଶ ଓ ଦର୍ଶନ ଅଧିକାର ସଚେତନତା ପଦଯାତ୍ରା

October 18, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version