• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ଓଡିଶା ବଜାରରେ ପ୍ରବେଶ କରିଛି ଡାଲ୍‌ମିଆ ଇଭି ଇ-ସାଇକେଲ୍‌, ଇ-ବାଇକ୍‌, ଇ-ସ୍କୁଟର୍‌, ଇ-ରିକ୍ସା ଓ ଇ-କାର୍ଗୋର ଅଭିନବ ରେଞ୍ଜ୍‌କୁ ଉନ୍ମୋଚନ କରିଛି

Proprietor Abhimanyu Maharana by Proprietor Abhimanyu Maharana
July 27, 2023
in ଓଡ଼ିଶା, ଖୋର୍ଦ୍ଧା, ବାଣିଜ୍ୟ, ମହାନଗର, ହୋମ୍
0
ଓଡିଶା ବଜାରରେ ପ୍ରବେଶ କରିଛି ଡାଲ୍‌ମିଆ  ଇଭି  ଇ-ସାଇକେଲ୍‌, ଇ-ବାଇକ୍‌, ଇ-ସ୍କୁଟର୍‌, ଇ-ରିକ୍ସା ଓ ଇ-କାର୍ଗୋର ଅଭିନବ ରେଞ୍ଜ୍‌କୁ ଉନ୍ମୋଚନ  କରିଛି
Share on FacebookShare on TwitterWhatsapp

୨୭ଜୁଲାଇ,୨୦୨୩ ( ଓଡ଼ିଶା ତାଜା ନ୍ୟୁଜ୍ ) ଭୁବନେଶ୍ୱର :- ଭାରତର ଅଗ୍ରଣୀ ବ୍ୟବସାୟିକ ପ୍ରତିଷ୍ଠାନ ଡାଲ୍‌ମିଆ ଗ୍ରୁପ୍ ଅଫ୍‌ କମ୍ପାନୀଜ୍‌ର ଇଲେକ୍‌ଟ୍ରିକ୍ ଯାନ ଶାଖା ଡାଲ୍‌ମିଆ ଇଲେକ୍‌ଟ୍ରିକ୍ ଭେଇକିଲ୍‌ ପ୍ରାଇଭେଟ୍ ଲିମିଟେଡ୍ ଏହାର ନୂଆ ଅଭିନବ ଶୃଙ୍ଖଳାର ଇ-ବାଇକ୍‌, ଇସ୍କୁଟର ଓ ଇ- ରିକ୍ସାର ଲଂଚ୍ ସହିତ ଓଡିଶାରେ ଇଲେକ୍‌ଟ୍ରିକ୍ ଯାନ ବଜାରରେ ପ୍ରବେଶ କରିଛି । ଡାଲ୍‌ମିଆ ଇଭି ପକ୍ଷରୁ ଡାଲ୍‌ମିଆ ସାଇବର୍ଗ ବ୍ରାଣ୍ଡ ରେଞ୍ଜ୍ ଅଧିନରେ ଗୋଟିଏ ଇ-ବାଇକ୍ ବିମର୍‌, ୫ଟି ଇ-ସ୍କୁଟର୍ ହାଇ-ସ୍ପିଡ୍ ସ୍କାଏହକ୍‌, ଇସ୍କାଉଟ୍‌, ମ୍ୟାକ୍‌ଫ୍ଲାଏ, ଇୱନ୍ ଓ ମ୍ୟାକ୍‌ଏୟାର ଏବଂ ଇ-ସାଇକେଲ୍ ଆଇ ସ୍ପାର୍କକୁ ଉନ୍ମୋଚନ କରାଯାଇଛି । କମ୍ପାନୀ ପକ୍ଷରୁ ଗୋଟିଏ ଯାତ୍ରୀବାହୀ ଯାନ ଇ-ରିସ୍କା ଇ୨୦ ସୁପର ଏବଂ ଏକ ମାଲ୍‌ବାହୀ ଯାନ ଇ-ରିସ୍କା ଛୋଟା ଭୀମ୍‌କୁ ଡାଲ୍‌ମିଆ ନ୍ୟୁଅନ୍ ବ୍ରାଣ୍ଡ ରେଞ୍ଜ ଅଧିନରେ ଓଡିଶାର ଦ୍ରୁତ ଅଭିବୃଦ୍ଧିଶୀଳ ଇ-ଯାନ ବଜାର ପାଇଁ ଳଂଚ୍ କରାଯାଇଛି ।

ବର୍ତମାନ ଡାଲ୍‌ମିଆ ଇଭି ନିକଟରେ ଏହାର ଇଲେକ୍‌ଟ୍ରିକ୍ ଯାନଗୁଡିକର ବିକ୍ରି ପାଇଁ ୧୬ଟି ଏକ୍ସକ୍ଲୁସିଭ୍ ଶୋ’ରୁମ୍ ରହିଛି ଏବଂ ଏହାର ବିକ୍ରି ଓ ବିତରଣ ନେଟ୍‌ୱର୍କକୁ ବିସ୍ତାର କରିବା ପାଇଁ ଖୁବ୍‌ଶୀଘ୍ର ଏହା ରାଜ୍ୟର ସମସ୍ତ ପ୍ରମୁଖ ସ୍ଥାନଗୁଡିକରେ ପହଂଚିବ । ଏହି ଉନ୍ମୋଚନ ଅବସରରେ ଡାଲ୍‌ମିଆ ଇଲେକ୍‌ଟ୍ରିକ୍ ଭେଇକିଲ୍ ପ୍ରାଇଭେଟ୍‌ ଲିମିଟେଡ୍‌ର ସିଇଓ ବିକାଶ ଆନନ୍ଦ କହିଛନ୍ତି, ‘ଡାଲ୍‌ମିଆ ଗ୍ରୁପ୍‌ର ଇଲେକ୍‌ଟ୍ରିକ୍‌ ମୋବିଲିଟି କମ୍ପାନୀ ଡାଲ୍‌ମିଆ ଇଭି ଭବିଷ୍ୟତକୁ ଆଗକୁ ଆଣିଛି । ଆଜି ଆମେ ଡାଲ୍‌ମିଆ ନ୍ୟୁଅନ୍ ଇ୨୦ ସୁପର୍ ଓ ଏକ ଇ-ଲୋଡର୍ ଡାଲ୍‌ମିଆ ନ୍ୟୁଅନ୍ ଛୋଟା ଭୀମ୍ ନାମକ ଇ-ରିକ୍ସାର ଶୁଭାରମ୍ଭ କରିଛୁ । ୪୫କିମି/ଘଂଟାର ସର୍ବାଧିକ ବେଗ ସହିତ ଏକ ସିଙ୍ଗଲ୍ ଚାର୍ଜରେ ୧୦୦ କିମି କଭର୍ କରିବାର କ୍ଷମତା ରଖୁଥିବା ଡାଲ୍‌ମିଆ ନ୍ୟୁଅନ୍‌ର ଯାନଗୁଡିକ ଉତ୍କୃଷ୍ଟମାନର ସୁରକ୍ଷା ଓ ଆରାମ ଉପରେ ଗୁରୁତ୍ୱ ଦେଇଛନ୍ତି ।

ଏହି ଜିରୋ-ନଏଜ୍ ଓ ଜିରୋ-ପଲ୍ୟୁଶନ ବିଶିଷ୍ଟ ଯାନ ଓଡିଶାର ସହର ଓ ଗ୍ରାମଗୁଡିକ ପାଇଁ ଏକ ଉପଯୁକ୍ତ ଶେଷ ଦୂରତା ପରିବହନ ବିକଳ୍ପ ଅଟେ ।’ ସେହିପରି ଓଡିଶା ପାଇଁ ଡାଲ୍‌ମିଆ ଇଭିର ବିଜ୍‌ନେସ୍ ପାର୍ଟନର୍ ଜଗ୍‌ଦିଶ ଟେକ୍ନୋ ପ୍ରାଇଭେଟ୍ ଲିମିଟେଡ୍‌ର ପରିଚାଳନା ନିର୍ଦ୍ଦେଶକ ଜଗଦିଶ୍ ସାମଲ କହିଛନ୍ତି, ‘ଭାରତର ଅନ୍ୟତମ ପ୍ରତିଷ୍ଠିତ ଓ ପୁରାତନ ବ୍ରାଣ୍ଡର ଏକ ସହଯୋଗୀ ହେବା ମୋ ପାଇଁ ଖୁସିର ବିଷୟ ଅଟେ । ଓଡିଶା ହେଉଛି ଦେଶର ଅନ୍ୟତମ ଦ୍ରୁତ ଅଭିବୃଦ୍ଧିଶୀଳ ଇ- ଭେଇକିଲ୍ ମାର୍କେଟ୍ ଏବଂ ଆମର ଲକ୍ଷ୍ୟ ହେଉଛି ଡାଲ୍‌ମିଆ ଇିଭି ସହିତ ଆମର ବିଶ୍ୱସ୍ତରୀୟ ଉତ୍ପାଦ ସହିତ ଇ-ଯାନର ବର୍ଦ୍ଧିତ ଆବଶ୍ୟକତାକୁ ପୂରଣ କରିବା ।’

ଡାଲ୍‌ମିଆ ଗ୍ରୁପ୍ ଅଫ୍ କମ୍ପାନୀଜ୍‌ର ଅଧ୍ୟକ୍ଷ ଶ୍ରୀ ସଞ୍ଜୟ ଡାଲ୍‌ମିଆ କହିଛନ୍ତି, ‘ଡାଲ୍‌ମିଆ ଗ୍ରୁପ୍‌ର ବିଶ୍ୱବ୍ୟାପୀ ଅନେକ ସେଗ୍‌ମେଂଟ୍‌ରେ ଦଶନ୍ଧିରୁ ଉର୍ଦ୍ଧ୍ୱ ଅଭିଜ୍ଞତା ଓ ବଜାର ନେତୃତ୍ୱ ଉପସ୍ଥିତି ରହିଛି । ଏହି ଉତ୍ପାଦଗୁଡିକ ସହିତ ଆମେ ବର୍ତମାନ ଭାରତୀୟ ବଜାର ପାଇଁ ଏହି ଯାନଗୁଡିକର ସେଲ୍‌ସ ଓ ସର୍ଭିସ୍‌, ଡିଜାଇନ୍ ଓ ଡେଭ୍‌ଲପ୍‌ମେଂଟ୍ କ୍ଷେତ୍ରରେ ଆମର ବିଶେଷଜ୍ଞତାକୁ ବ୍ୟବହାର କରିବାକୁ ଯୋଜନା ରଖିଛୁ । ଆମେ ଭବିଷ୍ୟତରେ ମଧ୍ୟ ଭାରତୀୟ ବଜାର ପାଇଁ ଇ-ଯାନଗୁଡିକର ଏକ ନୂତନ ଶୃଙ୍ଖଳାକୁ ଆବିଷ୍କାର କରିବୁ । ଡାଲ୍‌ମିଆ ଇ-ଭେଇକିଲ୍ ସମ୍ପୂର୍ଣ୍ଣ ରୂପେ ‘ଭାରତରେ ନିର୍ମିତ ଅଟେ ଯାହା ଦେଶ ପାଇଁ ନିର୍ଗମନ-ମୁକ୍ତ ଯାତାୟତ ସମାଧାନ ପ୍ରଦାନ କରୁଛି ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
“ଚିନ୍ମୟ ମିଶନ ପକ୍ଷରୁ ଯୁବ ସଶକ୍ତିକରଣ କାର୍ଯ୍ୟକ୍ରମ”

“ଚିନ୍ମୟ ମିଶନ ପକ୍ଷରୁ ଯୁବ ସଶକ୍ତିକରଣ କାର୍ଯ୍ୟକ୍ରମ”

June 29, 2026
ମହୀତମା ପୀଠରେ ମହାମିଳନ : ଏକାଠି ହେଲା ନଅ ରାଜ୍ୟ ଗୋପଗୋପାଳ ସମାଜ

ମହୀତମା ପୀଠରେ ମହାମିଳନ : ଏକାଠି ହେଲା ନଅ ରାଜ୍ୟ ଗୋପଗୋପାଳ ସମାଜ

June 28, 2026
ସମଲେଶ୍ୱରୀ ପୀଠରେ “ସାତବହନୀ” ଭଜନ ସନ୍ଧ୍ୟା : ଲୋକଗୀତ ଓ ଲୋକବାଦ୍ୟର ଅପୂର୍ବ ସମ୍ମିଶ୍ରଣ

ସମଲେଶ୍ୱରୀ ପୀଠରେ “ସାତବହନୀ” ଭଜନ ସନ୍ଧ୍ୟା : ଲୋକଗୀତ ଓ ଲୋକବାଦ୍ୟର ଅପୂର୍ବ ସମ୍ମିଶ୍ରଣ

June 28, 2026
ତିନିରଥର ସିଂହାସନ ବେଦୀ ନିର୍ମାଣ ଶେଷ ପର୍ଯ୍ୟାୟରେ : ବେଦୀରେ ପଟା ପଡ଼ିବା କାର୍ଯ୍ୟ ଜାରୀ

ତିନିରଥର ସିଂହାସନ ବେଦୀ ନିର୍ମାଣ ଶେଷ ପର୍ଯ୍ୟାୟରେ : ବେଦୀରେ ପଟା ପଡ଼ିବା କାର୍ଯ୍ୟ ଜାରୀ

June 28, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

“ଚିନ୍ମୟ ମିଶନ ପକ୍ଷରୁ ଯୁବ ସଶକ୍ତିକରଣ କାର୍ଯ୍ୟକ୍ରମ”

“ଚିନ୍ମୟ ମିଶନ ପକ୍ଷରୁ ଯୁବ ସଶକ୍ତିକରଣ କାର୍ଯ୍ୟକ୍ରମ”

June 29, 2026
ମହୀତମା ପୀଠରେ ମହାମିଳନ : ଏକାଠି ହେଲା ନଅ ରାଜ୍ୟ ଗୋପଗୋପାଳ ସମାଜ

ମହୀତମା ପୀଠରେ ମହାମିଳନ : ଏକାଠି ହେଲା ନଅ ରାଜ୍ୟ ଗୋପଗୋପାଳ ସମାଜ

June 28, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version