• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ପ୍ରଥମ ଥର ଫୁଟ୍ଟାସିଙ୍ଗ୍ ଲାଞ୍ଜିଆ ସଉରା ଉନ୍ନୟନ ସଂସ୍ଥା ମିଟିଙ୍ଗ୍ ହୋଲରେ ଜିଲ୍ଲା ପାଳଙ୍କ ଦ୍ବାରା ଯୁଗ୍ମ ଅଭିଯୋଗ ଜନ ଶୁଣାଣି ହୋଇଛି

Proprietor Abhimanyu Maharana by Proprietor Abhimanyu Maharana
July 10, 2023
in ଓଡ଼ିଶା, ରାୟଗଡା, ହୋମ୍
0
ପ୍ରଥମ ଥର ଫୁଟ୍ଟାସିଙ୍ଗ୍ ଲାଞ୍ଜିଆ ସଉରା ଉନ୍ନୟନ ସଂସ୍ଥା ମିଟିଙ୍ଗ୍ ହୋଲରେ ଜିଲ୍ଲା ପାଳଙ୍କ ଦ୍ବାରା ଯୁଗ୍ମ ଅଭିଯୋଗ ଜନ ଶୁଣାଣି ହୋଇଛି
Share on FacebookShare on TwitterWhatsapp

୧୦ଜୁଲାଇ ,୨୦୨୩ ( ଓଡ଼ିଶା ତାଜା ନ୍ୟୁଜ୍ ) ରାୟଗଡା ଜିଲ୍ଲା :- ଗୁଣପୁର ବ୍ଲକର ଫୁଟ୍ଟାସିଙ୍ଗ୍ ଗ୍ରାମପଞ୍ଚାୟତ ନିକଟସ୍ଥିତ ଲାଞ୍ଜିଆ ସଉରା ଉନ୍ନୟନ ସଂସ୍ଥାରେ ଜିଲ୍ଲାପାଳ ମହାଶୟାଙ୍କ ଦ୍ବାରା ଯୁଗ୍ମ ଅଭିଯୋଗ ଜନ ଶୁଣାଣି ହୋଇଛି । ଜିଲ୍ଲା ପାଳଙ୍କ ଯୁଗ୍ମ ଅଭିଯୋଗ ଜନ ଶୁଣାଣି ହୋଇଥିବା ସମୟରେ ବିପର୍ଯ୍ୟସ୍ତ ସଙ୍କୁଚିତ ପ୍ରାପ୍ତ ମଧ୍ୟରେ ଟାଟା ପାୱାର୍ ବିଦ୍ୟୁତ୍ କାଟି ଦେଇଥିଲେ । ଏହାର ଗୁରୁତ୍ବପୂର୍ଣ୍ଣ ଜନ ଶୁଣାଣି ହେବ ବୋଲି ଟାଟା ପାୱାର୍ ବିଦ୍ୟୁତ୍ ଚାଳକ ଜାଣି ନାହିଁ ବୋଲି ବିଦ୍ୟୁତ୍ କାଟି ଦେଇଥିବା ଜଣାପଡିଛି ।

x. ଫୁଟ୍ଟାସିଙ୍ଗ୍ ଗ୍ରାମାଞ୍ଚଳରେ କେତେକ ଗୁରୁତ୍ବପୂର୍ଣ୍ଣ ସମସ୍ୟାକୁ ସମାଧାନ କରିବା ପାଇଁ ଜିଲ୍ଲା ପାଳଙ୍କୁ ୦୯ ଦଫା ସ୍ମାରକପତ୍ର ଦେଇଥିଲେ ।

x ଫୁଟ୍ଟାସିଙ୍ଗ୍ ଅଞ୍ଚଳରେ ନଅ ଗୋଟି ଗ୍ରାମପଞ୍ଚାୟତକୁ ନେଇ ଏକ ନୂତନ ଫୁଟ୍ଟାସିଙ୍ଗ୍ ପଞ୍ଚାୟତ ସମିତି ଗଠନ କରିବା ପାଇଁ ଜିଲ୍ଲା ପାଳଙ୍କୁ ସ୍ମାରକପତ୍ର ଦେଇଥିଲେ ।

 x. ଫୁଟ୍ଟାସିଙ୍ଗ୍ ଠାରେ ଥିବା ଡାକ୍ତରଖାନାକୁ ପି ଏଚ୍ ସି ଠାରୁ ସି ଏଚ୍ ସି କରିବା ନେଇ ସ୍ମାରକପତ୍ର ଦେଇଥିଲେ ।

x. ଶଗଡା ଗ୍ରାମପଞ୍ଚାୟତରେ ରହିଥିବା ଅନେକ ସମସ୍ୟା ଗୁଡିକ ସମ୍ପର୍କରେ ୦୫ ଦଫା ସ୍ମାରକପତ୍ର ଜିଲ୍ଲା ପାଳଙ୍କୁ ଦେଇଛନ୍ତି ।

x. ଗୁଣପୁର ବ୍ଲକର ନୂତନ ପି ଏମ୍ ଜି ଏସ୍ ୱାଇ ରାସ୍ତା ନିର୍ମାଣ ନିମନ୍ତେ ୧୧ ଦଫା ସ୍ମାରକପତ୍ର ଦେଇଥିଲେ ।

ପ୍ରତ୍ୟେକ ଗ୍ରାମପଞ୍ଚାୟତ ତଥା ଗ୍ରାମରୁ ଜନ ସାଧାରଣ ଲୋକ ନିଜ ନିଜର ଅସୁବିଧା ଜିଲ୍ଲା ପାଳ ମହାଶୟାଙ୍କୁ ଯୁଗ୍ମ ଅଭିଯୋଗ ଦରଖାସ୍ତ ଦେଇଥିଲେ,ଜିଲ୍ଲା ପାଳ ମହାଶୟାଙ୍କ ପାଖରେ ସର୍ବ ମୋଟ ଦରଖାସ୍ତ ଯୁଗ୍ମ ଅଭିଯୋଗ ପତ୍ର ସଂଖ୍ଯା=୮୫ ଗୋଟି ପତ୍ର ଯାଇଥିବା ଜଣାପଡିଛି । ଶେଷରେ ଲାଞ୍ଜିଆ ସଉରା ଉନ୍ନୟନ ସଂସ୍ଥାର ଓ ପି ଲି ପି ତରଫରୁ ଯେଉଁ ପୁଅ ଝିଅ ୧୮ ବର୍ଷରୁ ବିବାହ ହୋଇ ଶାଶୁ ଘର ଯାଇଛନ୍ତି,ସେହି ପୁଅ ଝିଅମାନଙ୍କୁ ଜିଲ୍ଲା ପାଳ ମହାଶୟାଙ୍କ ଦ୍ବାରା ଇଣ୍ଡିଆନ୍ ବ୍ୟାଙ୍କର ଚେକ୍ ମୂଲ୍ଯ=୨୦,୦୦୦/-ଟଙ୍କା ୦୮ ଜଣ ଝିଅ ମାଆମାନଙ୍କୁ ପୁରସ୍କାର ଦେଇଥିଲେ ।

ଉକ୍ତ ଅଭିଯୋଗ ଶୁଣାଣି ଦିନ ସମ୍ପୃକ୍ତ ଉପରେ ଜିଲ୍ଲାପାଳ,ତହସିଲଦାର,ଗୋଷ୍ଠୀ ଉନ୍ନୟନ ଅଧିକାରୀ,ସମନ୍ବିତ ଶିଶୁ ବିକାଶ ଯୋଜନା ଅଧିକାରୀ,ଚିକିତ୍ସା ଅଧିକାରୀ,ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଓ ସମସ୍ତ ଜିଲ୍ଲା ସ୍ତରୀୟ ଅଧିକାରୀ ମାନେ,ତଥା ପଞ୍ଚାୟତ ସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି ଦିନ ଜିଲ୍ଲା କାର୍ଯ୍ଯାଳୟର ଅତିରିକ୍ତ ଜିଲ୍ଲା ପାଳ ଓ ଉପ ଜିଲ୍ଲା ପାଳ,ରାଜସ୍ବ ଅଧିକାରୀ,ଆରକ୍ଷୀ ଅଧ୍ୟକ୍ଷକ ବହୁତ ସଂଖ୍ଯାରେ ଯୁଗ୍ମ ଅଭିଯୋଗ ଜନ ଶୁଣାଣିରେ ଯୋଗ ଦେଇଥିଲେ ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ରାଜସୁନାଖଳା ପଞ୍ଚାୟତରେ ପଞ୍ଚାୟତ ଦିବସ ପାଳିତ

ରାଜସୁନାଖଳା ପଞ୍ଚାୟତରେ ପଞ୍ଚାୟତ ଦିବସ ପାଳିତ

April 26, 2026
ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନର ବାର୍ଷିକ ଉତ୍ସବ “ମହକ” ଉଦଘାଟିତ

ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନର ବାର୍ଷିକ ଉତ୍ସବ “ମହକ” ଉଦଘାଟିତ

April 26, 2026
ଶ୍ରୀରାମ ମନ୍ଦିର,ବାନ୍ଧନଘୋରରେ ପବିତ୍ର ସୀତା ନବମୀ ଉତ୍ସବ  ଅନୁଷ୍ଠିତ

ଶ୍ରୀରାମ ମନ୍ଦିର,ବାନ୍ଧନଘୋରରେ ପବିତ୍ର ସୀତା ନବମୀ ଉତ୍ସବ  ଅନୁଷ୍ଠିତ

April 26, 2026
ବାସନ୍ତୀ ମଡେଲ ଅପର ପ୍ରାଥମିକ ବିଦ୍ୟାଳୟର ମୁଖ୍ୟଶିକ୍ଷକଙ୍କ ବିଦାୟ ସମାରୋହ

ବାସନ୍ତୀ ମଡେଲ ଅପର ପ୍ରାଥମିକ ବିଦ୍ୟାଳୟର ମୁଖ୍ୟଶିକ୍ଷକଙ୍କ ବିଦାୟ ସମାରୋହ

April 26, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ରାଜସୁନାଖଳା ପଞ୍ଚାୟତରେ ପଞ୍ଚାୟତ ଦିବସ ପାଳିତ

ରାଜସୁନାଖଳା ପଞ୍ଚାୟତରେ ପଞ୍ଚାୟତ ଦିବସ ପାଳିତ

April 26, 2026
ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନର ବାର୍ଷିକ ଉତ୍ସବ “ମହକ” ଉଦଘାଟିତ

ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନର ବାର୍ଷିକ ଉତ୍ସବ “ମହକ” ଉଦଘାଟିତ

April 26, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version