କସର୍ଦା ଗ୍ରାମ ପଞ୍ଚାୟତ ର ସୁରେନ୍ଦ୍ର ପୁହାଣ ଙ୍କ ଝିଅ ସ୍ରୁଶ୍ରୀ ସସ୍ମିତା ପୁହାଣ ଦଶମ ବୋଡ ପରୀକ୍ଷା ରେ ଟପର ହୋଇଥିବା ରୁ ସମାଜ ସେବୀ ଇଂ ପ୍ରସନ୍ନ କୁମାର ମଲ୍ଲିକ ସେମାନଙ୍କର କୃତିତ୍ୱ ପାଇଁ ପୁଷ୍ପ ଗୁଚ୍ଛ ସମେତ ଏକ ପ୍ୟାକେଟ ମିଠା ପ୍ରଦାନ କରି ସମ୍ବର୍ଦ୍ଧନା କରିଛନ୍ତି.
ଡାକ୍ତର ହେବାକୁ ସ୍ବପ୍ନ ଦେଖିଥିବା ଟପ୍ପର ଛାତ୍ର ଛାତ୍ରୀ ମାନଙ୍କୁ ପାଠ ପଢ଼ା କ୍ଷେତ୍ର ରେ ଇଂଜିନିୟର ଶ୍ରୀଯୁକ୍ତ ମଲ୍ଲିକ ଆର୍ଥିକ ସହାୟତା ପ୍ରଦାନ କରିବେ ବୋଲି କହିଥିଲେ . ସମାଜ ସେବୀ ଇଂଜିନିୟର ପ୍ରସନ୍ନ କୁମାର ମଲ୍ଲିକ ଙ୍କ ଏତା ଦୃଷ୍ୟ ମହତ୍ କାର୍ଯ୍ୟ ପାଇଁ ବିଭିନ୍ନ ମହଲ ରୁ ସ୍ବାଗତ କରାଯାଇଛି.

© 2023 Odisha Taza News.